Party Jumping Continues 

Bhubaneswar: With the announcements of maximum candidates by three major parties BJD, BJP and Congress, the ticket aspirants, who are denied tickets by their...

ପଦ୍ମ ଧରିଲେ ଅମରେନ୍ଦ୍ର

ଭୁବନେଶ୍ୱର : ବିଜେଡିର ପୂର୍ବତନ ଜଗତ୍‍ସିଂହପୁର ଜିଲ୍ଲା ସଭାପତି ତଥା କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଆଜି ନିଜର ଦଳ ବଳ ସହିତ ଭାରତୀୟ ଜନତା ପାର୍ଟି (ବିଜେପି) ରେ...

ଶେଷ ମହୂର୍ତ୍ତରେ ବଦଳିପାରେ ପ୍ରାର୍ଥୀ ତାଲିକା

0
ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଘୋଷଣା ନେଇ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଏ ପରିପ୍ରେକ୍ଷୀରେ କେତେକ କ୍ଷେତ୍ରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ...

ନିଆଁରେ ଚାରିଗୁଣ ଅଧିକ ଜଙ୍ଗଲ କ୍ଷୟ

0
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ, ଖଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଯେତିକି ଜଙ୍ଗଲ ନଷ୍ଟ ହେଉଛି ତାହାର ଚାରିଗୁଣରୁ ଅଧିକ ଜଙ୍ଗଲ ନିଆଁରେ ପୋଡି ଯାଉଛି । ଗତ ଦଶ ବର୍ଷର...

ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସ

0
ନୂଆଦିଲ୍ଲୀ : କମ୍‌ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ...

କର୍କଟ ପାଇଁ ସ୍ୱଦେଶୀ ଜିନ୍‍ ଥେରାପି

0
ନୂଆଦିଲ୍ଲୀ : : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।"ସିଏଆରଟି ସେଲ୍ ଥେରାପି" ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ । ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ସିଏଆରଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ।  ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। 'ଆତ୍ମନିର୍ଭର ଭାରତ'ର ଏହା ଏକ ଜ୍ୱଳନ୍ତ ଉଦାହରଣ । ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା,ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍ । ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ରବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରସିଦ୍ଧ ସିଏଆର୍ଟି ସେଲ୍ଥେରାପିର ବିକାଶରେ ଟେକ୍ନୋଲୋଜିକୁ କେବଳ ମାନବିକତାର ସେବାରେନିୟୋଜିତ କରାଯାଉନାହିଁ, ବରଂ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଶିଳ୍ପ ସହଭାଗିଦାରୀ କରାଯାଇଛି।  ଗତ ତିନି ଦଶନ୍ଧି ଧରି ଆଇଆଇଟି, ବମ୍ବେ ଗବେଷଣା ଏବଂବିକାଶ ଉପରେ ଯେଉଁ ଧ୍ୟାନ ଦେଇଛି ତାହା ଦ୍ୱାରା ଏହା ସମ୍ଭବ ହୋଇଛି ସେକହିଥିଲେ ଯେ ଆଇଆଇଟି ବମ୍ବେ ଏବଂ ଅନ୍ୟାନ୍ୟ ଅନୁରୂପ ଅନୁଷ୍ଠାନର ଅଧ୍ୟାପକଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଭିତ୍ତିଭୂମି ଏବଂ ଦକ୍ଷତା ଦ୍ୱାରା ଭାରତ ବର୍ତ୍ତମାନ ଚାଲିଥିବାବୈଷୟିକ ବିପ୍ଳବରୁ ବହୁତ ଉପକୃତ ହେବ ।

Leaders Quit BJD

0
Bhubaneswar: With the declaration of candidates for the simultaneous elections to the State Assembly and Lok Sabha, many leaders of BJD including two MLAs...

DRDO Sets Junput Test Site

0
Defence Research and Development Organisation (DRDO) has set up a Test Facility in Junput village in Medinipur district of West Bengal to equip India...

CEO Seeks More Forces

Sambalpur: Chief Electoral Officer, Odisha, Nikunja Bihari Dhal has sought additional companies of Central Armed Police Forces (CAPF) in the State for the upcoming...

RS Members Take Oath

0
New Delhi: Union Minister and BJP leader Ashwini Vaishnaw, BJD leaders Debasish Samantaray and Subashish Khuntia today sworn in as Members of the Rajya Sabha. The...