କଟକ : ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀମାନଙ୍କ ପରିବାରରୁ ଜଣେ କାହାକୁ ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଅଣାଯିବା ପରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରୁ ଦୟା ଓ ଅନୁକମ୍ପା ଶବ୍ଦ ଲୋପ ପାଇଯାଉଛି ବୋଲି ଏଭଳି ନିଯୁକ୍ତିରୁ ବଞ୍ôଚତ ବିପନ୍ନ ପରିବାରର ଲୋକେ ଖୋଲା...
ଭୁବନେଶ୍ୱର : ମହିଳାମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ସ୍ଥାନ ସଂରକ୍ଷଣ ଲାଗି ପୁର୍ନବାର ଆଗତ କରାଯାଇଥିବା ବିଲ୍ ଯଦି ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ ହୁଏ ତେବେ ଆସନ୍ତା ନିର୍ବାଚନରେ ବିଭିନ୍ନ ଦଳର ବହୁ ନେତାଙ୍କ ଟିକଟ କଟିବ । ଏଥିଘେନି ଅନେକ ନେତା ଏବେ ଆତଙ୍କିତ ଅବସ୍ଥାରେ ଥିବାବେଳେ...
ନୂଆଦିଲ୍ଲୀ : ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ ରୁ ଅଧିକ ସହରର ଅଂଶଗ୍ରହଣ ସହିତ ସ୍ବଚ୍ଛ ଭାରତ ମିଶନ ସହରୀକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ୱଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ ଯୁବକମାନଙ୍କ ନେତୃତ୍ବ ଥିବା ଏକ ଅଭିନବ...
Bhubaneswar: With an aim to provide emergency medical care to road accident victims, the State Government has notified 89 Government-run healthcare institutions as Trauma Care Facilities (TCFs) across the State.
Secretary Health & Family Welfare, Shalini Pandit was pursuing the matter...
Bhubaneswar: After holding discussion with the State Government, the primary school teachers have announced to call off their protest, which was started on September 8.
“The state government has sought time to consider our demands. Expressing our confidence in the...
ଭୁବନେଶ୍ୱର : ବିଶ୍ୱର ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱରରେ ଜନ୍ମିତ ଜଣେ ଓଡ଼ିଆ ଯୁବ ବୈଜ୍ଞାନିକ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଏହି ଯୁବ ବୈଜ୍ଞାନିକ ଡ. ସ୍ୱୟମ ପ୍ରକାଶଙ୍କ ନାମ ସାଇଣ୍ଟିଫିକ୍ ଇଣ୍ଡେକ୍ସ-୨୦୨୩ରେ ସ୍ଥାନ ପାଇଛି । ଏଥିରେ ସେ ୨୦୨୨ ବର୍ଷ ଭଳି ପୁଣିଥରେ ୨ ପ୍ରତିଶତ...
ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଗୁରୁତର ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୮୯ଟି ସରକାରୀ ଡାକ୍ତରଖାନାକୁ ଟ୍ରାଉମା କେୟାର ଫାସିଲିଟି (ଟିସିଏଫ୍) ଭାବେ ସୂଚାଇଛନ୍ତି । ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି ।
ଏହି ବିଜ୍ଞପ୍ତି...
ଭୁବନେଶ୍ୱର : ରାଜ୍ୟର କୃଷି ଓ କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଐତିହାସିକ କାଳିଆ ଯୋଜନା ଅତ୍ୟନ୍ତ ଲୋକପି୍ରୟ ଓ ଫଳପ୍ରଦ ସାବ୍ୟସ୍ତ ହୋଇଥିବାବେଳେ ଏହାକୁ ଅଧିକ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।
କାଳିଆ ଯୋଜନାରେ ପ୍ରତି ଫସଲ ଋତୁ...
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀ ଠାରେ ଭାରତର ଜି - ୨୦ ଅଧ୍ୟକ୍ଷତା ଉପରେ ଏକ ଇ - ପୁସ୍ତକ 'ପିପୁଲ୍ସ ଜି - ୨୦' କୁ ଉନ୍ମୋଚନ କରିଛନ୍ତି । ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ମନୀଷ ଦେଶାଇ ଏବଂ ସୂଚନା...
ଭୁବନେଶ୍ୱର : ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଅଂଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଘୂର୍ଣ୍ଣିବଳୟ...










