ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍ଘାଟନ କରିଛନ୍ତି । ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପ୍ରକଳ୍ପ (ପିଏମ୍ବିଜେପି)ର କାର୍ଯ୍ୟାନ୍ୱୟନକାରୀ ଏଜେନ୍ସି, ଫାର୍ମାସ୍ୟୁଟିକାଲ ଆଣ୍ଡ ମେଡିକାଲ୍ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ (ପିଏମ୍ବିଆଇ) ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍ବିଜେକେ) ଖୋଲିବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ବେରୋଜଗାର ଫାର୍ମାସିଷ୍ଟ, ସରକାରଙ୍କ ନିକଟରେ ପଞ୍ଜୀକୃତ ଏଜେନ୍ସି, ଏନ୍ଜିଓ, ଟ୍ରଷ୍ଟ, ସୋସାଇଟି ଇତ୍ୟାଦିଙ୍କଠାରୁ ଆବେଦନପତ୍ର ଆମନ୍ତ୍ରଣ...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଶ୍ରୀ ଆଲ୍ବେଟୋ ଏ ଗୁଆନି ।
ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ...
ନୂଆଦିଲ୍ଲୀ : ଘରୋଇ ଟିଭି ସମାଚାର ଚ୍ୟାନେଲଗୁଡ଼ିକରେ ମିଛ ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛି । ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପରାମର୍ଶ ସହିତ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି...
Bhubaneswar: The Governing Biju Janata Dal (BJD) led by Supremo Naveen Patnaik has already started its exercise for the big battle due for 2024. Naveen is planning to revamp its organisation to further strengthen the party and also the...
Union Minister for Coal and Mines, Pralhad Joshi said that at present 72.50 Million Ton (MT) of coal is available at different sources of Coal India Ltd (CIL), Singareni Colleries Company Ltd (SCCL), coal washeries etc. In a tweet,...
New Delhi: Pharmaceuticals & Medical Devices Bureau of India (PMBI), the implementing agency of Pradhan Mantri Bhartiya Janaushadhi Pariyojana (PMBJP) is inviting applications from Individuals, Unemployed Pharmacist, Government nominated agencies, NGO’s, Trust, Societies, etc. for opening of Pradhan Mantri...
ଭୁବନେଶ୍ୱର : ରାଜ୍ୟରେ ଏବେ ମାଗଣା ବିଦ୍ୟୁତ୍ ଦାବି ବଢିବାରେ ଲାଗିଛି । ବିଶେଷକରି ଦିଲ୍ଲୀ ପରେ ପଞ୍ଜାବ ସରକାର ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପରେ ଓଡିଶାରେ ଅନୁରୂପ ଦାବି ଜୋର ଧରୁଛି ।
ଓଡିଶାରେ ମାଗଣା ବିଜୁଳି ଯୋଗାଣ ପାଇଁ ହେଉଥିବା ଦାବିରେ ସବୁଠାରୁ ଆଗରେ ରହିଛି ଆମ୍...
New Delhi: Union Finance Minister Nirmala Sitharaman has highlighted the India’s roadmap for infrastructure development and look forward to World Bank’s continued support for financing investments for the National Infrastructure pipeline and Gati Shakti program.
She stated that India’s pandemic...
ଭୁବନେଶ୍ୱର : ନୂଆଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ପରିପ୍ରେକ୍ଷୀରେ ପୂର୍ବର ତିନିଟି ଲହରର ଅଭିଜ୍ଞତାକୁ ଆଖିଆଗରେ ରଖି ଯେକୌଣସି ମୂହୂର୍ତ୍ତରେ ପୁଣି ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିପାରନ୍ତି । ଏହି ଆଶଙ୍କା ଏବେ ସାଧାରଣ ଲୋକଙ୍କୁ ଘାରୁଥିବାବେଳେ ମାସ୍କ ପରିଧାନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଛନ୍ତି ।
ତୃତୀୟ...









