ଭୁବନେଶ୍ୱର : ରାଜ୍ୟ ସରକାର ଦେଉଥିବା ଇ-ଯାନ ପ୍ରୋତ୍ସାହନ ସବସିଡି ସମସ୍ତଙ୍କୁ ମିଳିନାହିଁ । ଏଥିପାଇଁ ୫୪୬୬ ଜଣ ଆବେଦନ କରିଥିବାବେଳେ ପାଇଛନ୍ତି ୪୪୮୮ ଜଣ । ଏ ବାବଦରେ ପ୍ରାୟ ୩ କୋଟି ଟଙ୍କା ଦିଆଯାଇଛି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ...
ଭୁବନେଶ୍ୱର : ୨୦୨୧ରେ ମଦ ପିଇ ଧରାପଡିଥିବା ଗାଡି ଚାଳକଙ୍କ ସଂଖ୍ୟା ପାଖାପାଖି ୪ ହଜାର ରହିଛି । ୨୦୨୦ ତୁଳନାରେ ଏହା ପ୍ରାୟ ୪ ଗୁଣ ଅଧିକ ।
ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ...
ନୂଆଦିଲ୍ଲୀ : ୧୭ ବର୍ଷର ଯୁବପୀଢି ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଓ ସେମାନଙ୍କୁ ୧୮ ବର୍ଷ ହେବା ପରର ଜାନୁୟାରୀ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଶ୍ରୀ ଅନୁପ...
ଭୁବନେଶ୍ୱର : ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ଅବସରରେ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଉପାଧ୍ୟକ୍ଷଙ୍କ ସହିତ...
ଭୁବନେଶ୍ୱର : ଇପିକଲ ଏବଂ ଫିକି ମଧ୍ୟରେ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସହଯୋଗ ପ୍ରଦାନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗ ପ୍ରମୁଖ...
ଭୁବନେଶ୍ୱର : ଚାଷୀକୂଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ୨୦୨୧ ମସିହା (ଖରିଫ) ପ୍ରଧାନମନ୍ତ୍ରୀ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ବିଜେପି ବିଧାୟକମାନେ ଅତିରିକ୍ତ ରାଜ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନରଙ୍କ ନିକଟରେ ଦାବୀ କରିଛନ୍ତି ।
ବିଧାୟକମାନେ କହିଛନ୍ତି ଯେ ବର୍ଷା ଋତୁ ଆରମ୍ଭ ସହିତ...
ଭୁବନେଶ୍ୱର :ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଆଜି ଆୟୋଜିତ ହୋଇଯାଇଅଛି l ବରିଷ୍ଠ ଉପ -ମହାଲେଖାକାର ରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା...
New Delhi: As many as 59 IPS posts of promotion quota are vacant in Odisha due to non-availability of eligible officers at Deputy Superintendent of Police (DSP) level.
This was stated by Union Minister of State (MOS) Home Affairs, Nityanand...
ଭୁବନେଶ୍ୱର : ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ୫୯ଟି ଆଇପିଏସ୍ ପଦବୀ ଖାଲି ପଡିଛି । ଡିଏସ୍ପି ସ୍ତରରେ ଉପଯୁକ୍ତ ଅଧିକାରୀ ନମିଳିବାରୁ ଏଭଳି ସ୍ଥିତି ଉପୁଜିଛି । ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।
୨୦୦୦...
ଭୁବନେଶ୍ୱର : ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ପାଇଁ ଗତ ୩ ବର୍ଷରେ ୨୫୯ କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇଥିବାବେଳେ ଏଥିରୁ ଔଷଧ କିଣିବାପାଇଁ ୧୬୨ କୋଟି ଟଙ୍କା ଥିଲା । ତେବେ ଏହି ସମୟ ମଧ୍ୟରେ ବରାଦ ଅର୍ଥ ମଧ୍ୟରୁ ୯୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ ।
ବିଜେପି...









