ଇ – ସମିଟ ୨୦୨୪ ଉଦ୍ଘାଟିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଶନିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ । ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ - ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆଗ୍ରହୀ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ୍ ଡକ୍ଟର ଓଙ୍କାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...
Raghu Mohanty Left BJP
Bhubaneswar: Amid Governing BJD searching for a suitable candidate for Balasore MP seat, senior BJP leader and former Minister Raghunath Mohanty today resigned from the party. Shri Mohanty along with his family members has resigned from the primary membership of the BJP. “I do hereby inform you that I and my family members tendered resignation from the primary membership of Bharatiya...
Alert On Heat Wave
Bhubaneswar: With intense heat wave condition prevailing across Odisha with mercury stood up to 43.5 degrees Celsius at Capital City on on 5 April, Special Relief Commissioner & Additional Chief Secretary Revenue & Disaster Management, Sataybrata Sahu took a detailed review of the situation. Accordingly, ACS Shri Sahu directed officials to alert the departments concern to take up precautionary measures. On...
AI Boosts Economy,Productivity
Bhubaneswar: Ashok Kumar Tripathy, President , Odisha State Productivity Council said that Artificial Intelligence(AI) is set to be a defining future disruptive technology. Shri Tripathy was speaking in an AI Workshop organized by Odisha State Productivity Council jointly with National Productivity Council , Bhubaneswar at IIT Bhubaneswar on 6 April. An IAS ® Shri Tripathy said AI is a machine based...
CEO Alerts On Heat Wave
Bargarh: Chief Electoral Officer, Odisha, Nikunja Bihari Dhal has alerted the District Magistrates and DEOs about the Heat Wave conditions likely to prevail during elections. Shri Dhal seems concerned about tough environmental situation while reviewing the election preparedness of Bargarh district on Friday. CEO advised District Magistrates to make all arrangements to meet heat wave conditions during poll period. He also advised...
ପ୍ରଚାରରେ କଟକଣା ଦାବି
ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନବେଳା ନିର୍ବାଚନ ସଭା ସମିତି ଓ ଶୋଭାଯାତ୍ରା ଆଦି କରିବା କଷ୍ଟକର ହୋଇପଡୁଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମଧ୍ୟାହ୍ନରେ ନିର୍ମାଣ କାର୍ଯ୍ୟରେ ନିୟୋଜନ ନ କରିବା ଏବଂ ଶିକ୍ଷାନୁଷ୍ଠାନ ସମେତ ସଂଖ୍ୟାଧିକ ଦପ୍ତର ସକାଳୁଆ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ତତଲା ଝାଞ୍ଜି ପବନ ବହୁଥିବାବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟ ଉପରେ ମଧ୍ୟ କମିଶନ...
ଅଚଳ ପାଠାଗାର
ଭୁବନେଶ୍ୱର : ଓଡିଆ ଭାଷାର ପ୍ରଚାର ପ୍ରସାର ସହିତ ପ୍ରବାସୀ ଓଡିଆଙ୍କ ସହ ସମ୍ପର୍କ ସୁଦୃଢ ପାଇଁ କୋଲକତାରେ ପ୍ରତିଷ୍ଠା ହୋଇଥିବା ପାଠାଗାରଟି ଏବେ ଅଚଳ । ରାଜ୍ୟ ସରକାରଙ୍କ ଏହି ପାଠାଗାରରେ ତାଲା ଝୁଲୁଥିବାରୁ ପ୍ରବାସୀ ଓଡିଆମାନେ ଚାହିଁଲେ ମଧ୍ୟ ଏହାର ସଦୁପଯୋଗ କରିପାରୁ ନାହାନ୍ତି । ତିନି ଦଶନ୍ଧି ପୂର୍ବେ ରାଜ୍ୟ ସରକାର ଓଡିଶାର ବିଭିନ୍ନ ସ୍ଥାନ ସମେତ କୋଲକତା ଓ ନୂଆଦିଲ୍ଲୀ ଠାରେ ସୂଚନାକେନ୍ଦ୍ର- ପାଠାଗାର ନିର୍ମାଣ କରିଥିଲେ । ଏଥିପାଇଁ ବିଭିନ୍ନ ପ୍ରକାର ଓଡିଆ ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ...
ନୂଆ ଜିଲ୍ଲାପାଳ ଓ ଏସପି ନିଯୁକ୍ତି
ଭୁବନେଶ୍ଵର : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଆଜି କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଅରିନ୍ଦମ ଡାକୁଆଙ୍କୁ କଟକର ନୂତନ ଜିଲ୍ଲାପାଳ ଏବଂ ୨୦୧୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନୁପମ ସାହାଙ୍କୁ ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ବିନୀତ ଭରଦ୍ୱାଜ ଏବଂ...
BJD Announces More Candidates
Bhubaneswar: The Governing Biju Janata Dal (BJD) President and Chief Minister Naveen Patnaik today announced names of another nine MLA candidates. So far, the party has announced candidates for 108 MLA and 20 MP seats. The party has re-nominated Sarada Prasad Nayak for Rourkela, Sworup Kumar Das for Balasore and Prasant Behera for Salepur MLA seats. Former MLA Prakash...
ସମ୍ମମ୍ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’
ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅସାଧାରଣ ଅବଦାନ ନିମନ୍ତେ ଡକ୍ଟର ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । “ଆପଣଙ୍କର ଅନନ୍ୟ ପ୍ରଚେଷ୍ଟା ଓ ଅତୁଳନୀୟ ଅବଦାନ କେବଳ ଆମ ରାଜ୍ୟ ପାଇଁ ଗୌରବ ନୁହେଁ ବରଂ ଦେଶ ପ୍ରତି ଅନେକ ବ୍ୟକ୍ତିଙ୍କୁ ଏଭଳି ମହତ...










