4G Connect For Unconnected Odisha
Bhubaneswar: Odisha will be greatly benefitted with the latest decision of the Union Government to provide 4G Based Mobile Services in Uncovered Villages of...
Speed Up Clearances; Odisha
Bhubaneswar: While Union Government is harping for stepping up investment, infrastructure and growth, Odisha Government has urged the Centre to provide timely forest and...
BJD To Protest LPG Hike
Bhubaneswar: With the nearing of Panchayat polls, the governing BJD is once again going to lock its horns with the BJP-led Central Government. The...
କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଅନୁରୋଧ
ଭୁବନେଶ୍ୱର : କେନ୍ଦ୍ର ସରକାର ପୁଞ୍ଜିନିବେଶ, ଭିତ୍ତିଭୂମି ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉôତବାବେଳେ ଧାର୍ଯ୍ୟ ସମୟରେ ଜଙ୍ଗଲ ଓ ପରିବେଶ ଅନୁମତି ଦେଇ ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆଗେଇ ନେବାପାଇଁ ଓଡିଶା...
ଦୁଇ ଆଡୁ ପେନସନ ନେଉଛନ୍ତି ରାଜନେତା
ଭୁବନେଶ୍ୱର : ଅନେକ ରାଜନେତା ଏକାଧିକ ପେନ୍ସନ ପାଉଥିବା ଘେନି ଏବେ ଚର୍ଚ୍ଚା ଜୋର ଧରିଛି । ସରକାରୀ ଚାକିରିରୁ ଅବସର ନେଇ ଯେଉଁମାନେ ବିଧାନସଭା ଓ ସଂସଦକୁ ନିର୍ବାଚିତ ହେଉଛନ୍ତି ସେମାନଙ୍କ...
କଣ୍ଠଶିଳ୍ପୀ ଆକାଂକ୍ଷା ସାହୁଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ
ଭୁବନେଶ୍ୱର : ଡିଜିଟାଲ ମଞ୍ଚ ରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା । ଆଜିର ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ଓଡିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ।...
Upadhyay Is New JD CBI
Bhubaneswar: 1999 Batch IPS Ghanshyam Upadhyay is new Joint Director of Central Bureau of Investigation (CBI).
Mr.Upadhyay is from Odisha Cadre and he is among...
ଆଶୀର୍ବାଦ ଯୋଜନା ପାଇଁ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ୧ ଅପ୍ରେଲ ୨୦୨୦ରୁ ୧୫ ସେପେଫମ୍ବର ୨୦୨୧ ମଧ୍ୟରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ ଉପାର୍ଜନକାରୀ ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ...
More Time For Trinity Darshan
In an aim to ensure hassle-free darshan of Lord Jagannath and his siblings for the devotees visiting the Puri temple from across the globe,...
ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଡାକରା
ଭୁବନେଶ୍ୱର : ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତାଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା...









