Bhubaneswar: Indramani Tripathy, Director Information & Public Relations has stressed on information dissemination in an effective way to the Public, while harping on technology use.
Mr.Tripathy was talking to the officers of the Department of Information & Public Relations here...
ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ନୂତନ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଗୁରୁତ୍ୱ ଆରୋପ କରଛନ୍ତି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ତ୍ରିପାଠୀ ଆଜି ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ...
ଭୁବନେଶ୍ୱର : ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜେୟଶ୍ରୀ ରାଉତରାୟ ଙ୍କ ପାଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା । ସେଠାରେ ବିଜୁ ଜନତା ଦଳର ସଙ୍ଘଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ...
ଭୁବନେଶ୍ୱର : କେନ୍ଦ୍ର ସରକାର ସିବିଏସ୍ଇ ବୋର୍ଡର ଦ୍ୱାଦଶ ପରୀକ୍ଷା ବାତିଲ ଘୋଷଣା କରିବାପରେ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ଆଖି ରହିଛି । ତେବେ ସରକାରଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ବନ୍ଦ ଆଶଙ୍କାରେ ପାଠରେ ଡୋରି ବାନ୍ଧିଥିବାବେଳେ ପ୍ରଥମ ବର୍ଷର...
ଭୁବନେଶ୍ୱର : ଯାନବାହାନ ଚଳାଚଳ ଉପରେ କରୋନା ପରିପ୍ରେକ୍ଷୀରେ କଡା କଟକଣା ଥିବାବେଳେ ସରକାରୀ କର୍ମଚାରୀମାନେ ଦପ୍ତର ଆସିବାକୁ ନାକେଦମ ହେଉଛନ୍ତି । ଏମିତିକି ଖୋଦ ରାଜଧାନୀ ଭୁବନେଶ୍ୱରରେ ଲୋକସେବାଭବନ, ବିଭାଗୀୟ ମୁଖ୍ୟଦପ୍ତର ସମେତ ଅନ୍ୟ ସ୍ଥାନମାନଙ୍କୁ କର୍ମଚାରୀ ଆସିବାରେ ଅସୁବିଧା ଉପୁଜୁଛି ।
କରୋନା କଟକଣାରେ ବସ୍, ଅଟୋ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି...
ଭୁବନେଶ୍ୱର : ମାଛ ଚାଷ କ୍ଷେତ୍ରରେ ବାୟୋ-ଫ୍ଲକ୍ ଏକ ବିପ୍ଳବ ଆଣିପାରିବ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧.୫୬ ଲକ୍ଷ ମେଟି୍ରକ୍ ଟନ୍ରୁ ୨୦୨୦-୨୧ରେ ୮.୭୩ ଲକ୍ଷ ମେଟି୍ରକ୍ ଟନ୍ ହୋଇଛି...
ଭୁବନେଶ୍ୱର : ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍ ଘୋଷଣା କରାଯାଇଛି ।
ପିଭିଟିଜିମାନଙ୍କ ନିମନ୍ତେ ଜରୁରୀକାଳୀନ ପ୍ୟାକେଜ୍ଗୁଡ଼ିକ ହେଉଛି ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ...
Bhubaneswar: Odisha Government on Wednesday pegged the loss due to extremely severe cyclone ‘YAAS’ recently that pounded five districts.
Chief Minister Naveen Patnaik Wednesday reviewed the damage caused the cyclone, the relief and rehabilitation programme here.
He lauded the efforts different...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ...
ଭୁବନେଶ୍ୱର : କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲଥ ଆଣ୍ଡ ୱେଲନେସ ଗ୍ରୁପ୍ (OSA-HWG) "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
ଆଜି ଏହାର...









