ଭୁବନେଶ୍ୱର : ପୁଲିସ ଗୁଳିରେ ମନ୍ତ୍ରୀ ନବକିଶୋର ଦାସ ନିହତ ହେବାପରେ ତାଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଲାଗି ଉପନିର୍ବାଚନ ଏକ ପ୍ରକାର ନିଶ୍ଚିତ ହୋଇଛି । ନବ ଦାସଙ୍କ ଦଶାହ ଯାଇ ନଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ଉପନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବାସ୍ଥଳେ ସମସ୍ତଙ୍କ ନଜର ରହିଛି...
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ୍ତ୍ୱ ପ୍ରଦାନ କରାଯାଇଛି ।
ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି । ଏହାଛଡା କୃଷି ଉପରେ ନିର୍ଭର...
Bhubaneswar: Siksha ‘O’ Anusandhan (SOA) Deemed to be University has signed an MoU with L&T EduTech, a business vertical of Larsen and Toubro Limited (L&T), in which the latter would extend professional training, internship and placement to SOA’s core...
Bhubaneswar: Taking serious note of the rise in financial and sexual cyber-crimes against women and children, the State Government has decided to intensify efforts to prevent this social menace.
Deliberating at a meeting held today in the Lok Seba Bhawan, Chief...
ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୩, ୧୪ ଓ ୧୫ ତାରିଖରେ ଓ.ଏଚ୍.ପି.ସି., ଓ.ପି.ଜି.ସି., ଓ.ପି.ଟି.ସି.ଏଲ୍. ଓ ଗ୍ରୀଡ୍କୋର ବାର୍ଷିକ ରାଜସ୍ୱ ଆବଶ୍ୟକତାକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ପକ୍ଷରୁ ଜନଶୁଣାଣି ହେବାକୁ ଯାଉଛି । ଏହି ଜନଶୁଣାଣୀ ଆଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ...
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ ।
ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ...
ଭୁବନେଶ୍ୱର : ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ନିର୍ଦ୍ଦେଶ ଏବଂ କୁଳପତିଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍ସିସିକୁ ସ୍ନାତକ (ୟୁଜି) ସ୍ତରରେ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ୟୁଜିସିର ମଡେଲ ସିଲାବସ୍ ଆଧାରରେ ୟୁଜିସ୍ତରରେ ଏନ୍ସିସିକୁ ଜେନେରାଲ ଇଲେକଫିଭ୍ ବିଷୟବସ୍ତୁ ଭାବେ ପଢ଼ାଯିବ ।...
Bhubaneswar: After receiving strong criticism from opposition and supporters of deceased Health Minister Naba Das, the State Government on Tuesday came to action and transferred Jharsuguda SP and SDPO to headquarters.
According to official sources, Jharsuguda SP Rahul Jain and...
ଭୁବନେଶ୍ୱର : ଅବକାରୀ ଆଇନ୍ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳାକୁ ଆଜି ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଉଦାଘଟନ କରିଛନ୍ତି । ଏହି କର୍ମଶାଳାରେ ସମଗ୍ର ଓଡିଶାରୁ ଅବକାରୀ କର୍ମଚାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
କର୍ମଶାଳାରେ ଶ୍ରୀ...
ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ...









