ଭୁବନେଶ୍ୱର : 'ସ୍କିଲ୍ଡ-ଇନ୍-ଓଡ଼ିଶା’ ବ୍ରାଣ୍ଡ ସାରା ବିଶ୍ୱକୁ ଆଲୋକିତ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍-୨୦୨୩’ ଉଦ୍ଘାଟନ କରି ଦେଶରେ ନୂତନ ଯୁଗର ବୈଷୟିକ ଦକ୍ଷତା ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି...
ବାରିପଦା : ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୟୁରଭଞ୍ଜ ଗସ୍ତରେ ଆସି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଭିତ୍ତିଭୂମି କାର୍ଯ୍ୟ ର ଅଗ୍ରଗତି ସମ୍ଭନ୍ଧ ରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ସମୀକ୍ଷା କରିଥିଲେ ।...
Bhubaneswar: In view of prevailing extreme heatwave condition across the State, Chief Minister Naveen Patnaik on Thursday declared summer vacation of all Schools upto Class-XII from April 21.
The Chief Minister has ordered summer vacation of both government and private...
ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟଗୁଡିକ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ତଦନୁଯାୟୀ ୨୧ତାରିଖରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ବନ୍ଦ ରହିବ ।
ଉଲ୍ଲେଖନୀୟ ଯେ ପ୍ରତିବର୍ଷ ମଇ ପ୍ରଥମ ସପ୍ତାହରୁ ରାଜ୍ୟରେ ଖରଛୁଟି...
ଭୁବନେଶ୍ୱର : ସମଗ୍ର ଦେଶରୁ ଶାଗୁଣା ବଂଶ ଲୋକ ପାଉଥିବାବେଳେ ଏମାନଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଦେଶରେ ୮ଟି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ଜଣାଯାଇଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୧୯୯୦ ମସିହାରୁ ଦେଶରେ ଶାଗୁଣା ବଂଶ...
ଭୁବନେଶ୍ୱର : କୃଷି ଉତ୍ପାଦନ ବୃଦ୍ଧି ପାଇଁ ଓଡିଶାରେ ରସାୟନିକ ସାର ପ୍ରୟୋଗ ବୃଦ୍ଧି ପାଇଥିଲେ ମଧ୍ୟ ଜାତୀୟ ହାର ଠାରୁ ଏ କ୍ଷେତ୍ରରେ ଆମ ରାଜ୍ୟ ଢେର ପଛରେ ରହିଛି । ସର୍ବଭାରତୀୟ ସ୍ତରରେ ହେକ୍ଟର ପିଛା ରସାୟନିକ ସାର ପ୍ରୟୋଗ ହାରାହାରି ପ୍ରାୟ ୧୩୫ କିଲୋ ରହୁଥିବାବେଳେ ଓଡିଶାରେ ଏହା ପାଖାପାଖି...
Baripada: Additional Chief Secretary (ACS) Revenue & Disaster Management and Forest, Environment & Climate Change, Satyabrata Sahu made a visit to Mayurbhanj district on Wednesday. He harped on timely completion of projects under 5T Charter.
He held a review meeting...
Bhubaneswar: Extreme heatwave conditions continued to grip across the state Wednesday with mercury breaching the 40 degrees Celsius mark at 30 places of Odisha.
According to India Meteorological Department (IMD), Baripada recorded a maximum temperature of 44.5 degrees Celsius and...
ନୂଆଦିଲ୍ଲୀ : ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟୀକାକରଣ ଅଭିଯାନର ସ୍ଥିତି ଏବଂ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି।
ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ...










