ରାଜସ୍ୱ ସଂଗ୍ରହ ହ୍ରାସ ସହିତ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ କମିଯିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଧିରେ ଧିରେ ରାଜସ୍ୱ ଆଦାୟ କମୁଥିବାବେଳେ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ ହ୍ରାସ ପାଉଥିବାକୁ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।
୨୦୨୦-୨୧ ଆର୍ଥିକ ବର୍ଷରେ ୧,୨୪,୩୦୦ କୋଟି ଟଙ୍କାର ରାଜସ୍ୱ ମିଳିବ...
ଓଡ଼ିଶାରେ ଯେଭଳି ମଦ, ଗଞ୍ଜେଇ, ବ୍ରାଉନ୍ ସୁଗାର ସମେତ ଅନ୍ୟାନ୍ୟ ଚୋରା ନିଶା ସାମଗ୍ରୀ ବ୍ୟାପକ ଭାବେ ଜବତ ହେଉଛି ସେଥିରୁ ରାଜ୍ୟରେ ନିଶାଡ଼ୀଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବା ସହ ନିଶା କାରବାର ବଢ଼ୁଥିବା ସ୍ପଷ୍ଟ ଅନୁମେୟ । ଏହାର ଦୃଢ଼ ପ୍ରତିରୋଧ କରାନଗଲେ ଆଗାମୀ ଦିନରେ ନିଶାର ପ୍ରସାର ରାଜ୍ୟ...
Exactly a month from today, Odisha will witness two bypolls, one in Balasore Assembly segment and another in Tirtol of Jagatsinghpur district. It appears the bypoll to be Pratap Sarangi aka Nana Vs Naveen Patnaik in Balasore and in...
Union Minister Dharmendra Pradhan has assured that the Minimum Support Price for farmers will continue to remain in force in the Country
“It is a false propaganda that MSP will be abolished after passage of the farm bills. It will continue...
Ministry of Electronics and Information technology ( MEITY) unveiled today RAISE 2020 – a Global Virtual Summit on Artificial Intelligence (AI) in a press conference organised in Electronics Niketan, New Delhi.
The MEITY and NITI Aayog are organising the...
Steel Authority of India Limited (SAIL), the largest steel producing Company in India, has supplied the majority portion of steel in the construction of the Atal Rohtang Tunnel.
Prime Minister Narendra Modi inaugurated the 9.02 KM tunnel on 3 October.
SAIL...
ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ କରିବା ଦରକାର ବୋଲି ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଅବସରରେ ‘ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ’ ସମିତି ପକ୍ଷରୁ ଆୟୋଜିତ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି...
ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଛତୁ ଓ ମହୁ କୁ ସାମିଲ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । କରୋନା ମହାମାରୀ ସମୟରେ ବିଶେଷଜ୍ଞମାନେ ଛତୁ ଓ ମହୁର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିବାବେଳେ ଏହି ଦୁଇ ସାମଗ୍ରୀ ରୋଗ ପ୍ରତିରୋଧ ଶକ୍ତି ଓ ଆଣ୍ଟି ଭାଇରାଲ ପାଇଁ ଜଣାଶୁଣା ।
ବର୍ତ୍ତମାନ ଇଣ୍ଟରନେଟ୍ରେ...
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ ଗାନ୍ଧୀଜୀ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଏହି ଚଳଚ୍ଚିତ୍ରରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସହିତ ସ୍ୱାଧୀନତା ସଂଗ୍ରାମରେ ଗୌରବାବହ ସ୍ମୃତି ବହନ କରୁଥିବା ବିଭିନ୍ନ ସ୍ଥାନ ପ୍ରଦର୍ଶିତ ହୋଇଛି ।
ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତାକାଲି ଏହି ପ୍ରାମାଣିକ ଚଳଚ୍ଚିତ୍ର ଦୂରଦର୍ଶନ...