ଭୁବନେଶ୍ୱର : ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଆଖିବୁଜା ଅନୁମତି ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏକ ମହଲା ଓ ଦୁଇ ମହଲା ଘର କରିଥିବା ଲୋକେ ଅଣନିଶ୍ୱାସି ହୋଇ ପଡିଲେଣି । ସେମାନଙ୍କ ଘରକୁ ସୂର୍ଯ୍ୟକିରଣ ତ ଦୂରରକଥା ପବନ ଟିକେ ବି ଆସିପାରୁ ନାହିଁ । ସହରର ବିଭିନ୍ନ...
ଭୁବନେଶ୍ୱର : ମାମଲା ସଂଖ୍ୟା ହ୍ରାସ ସହ ସୀମିତ ସମୟ ମଧ୍ୟରେ ପୁରୁଣା ମାମଲାଗୁଡିକର ତ୍ୱରିତ ଫଏସଲା ଲାଗି ରାଜ୍ୟ ସରକାରଙ୍କ ମାମଲା ନୀତିରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ସଫଳ ହେଉନାହିଁ । ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲୁଥିବା ବେଳେ ଅପରାଧିକ ମାମଲାର ଦଣ୍ଡବିଧାନ ହାର ରାଜ୍ୟରେ ନଗଣ୍ୟ ରହୁଥିବା...
Puri: Archeological Survey of India (ASI) on 17 May revealed that a lion sculpture traced during excavation for the Heritage Corridor Project in Puri, could dates back to Ganga Dynasty. ASI’s Bhubaneswar Circle Superintending Archaeologist Arun Kumar Mallick, who along...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ  ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରଣ-କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏକ ଉଚ୍ଚସ୍ତରୀୟ  ସମୀକ୍ଷା  ବୈଠକରୁ ଏହା ଜଣାପଡିଛି ।  ରାଜ୍ୟ ଲୋକସେବା  ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି  ବୈଠକରେ  ବିଦ୍ୟାଳୟ ଓ...
ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ...
କଟକ: ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନ ପିନ୍ଧି ମୋଟର ଚାଳିତ ଦୁଇ ଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଥିବା ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଅଭିଯାନରେ ଗତ ଦୁଇ ଦିନରେ ମୋଟ 3333 ଟି ଚାଲାଣ ଜାରି କରାଯାଇଛି | ରାଜ୍ୟ ପରିବହନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା NH / SH ରେ ହେଲମେଟ...
Bhubaneswar:Helmet-less driving is a major cause of accidents and grievous injury across Odisha. To curb it, the State Government has launched a state-wide special drive against riding two-wheelers without wearing helmets on national and state highways. The State Transport Authorities...
Bhubaneswar: As many as 82 out of 726 analyzed Zilla Parishad (ZP) members, who have elected during the recently concluded Panchayat Elections, have declared criminal cases against themselves. The Odisha Election Watch and Association for Democratic Reforms (ADR), who analysed...
Bhubaneswar: BJD Supremo and Chief Minister Naveen Patnaik likely to campaign for party candidate Alaka Mohanty during ensuing by-election to Brajrajnagar Assembly constituency in Jharsuguda district. The Governing Biju Janata Dal (BJD) on Tuesday announced its list of 40 star...
ଭୁବନେଶ୍ୱର : ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତାଟିଏ ପାଇବା ଲାଗି ବିଧବାମାନଙ୍କୁ ସରକାରଙ୍କଠାରୁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଆଣି ଦାଖଲ କରିବା ଆବଶ୍ୟକ ନାହିଁ । ସ୍ୱାମୀଙ୍କ ମୃତ୍ୟୁ ହୋଇଛି ବୋଲି ସେ ନିଜେ ଏକ ଘୋଷଣାପତ୍ର ଦେବେ ଓ ଏହାକୁ ସ୍ଥାନୀୟ ବ୍ଲକ୍‍, ପଞ୍ଚାୟତ କିମ୍ବା ପୌରସଂସ୍ଥା ଅଧିକାରୀ ତଦାରଖ କରି ସମ୍ମତି...