New Delhi:The Prime Minister, Shri Narendra Modi has congratulated Shri Jagdeep Dhankar on being elected as Vice President of India. In a series of tweets, the Prime Minister said; "Congratulations to Shri Jagdeep Dhankhar Ji on being elected India’s Vice President...
Bhubaneswar: Additional Chief Secretary, Revenue and Disaster Management, Satyabrata Sahu on Saturday asked concerned officials to expedite the land acquisition process for early grounding of big railway projects in the State. Mr.Sahu reviewed the land acquisition status for Khurda-Bolangir new...
ଭୁବନେଶ୍ୱର : ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକ ଘର ଖୋଲା ରହିବ । ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ ଘର...
ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ।  ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ...
ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଗୁଣାତ୍ମକ ପାନୀୟଜଳ ଯୋଗାଣ ପାଇଁ ୱାଟକୋ ପକ୍ଷରୁ ରାଜଧାନୀରେ ୧୨୧ ଜଣ ଜଳସାଥୀ ନିଯୁକ୍ତ ହୋଇଛନ୍ତି । ଏମାନେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା କରିବା ସହିତ ଜଳକର ଆଦାୟ କରୁଥିବା ନେଇ ୱାଟ୍‍କୋ ପକ୍ଷରୁ ସୂଚନା ଦିଆଯାଇଛି । ଜଳଯୋଗାଣ କ୍ଷେତ୍ରରେ ଉପୁଜୁଥିବା ଅଭିଯୋଗଗୁଡିକର ସମାଧାନ ନେଇ...
ଭୁବନେଶ୍ୱର : ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି । ଏଭଳି ସମ୍ବେଦନଶୀଳ ମାମଲାର ବିଚାରପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ସତ୍ୱେ ବର୍ଷକରେ ମୋଟ୍‍ ମାମଲାର ୪ ପ୍ରତିଶତ ବି ଫଏସଲା ହୋଇପାରୁ ନାହିଁ ଏବଂ ଯେତିକି ଟି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ...
ଭୁବନେଶ୍ଵର : ରାଜ୍ୟର ସମସ୍ତ ପୌର ସଂସ୍ଥାରେ ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପକାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ହୋଇଥିବାରୁ ନିଜର ପୂର୍ଣ୍ଣ ଦକ୍ଷତା ଓ ପାରଦର୍ଶିତା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ଦାୟିତ୍ଵ ତୁଲାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଗୃହ ନିର୍ମାଣ ଓ ନଗର...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରେ ଖାଲିଥିବା ପଦବୀ ପୁରଣ ପାଇଁ  ନିଯୁକ୍ତି ପ୍ରକ୍ରିୟା  ତ୍ୱରାନ୍ୱିତ  କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ  ଏକ ଉଚ୍ଚସ୍ତରୀୟ  ସମୀକ୍ଷା ବୈଠକରେ  ଅଧ୍ୟକ୍ଷତା କରି  ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ଅନୁଷ୍ଠିତ ଏହି  ବୈଠକରେ ...
ନୂଆଦିଲ୍ଲୀ : ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍‍କୁ କଡାକଡି କରିବାପାଇଁ ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ) କୋଟପାରେ ସଂଶୋଧନ ପାଇଁ ବିଲ୍‍ ଆଗତ କରିଛନ୍ତି । ଘରୋଇ ବିଲ୍‍ଟି ଆଲୋଚନା ପାଇଁ ବହୁମତରେ ଗ୍ରହଣ କରାଯାଇଛି । କୋଟପା ଆଇନ୍‍ରେ ସଂଶୋଧନ ଲାଗି ଦୁଇ...
ଭୁବନେଶ୍ୱର : ମାଓବାଦୀମାନେ ପାଳନ କରିଥିବା ଶହୀଦ ସପ୍ତାହ ପ୍ରଥମ ଥର ପାଇଁ ବିନା ହିଂସାକାଣ୍ଡର ସହ ସମାପ୍ତ ହୋଇଛି । ପୂର୍ବ ବର୍ଷ ପରି ଚଳିତବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ସିପିଆଇ (ମାଓବାଦୀ) ପକ୍ଷରୁ ଦେଶରେ ଶହୀଦ ସପ୍ତାହ ପାଳନ ହୋଇଥିଲା । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏଥର...