Bhubaneswar: Continuing with its tradition of winning awards and creating benchmarks, SUM Ultimate Medicare (SUMUM) has won the prestigious Six Sigma Award as the ‘Best Hospital’ and ‘Best Patient Care Provider’ of the Year for 2021.
Dr. Swetapadma Dash, Chief...
Bhubaneswar: The State Government has planted 3.65 crore seedlings covering 1.09 lakh hectares area under different programs and schemes including avenue plantation over 4727 Route Kilo Meter (RKM) in the State during the year 2021-22. These are planted on...
Bhubaneswar: The National Bank for Agriculture and Rural Development (NABARD) has sanctioned financial assistance of Rs.4013 crore to the Government of Odisha, highest in the country, for critical rural infrastructure development in the State under Rural Infrastructure Development Fund...
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଫଟୋ ସାମ୍ବାଦିକ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି । ତାଙ୍କ ସହିତ ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଥିବା ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି ।
ଆଜି ଏ...
Bhubaneswar: The Union Government has not taken any decision for disinvestment of National Aluminium Company (NALCO).
Union Minister of Mines and Coal, Pralhad Joshi informed this in Rajya Sabha while replying to a query of BJD Member Prasanna Acharya on...
ସମ୍ବଲପୁର : ମାନ୍ୟବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ...
ଭୁବନେଶ୍ୱର : ରାଜ୍ୟର ୬ହଜାରରୁ ଅଧିକ ଗାଁରେ ଏବେ ବି ମୋବାଇଲ୍ ସେବା ପହଞ୍ଚି ପାରିନାହିଁ, ଯାହା ସମଗ୍ର ଦେଶରେ ସର୍ବାଧିକ । ରାଜ୍ୟରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ ନେଇଥିବା ଗ୍ରାହକଙ୍କ ସଂଖ୍ୟା ୨କୋଟିରୁ ଅଧିକ ଥିବାବେଳେ ୬ହଜାରରୁ ଅଧିକ ଗାଁ କିନ୍ତୁ ମୋବାଇଲ୍ ସଂଯୋଗ ନଥିବା ଜଣାଯାଇଛି ।
ସମଗ୍ର ଦେଶରେ ମୋବାଇଲ୍ ସଂଯୋଗ...
ଭୁବନେଶ୍ୱର : ଜଗତ୍ସିଂହପୁର ଜିଲ୍ଲାରେ ଗୋରଖନାଥ ଷ୍ଟେସନ ଓ କଟକ ଜିଲ୍ଲାର କନ୍ଦରପୁର ଷ୍ଟେସନ ନିକଟରେ ଥିବା ଦୁଇଟି ରେଳଫାଟକ ଏବେ ଦୁଇ ଜିଲ୍ଳାବାସୀଙ୍କ ଦୁଃଖ ପାଲଟିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫାଟକ ଯୋଗୁଁ ପ୍ରତିଦିନ ହଇରାଣ ହରକତ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା...
ଭୁବନେଶ୍ୱର : ଟାଟା ପାୱାର ଜବରଦସ୍ତି ଚାଇନା ମିଟର ବସାଉଛି । ଜୋର ଜବରଦସ୍ତି ଚାଇନା ମିଟର ଲଗାଇ ଘରେ ଚାଲୁ ଅବସ୍ଥାରେ ଥିବା ମିଟରକୁ ବଦଳାଇ ଦେଉଛନ୍ତି । କେବଳ ମିଟର ବଦଳ ନୁହେଁ, ବାକିଆ ବିଲ୍ ଆଦାୟ ନାଁରେ ଟାଟା ପାୱାର ତା’ର ମନମାନି ଅବ୍ୟାହତ ରଖିଛି ।
ବିନା ନୋଟିସ୍ରେ ମାର୍ଚ୍ଚ...
ଭୁବନେଶ୍ୱର : ରାଜ୍ୟର ୫ଟି ସହରରେ ଆଜି ତାପମାତ୍ରା ୪୦ଡିଗ୍ରୀ ଟପିଥିବାବେଳେ ଟିଟିଲାଗଡ ୪୧.୪ ଡିଗ୍ରୀ ସହିତ ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଅନ୍ୟ ୪ଟି ସହର ମଧ୍ୟରେ ଅନୁଗୁଳ ବାରିପଦା, ବଲାଙ୍ଗିର ଓ ବୌଦ ରହିଛି ।
ବଲାଙ୍ଗିରରେ ଆଜି ତାପମାତ୍ରା ୪୧ଡିଗ୍ରୀ ସେଲସିୟସ ଥିବାବେଳେ ବାରିପଦା ଓ ବୌଦରେ...










