ଭୁବନେଶ୍ୱର : ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟି୍ର ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଧାନକିଣାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପରିପ୍ରେକ୍ଷୀରେ ୫-‘ଟି’ ଓ ‘ମୋ...
Bhubaneswar: Odisha has extended its step in the snow sports arena with State’s ‘Snow Girl’ Ranjita Behera selected to represent it in the second Khelo India National Winter Games-2021 at Gulmarg in Jammu & Kashmir from February 19-25 in...
Bhubaneswar: Chief Minister Naveen Patnaik Thursday directed to work on world class infrastructure development in Konark area, as part of Puri World Heritage Project under 5-T initiative. Describing Konark as a unique marvel of Kalingan sculpture, the Chief Minister said...
Puri: After opening doors of Shree Jagannath temple for the devotees without COVID-19 Negative Report, Shree Jagannath Temple Administration (SJTA) Thursday urged Odisha Government to provide COVID-19 vaccines to servitors and their family members on a priority basis. SJTA Chief...
Boudh: Identify and promote the local entrepreneurs in  potential sectors of success, directed Chief Advisor to Chief Minister and Chairman Western Odisha Development Council (WODC) Asit Kumar Tripathy here on Thursday. Mr.Tripathy’s direction came during a review of the progress of...
Bhubaneswar: More than 44,800 Health Care Workers (HCW) have been vaccinated in the State on Thursday. By 6 PM of 21 January, 44,880 number of health care worker beneficiaries have been vaccinated, which turns out to be 121 Percent of...
ସମ୍ବଲପୁର : ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡିÿରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ଅଧିକାର ରାଲିରେ ରାଜ୍ୟ ସରକାରଙ୍କ ନିକଟରେ...
Bhubaneswar: Department of Housing and Urban Development together with Urban Management Centre (UMC), organized a day long orientation program for training of volunteers, to be engaged in enumeration of core sanitation workers under the scheme ‘Garima’. Safai Karmachari Andolan,...
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳକୁ ଅଗ୍ରଣୀ କିନ୍ନର ସଂଗଠନକୁ ହସ୍ତାନ୍ତର କରାଯାଇଛିି । ଏହି ହସ୍ତାନ୍ତର କରିଛନ୍ତି ବିଏମସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧାରୀ । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ରହଣୀ ନିକଟରେ ଏହି କାର୍ଯର୍ର୍ର୍୍ୟକ୍ରମ ଅନୁଷ୍ଠିତ ହୋଇଅଛି...
ଭୁବନେଶ୍ୱର : ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟ କ୍ରମର ଅଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତି ଦିନ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସି...