Bhubaneswar: State on Wednesday received Rs.286 crore towards GST Compensation as the Union Government has released funds. Last month the State received Rs.1617.65 crore as GST Compensation. The Centre has released GST Compensation of Rs. 17,000 crore to states on Wednesday. Last...
Puri: The Puri District Administration will impose Section 144 of CrPC at Jagannath Temple on Diwali on Thursday (November 4).Official Sources said that Section 144 will be imposed in and around the temple from 4 am to midnight on...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସଂସ୍ଥା ଏଣିକି ହାଇକୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ଆବେଦନ, ଜବାବ, ପ୍ରତିଜବାବ ଆଦି ଦାଖଲ କରିବେ । ଏ ସଂକ୍ରାନ୍ତରେ ଓଡିଶା ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶରେ ଆଇନ୍‍ ଅଦାଲତ ଗୁଡିକରେ ମାମଲା ସଂକ୍ରାନ୍ତରେ ଇ-ଫାଇଲିଂ ବ୍ୟବସ୍ଥାକୁ ସକ୍ରିୟ କରିବାପାଇଁ...
Bhubaneswar: Ahead of Panchayat elections, senior BJD leader and a former minister Sanjeeb Sahoo resigned from the ruling party. He sent his resignation letter to BJD President and Chief Minister Naveen Patnaik citing personal problems. Though he has not revealed his...
ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ ହୋଇଛି। ଉପଗ୍ରହ ଦିଗ ନିର୍ଣ୍ଣୟ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ଉପରେ ଦୁଇଟି ଭିନ୍ନ ଭିନ୍ନ କନ୍ଫିଗୁରେସନର ସଫଳ ପରୀକ୍ଷଣ ସମ୍ପାଦିତ ହୋଇଥିଲା।...
ଭୁବନେଶ୍ୱର : ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ବିକାଶ ପାଇଁ  ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ  ସମୀକ୍ଷା ବୈଠକରୁ  ଏହା ଜଣାପଡିଛି । ରାଜ୍ୟ ଲୋକସେବା  ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି  ବୈଠକରେ...
ଭୁବନେଶ୍ୱର : ଆଲୋକ ଏବଂ ଉଲ୍ଲାସର ପର୍ବ ତଥା ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଅବସର ଦୀପାବଳିରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଂଟିବା ତଥା ସ୍କୁଲ ପିଲା ମାନଙ୍କୁ ବିଦ୍ୟାଦାନ ପାଇଁ “ବିଦ୍ୟାଞ୍ଜଳି”ରେ ଯୋଡ଼ିହେବା ପାଇଁ ଓଡିଶା ସମେତ ଦେଶର ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତା ଜରିଆରେ ନିବେଦନ...
ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଘୋଷଣା କରିଛନ୍ତି । ଏହାଦ୍ବାରା  ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ ।...
ନୂଆଦିଲ୍ଲୀ : ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ...
ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାର ଉପରେ ଆଜି ବିଏମ୍‍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢଉ ହୋଇଥିଲା । ଦୀପାବଳୀ ଅବସରରେ ଲୋକମାନେ ନେଉଥିବା ମିଠା ଦ୍ରବ୍ୟକୁ କିଭଳି ସ୍ୱାସ୍ଥ୍ୟପ୍ରଦ ଭାବେ ଦିଆଯାଉଛି ତାହାକୁ ଯାଞ୍ଚ କରିବା ପାଇଁ ବିଏମ୍‍ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଖାଦ୍ୟ ସୁରକ୍ଷା ସ୍କ୍ୱାଡ୍‍ ସହରର...