ଭୁବନେଶ୍ୱର : ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ନେଇ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରେ ରାଜ୍ୟବ୍ୟାପି ଅସନ୍ତୋଷ କୁହୁଳୁଥିବାବେଳେ ଏବେ ବୋଝ ଉପରେ ଲଳିତା ବିଡା ଭଳି ଗ୍ରିଡକୋ ବିଜୁଳି ଦର ବଢାଇବାକୁ ପ୍ରସ୍ତାବ ଦେଇଥିବା ସାମ୍ନାକୁ ଆସିଛି । ୟୁନିଟ୍ ପିଛା ୫୮ ପଇସା ବଢାଇବାକୁ ଗ୍ରିଡକୋର ପ୍ରସ୍ତାବକୁ ବିରୋଧ କରିଛି...
ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏଣିକି ଆଉ ତେଲ ମିଳିବ ନାହିଁ । ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତରେ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜୁ ଜନତା ଦଳ କହିଛି ।
ଆଜି ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ...
ଭୁବନେଶ୍ୱର : ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଅନେକ ଆଲୋଚନା କରିଛନ୍ତି ।
ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ଡିଫେନ୍ସ ଟେକ୍ନୋଲଜି, ଷ୍ଟାର୍ଟ-ଅପ୍, ଏମ୍ଏସ୍ଏମ୍ଇ, ରିସର୍ଚ୍ଚ...
ଭୁବନେଶ୍ୱର : ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଉପରେ ସମୀକ୍ଷା କରାଯାଇଥିଲା।
ବୈଠକରେ ସହର ଓ ଗ୍ରାମାଞ୍ଚଳରେ...
Hyderabad: On the second day of the high-profile Odisha Investors' Meet being held in the city, Chief Minister Shri Mohan Charan Majhi led a high-level delegation to the facilities of Bharat Dynamics Limited (BDL). The visit marks a significant...
ଭୁବନେଶ୍ୱର : ପାଣି ବିଲ୍ ଠାରୁ ଆରମ୍ଭକରି ବିଜୁଳି ବିଲ୍ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ବ୍ୟବସ୍ଥାରେ ଅନଲାଇନ୍ରେ ପଇଠ ହେଉଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ଆଦାୟ କରୁଥିବା ସରକାରୀ ଘରଭଡା କିନ୍ତୁ ଏଥିରେ ସାମିଲ ହୋଇପାରୁ ନାହିଁ । ଏଥିପାଇଁ କାର୍ଯ୍ୟ ଆରମ୍ଭର ଆଠବର୍ଷ ପରେ ଲୋକେ ଅନ୍ଲାଇନ୍ରେ ସେମାନଙ୍କର ଘର ଭଡାଦେବା ବଦଳରେ...
ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ୱ ସେବାରେ ଥିବା ଅଧିକାରୀମାନଙ୍କର ବରିଷ୍ଠତା ତାଲିକା ବିବାଦ ଯୋଗୁଁ ଓଏଏସ୍ କ୍ୟାଡରରେ ବର୍ଷାଧିକାଳ ଧରି ପଦୋନ୍ନତି ବାଧାପ୍ରାପ୍ତ ହେଉଛି । ଏଥିଯୋଗୁଁ ବହୁ ପଦ ପଦବୀ ଖାଲି ପଡୁଥିଲେ ମଧ୍ୟ ତାହା ପୂରଣ ହୋଇପାରୁନଥିବାବେଳେ ତଳ ପାହ୍ୟାରେ ଅନେକ ଅଧିକାରୀ ବିନା ପଦୋନ୍ନତିରେ...
Bhubaneswar: In a significant recognition of sporting excellence, the Secretary of Sports and Youth Services for the Government of Odisha, Shri Sachin R. Jadhav, extended his heartiest congratulations to hockey stars Shri Amit Rohidas and Shri Shilanand Lakra. The...










