ଭୁବନେଶ୍ୱର : ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶା ହାଇକୋର୍ଟରେ ଢେର ଅଧିକ ମାମଲା ଫଏସଲା ହୋଇଥିଲେ ମଧ୍ୟ ଖାଲି ପଡିଥିବା ବିଚାରପତି ପଦବୀ ପୂରଣ ନହେବା ଏବଂ ମାମଲା ସଂଖ୍ୟାକୁ ଆଖିଆଗରେ ରଖି ଅଧିକ ସଂଖ୍ୟାରେ ନୂଆ ବିଚାରପତି ପଦବୀ ସୃଷ୍ଟି କରାନଯିବା ଫଳରେ ବହୁ ପୁରୁଣା ମାମଲା ବର୍ଷ ବର୍ଷ...
ଭୁବନେଶ୍ୱର : ଓଡିଶାରେ ପୁଞ୍ଜି ନିବେଶ ଲାଗି ବିଦେଶୀ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ରାଜ୍ୟରେ ଥିବା ବିଦେଶୀ ଭାଷା ଶିକ୍ଷା ବ୍ୟବସ୍ଥା ବନ୍ଦହୋଇ ଯାଇଛି । ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)ରେ ଥିବା ଏହି ଭାଷା ଶିକ୍ଷା କେନ୍ଦ୍ରଟି ପ୍ରାୟ ଚାରି ବର୍ଷ ତଳୁ ବନ୍ଦ ହୋଇଯାଇଥିବା ଜଣାଯାଇଛି ।
ଓଡିଶାର ଛାତ୍ରଛାତ୍ରୀ...
ଭୁବନେଶ୍ୱର : ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇ ପଡିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ସଜାଡିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଓଡିଶା ଗସ୍ତରେ ଆସିଛନ୍ତି । ସେ କେବଳ ଓଡିଶା ଆସିନାହାନ୍ତି ସାରା ଦେଶ ଗସ୍ତ କରି ଏଭଳି ସଭା ସମିତି କରୁଥିବା କହିଛନ୍ତି ବିଜେଡିର...
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ଶ୍ରୀ ନଡ୍ଡା ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା...
New Delhi: As part of India's G20 presidency, the Minister for Electronics & Information Technology, Communications and Railways, Ashwini Vaishnaw has launched the "Stay Safe Online" campaign and the “G20 Digital Innovation Alliance” (G20-DIA), here today.
The event was graced...
Bhubaneswar: Raising several issues including key missing of Ratna Bhandar, non-implementation of Ayushman Bharat scheme and delay in set up of Odia University, BJP National President JP Nadda strongly criticised Naveen Patnaik-led BJD Government during his public meetings in...
ଭୁବନେଶ୍ୱର : ରାଜ୍ୟରେ କୋଭିଡ଼୍ ସ୍ଥିତି ସଂପର୍କରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ କହିଲେ ଯେ, ବର୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ଼୍ର ବିଶେଷ କିଛି ପ୍ରଭାବ ନାହିଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ...
ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରି ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ କୃଷି...
Bhubaneswar: As per announcement made at the all-party meeting, several Ministers have been deputed to various states and UTs to invite the Chief Ministers for FIH Hockey Men’s Hockey World Cup, which will be organised in Bhubaneswar and Rourkela...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ତଥା ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ଆଇଆଇଟି ଯୋଧପୁର ଠାରେ ନିକଟରେ ଚତୁର୍ଥ ଇଣ୍ଡିଆନ୍ କନ୍କ୍ଲେଭ୍ ଆଣ୍ଡ ଇଂଟରନ୍ୟାସ୍ନାଲ୍ ୟୁନିୟନ୍ ଅଫ୍ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି- ଇନ୍ଟରନ୍ୟାସ୍ନାଲ କନ୍ଫରେନ୍ସ ଇନ୍ ଏସିଆ କାର୍ଯ୍ୟକ୍ରମରେ ମ୍ୟାଟେରିଆଲ୍ସ...










