ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଓଡିଶାରେ ବିଜେପିର ରାଜ୍ୟସଭା ସଦସ୍ୟ ସଂଖ୍ୟା ୧ ରୁ ବଢି ୫ରେ ପହଞ୍ଚିଲାଣି । ଖୁବ୍‍ଶୀଘ୍ର ଏହି ସଂଖ୍ୟା ୭କୁ ଟପିବ ବୋଲି ଦଳୀୟ ନେତାମାନେ ଦୃଢତାର ସହ କହୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ବେଳକୁ ଓଡିଶାରେ କେବଳ ବିଜେପିର ଜଣେ ମାତ୍ର ରାଜ୍ୟସଭା ସଦସ୍ୟ ଥିଲେ...
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଟଙ୍କାକୁ କିଭଳି ଖର୍ଚ୍ଚ କରୁଛନ୍ତି ତାହାର ଖୋଳତାଡ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା କରାଯିବ । ଏକ କୋଟିରୁ ଅଧିକ ମହିଳାଙ୍କର ମତାମତ ସଂଗ୍ରହ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ...
Bhubaneswar : In a significant step towards fostering transparency and taxpayer awareness, the Office of the Principal Chief Commissioner of Income Tax, Odisha Region, Bhubaneswar, organized the Mega Outreach Programme “Prarambh-2026”. The programme was convened to promote informed discourse...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଉଷୁନା ଚାଉଳର ମିଲିଂ ଦର...
ଭୁବନେଶ୍ୱର : ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା 'ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ' (ଏସଆଇଆର) ସଫଳତାର ସହ ସାତ ଦିନରେ ପହଞ୍ଚିଛି। ଗତ ଛଅ ଦିନର ବ୍ୟାପକ ସଫଳତା ପରେ ଆଜି ମଧ୍ୟ ରାଜ୍ୟର କୋଣ-ଅନୁକୋଣରେ...
New Delhi: India’s economy expanded by 7.7 percent in real terms during the financial year 2025-26, according to provisional estimates released by the Ministry of Statistics and Programme Implementation on Friday. The data also revealed that economic growth accelerated...
Bhubaneswar: The State-Level Mango Festival was held on June 5, 2026, at the Central Horticultural Experiment Station (CHES) in Bhubaneswar. Jointly organized by ICAR-IIHR, Bengaluru, and Odisha's Directorate of Horticulture, the event celebrated the state's rich mango heritage, biodiversity...
New Delhi: The Ministry of Panchayati Raj achieved a historic milestone as its pioneering data framework, the Panchayat Advancement Index, was selected for the prestigious Gold Award in the National Awards for e-Governance 2026. The framework topped Category VII,...
ଭୁବନେଶ୍ୱର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ୍ ଦ୍ୱାରା ପ୍ରୋତ୍ସାହିତ ଇକୋସେଭର୍ସ:ୟୁଥ ନେଟୱର୍କ ପକ୍ଷରୁ ଖୋର୍ଦ୍ଧା, ବାଲେଶ୍ୱର, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଇକୋସେଭର୍ସ: ୟୁଥ୍ ନେଟୱାର୍କ୨୦୧୨ ମସିହାରେ ଗଠିତ ହେବା ପରଠାରୁ ତୃଣମୂଳ ସ୍ତରରେ ପରିବେଶ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ, ଏକ ସ୍ୱଚ୍ଛ...
ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସହରର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଗୋଟିଏ ସିଆରପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ଏକ ବ୍ୟାପକ ପୁନଃବିକାଶ କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏବଂ ବିଡିଏ ଅଧ୍ୟକ୍ଷ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସ୍ଥାନ ପରିଦର୍ଶନ ଏବଂ...