Bhubaneswar: Odisha has turned out to be major Eco Tourism Destination with 47 Eco Tourism Centers were developed and operationalized in different areas spreading across 18 revenue districts of Odisha.
The activity added to the income of many tribal families...
Cuttack: The MGM Minerals Limited has decided to extend its entire support for the Odisha Cricket Teams and Odisha Cricket Association, thanks to the overdrive of the Managing Director of the Mining Major, Pankaj Lochan Mohanty.
Mr.Mohanty, a leading philanthropist...
Bhubaneswar: Odisha will be greatly benefitted with the latest decision of the Union Government to provide 4G Based Mobile Services in Uncovered Villages of the Aspirational Districts, which are backward and internet connectivity is poor.
The Union Cabinet, chaired by...
Bhubaneswar: While Union Government is harping for stepping up investment, infrastructure and growth, Odisha Government has urged the Centre to provide timely forest and environment clearances and fast track infrastructure projects.
Despite Covid-19 Pandemic, Odisha has been able to attract...
Bhubaneswar: With the nearing of Panchayat polls, the governing BJD is once again going to lock its horns with the BJP-led Central Government. The governing party has decided to stage protests over the rising LPG cylinder price from November...
ଭୁବନେଶ୍ୱର : କେନ୍ଦ୍ର ସରକାର ପୁଞ୍ଜିନିବେଶ, ଭିତ୍ତିଭୂମି ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉôତବାବେଳେ ଧାର୍ଯ୍ୟ ସମୟରେ ଜଙ୍ଗଲ ଓ ପରିବେଶ ଅନୁମତି ଦେଇ ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆଗେଇ ନେବାପାଇଁ ଓଡିଶା ସରକାର ଅନୁରୋଧ କରିଛନ୍ତି । କୋଭିଡ ମହାମାରୀ ସତ୍ୱେ ଓଡିଶାରେ ଗତ ଦୁଇବର୍ଷ ମଧ୍ୟରେ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ...
ଭୁବନେଶ୍ୱର : ଅନେକ ରାଜନେତା ଏକାଧିକ ପେନ୍ସନ ପାଉଥିବା ଘେନି ଏବେ ଚର୍ଚ୍ଚା ଜୋର ଧରିଛି । ସରକାରୀ ଚାକିରିରୁ ଅବସର ନେଇ ଯେଉଁମାନେ ବିଧାନସଭା ଓ ସଂସଦକୁ ନିର୍ବାଚିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂସଦ ଓ ବିଧାନସଭାର ବେତନ, ଭତ୍ତା, ପେନ୍ସନ ଆଦିର ସୁଯୋଗ ନେବା ସହିତ ସରକାରୀ ଚାକିରିକାଳ ପାଇଁ...
ଭୁବନେଶ୍ୱର : ଡିଜିଟାଲ ମଞ୍ଚ ରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା । ଆଜିର ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ଓଡିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ । ଶିଶୁ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାଙ୍କର ୧୯ ତମ ଶ୍ରାଦ୍ଧ ବାର୍ଷିକୀ ରେ...
Bhubaneswar: 1999 Batch IPS Ghanshyam Upadhyay is new Joint Director of Central Bureau of Investigation (CBI).
Mr.Upadhyay is from Odisha Cadre and he is among the three Top Cops, who have been appointed as JD CBI.
Other two are 1995 batch...
ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ୧ ଅପ୍ରେଲ ୨୦୨୦ରୁ ୧୫ ସେପେଫମ୍ବର ୨୦୨୧ ମଧ୍ୟରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ ଉପାର୍ଜନକାରୀ ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଉପଯୁକ୍ତ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ଯୋଜନାର ଘୋଷଣା କରିଥିଲେ...










