ଜ୍ଞାନବୃତ୍ତ ଲୋକାର୍ପିତ
ସର୍ବାଧିକ ଓଡ଼ିଆ ବିଶ୍ୱକୋଷ (ଜ୍ଞାନବୃତ୍ତ) ଆଜି ଏଠାରେ ଉନ୍ମୋଚିତ ହୋଇଛି । ଜ୍ଞାନବୃତ୍ତ ୧୦ଟି ଖଣ୍ଡରେ ପ୍ରକାଶ ପାଇବାକୁ ଯାଉଥିବା ବେଳେ ସେଥିରୁ ଆଜି ଦୁଇଖଣ୍ଡ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବରେ ଲୋକାର୍ପିତ...
ଭାସମାନ ସୌର ପ୍ରକଳ୍ପକୁ ଅନୁମତି
ରେଙ୍ଗାଳି ଜଳଭଣ୍ଡାରରେ ରାଜ୍ୟର ପ୍ରଥମ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା ହେବ । ୧୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।
କେନ୍ଦ୍ର ଅଣପାରମ୍ପରିକ...
ମେଡ଼ିକାଲ କଲେଜରେ ୫୦୦ ଶିକ୍ଷକ ପଦବୀ ଖାଲି
ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ଥିବା ମେଡ଼ିକାଲ କଲେଜଗୁଡ଼ିକରେ ପାଖାପାଖି ୫୦୦ ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିଛି । ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲୋକସେବା ଆୟୋଗଙ୍କ ସହାୟତା ନେଇଥିଲେ ମଧ୍ୟ ପଦୋନ୍ନତି...
ଲୁହାପଥର ଖଣିକୁ ଶୀଘ୍ର କାର୍ଯ୍ୟକାରୀ କର
ଓଡ଼ିଶାରେ ନିଲାମ ହୋଇଥିବା ଲୁହାପଥର ଖଣିର ଶୀଘ୍ର କାର୍ଯ୍ୟକାରିତା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ବସିଥିବା ଭର୍ଚୁଆଲ ବୈଠକରେ କହିଛନ୍ତି...
ରୋଜଗାର ଯୋଜନାକୁ ଅନୁମୋଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ ଅନୁମୋଦନ ମିଳିଛି ।
କରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ୩-୦ ରେ ଘୋଷଣା କରାଯାଇଥିବା...
ନିଯୁକ୍ତି ସୁଯୋଗ ଦେବ ଆତ୍ମନିର୍ଭର ଭାରତ
ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହନ ଦେବା...
ଘନ କୁହୁଡ଼ି ପାଇଁ ସତର୍କତା
ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ ପାଇଁ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି I ଘନ କୁହୁଡି...
ସହରାଞ୍ଚଳ ଶାସନରେ ଓଡିଶା ପ୍ରଥମ
ଉଲ୍ଲେଖନୀୟ ସହରୀ ଶାସନରେ ଦେଶକୁ ଆଗେଇ ନେବା ପାଇଁ ଓଡିଶା ପୁରସ୍କୃତ ହୋଇଛି । ପ୍ରଜା ଫାଉଣ୍ଡେସନ ଦ୍ୱାରା ୨୮ ଟି ରାଜ୍ୟର ୪୦ଟି ସହର ତଥା ଦିଲ୍ଲୀ ନେଇ କରାଯାଇଥିବା ଏକ...
Odisha Tops Urban Gov
Bhubaneswar: Yet Odisha bagged another accolade and received laurel for leading the country in outstanding Urban Governance.
In a detailed study and ranking done by...
Integrative Medicine At AIIMS
New Delhi: Ministry of AYUSH and AIIMS have decided to initiate work on setting up a Department of Integrative Medicine at AIIMS. This was...









