Bhubaneswar: Supplementary Budget for the remaining month of the current financial year 2022-23 will be presented before the State Legislative Assembly on November 24. As per a notification issued by the Assembly Secretariat, the Winter Session of the Assembly will...
ଭୁବନେଶ୍ୱର : ୟୁ .ଏନ୍ ହାବିଟାଟ୍ ‘ୟଙ୍ଗ୍ ଗେମ୍ ଚେଂଜର୍ ଇନିସିଏଟିଭ୍’ ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଶ୍ଵର ବିଭିନ୍ନ ନାଗରୀର ଆବେଦନ ମଧ୍ୟରୁ ଚୟନ କରାଯାଇଥିବା  ୩ଟି ସହର  ମଧ୍ୟରେ ଭାରତର ଜଟଣୀ ପୌରପାଳିକା ସ୍ଥାନୀତ ହୋଇଛି । ଏଥିରେ କଲମ୍ବିଆର ଆର୍ମେନିଆ ଓ ସେନେଗାଲ୍ ର ବାର୍ଗ୍ନି ସହର ମଧ୍ୟ ସ୍ଥାନ ପାଇଛନ୍ତି । ମିଳିତ...
Bhubaneswar: An average 66.63 percent polling was registered for the by-election to Dhamnagar (SC) Assembly constituency in Bhadrak district, office of Chief Electoral Officer (CEO) said. The voting started at 7 AM under tight security at 252 polling booths and...
ଭୁବନେଶ୍ୱର : ଓଡିଆ ଭାଷାରେ ଓଏଏସ୍‍ ପଦବୀ ପାଇଁ ପରୀକ୍ଷା କରାଇବାକୁ ରାଜ୍ୟ ସରକାର ସ୍ଥିର କରିଥିବାବେଳେ ଅଧ୍ୟାପକମାନେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷାରେ ପଢାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଅଧିକାଂଶ ସ୍ଥାନରେ ପିଲାଙ୍କୁ ଓଡିଆ ଭାଷା ପରିବର୍ତ୍ତେ ଇଂରାଜୀରେ ପଢିବା ଏବଂ ପରୀକ୍ଷା ଦେବାକୁ ପ୍ରବର୍ତ୍ତାଉଥିବା ଲକ୍ଷ୍ୟ କରାଯାଉଛି । ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ...
ଭୁବନେଶ୍ୱର : ରାଜଧାନୀର ଉପକଣ୍ଠରେ ପ୍ରବାହିତ ଗଙ୍ଗୁଆ ଓ ଦୟାନଦୀର ଜଳ ଭୟଙ୍କର ଭାବେ ପ୍ରଦୂଷିତ ହୋଇଥିବାରୁ ତାହାକୁ ପ୍ରଦୂଷଣମୁକ୍ତ କରିବାଲାଗି ବାରମ୍ବାର ଘୋଷଣା କରାଯାଉଥିଲେ ମଧ୍ୟ ଏଯାବତ୍‍ ଏ ଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ ଏହି ଦୁଇ ନଦୀର ପ୍ରଦୂଷିତ ଜଳ ଏକ...
ଭୁବନେଶ୍ୱର : ଆମେ ସମସ୍ତେ ଆମର ଓଡିଆ ଭ।ଷ। ,ସ।ହିତ୍ୟ ଓ ସଂସ୍କୃତିକୁ ଭଲ ପ।ଇବ। ଆବଶ୍ୟକ । ଓଡିଶ।ର ଉନ୍ନତି ପ।ଇଁ ନିଷ୍ଠ।ର ସହିତ କ।ର୍ଯ୍ୟ କରିବ। ସହ ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆ ଭ।ଷ।ରେ କର।ଯିବ। ପ।ଇଁ ସର୍ବ।ଧିକ ଗୁରୁତ୍ୱ ଦିଆଯିବ।କୁ ବିଭ।ଗରେ ନୂତନ ଭ।ବେ ଯେ।ଗଦ।ନ କରିଥିବ। ଓଡିଆ ଭ।ଷ।,...
ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ୨ ନଭେମ୍ବର, ୨୦୨୨ରେ ଉପକୂଳସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ମତାମତ  ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ...
Bhubaneswar: Additional Chief Secretary (ACS) to Government of Odisha, Satyabrata Sahu on 1 November took charge of Odia Language, Literature and Culture Department. Heads of various sections of the Department including Director of Culture Ranjan Kumar Das welcomed ACS Mr....
Bhubaneswar: Chief Electoral Officer (CEO), Odisha, Sushil Kumar Lohani has made elaborate arrangements for the by-Poll to Dhamnagar Assembly Constituency. Polling parties, EVMs, election materials, security arrangements – all are in place. CEO, Mr.Lohani said that Polling parties have reached...