ଚର୍ଚ୍ଚାରେ ନାରୀ ନେତ୍ରୀ

ଭୁବନେଶ୍ୱର : ଶ୍ରୀମୟୀ, ସୁରମା, ସୁମିତ୍ରା, ସୀମନ୍ତିନୀ, ସିପ୍ରା, ସୋନାଲି, ସୁନୀତା, ସୁନନ୍ଦାଙ୍କ ଭଳି ନାରୀନେତ୍ରୀମାନଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋର୍‍ଦାର ଚର୍ଚ୍ଚା । ବିଭିନ୍ନ ଦଳରେ ରାଜନୈତିକ କ୍ଷେତ୍ରରେ ସ୍ୱତନ୍ତ୍ର ପିରଚିତି ସୃଷ୍ଟି କରିଥିବା ଏହି ନେତ୍ରୀମାନେ ଏଥର ନିର୍ବାଚନରେ ନିଜ ନିଜ ଦଳରୁ ପ୍ରାର୍ଥୀ ହେବେ କି ନାହିଁ ସେଥିଘେନି ଦଳୀୟ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପ୍ରତୀକ୍ଷାରେ ଅଛନ୍ତି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱରର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବା ସହ...

Wildlife Criminals Arrested

0

Bhubaneswar It seems PCCF Wildlife Susanta Nanda is restless. This is because the Veteran IFS Officer is spending sleepless nights to nab the wildlife criminals. Thanks to the dogged pursuit of Chief Wildlife Warden to ensure safe forest for wildlife animals in Odisha, the State Wildlife Organization officials have busted an inter-state wildlife smuggling racket in Gajapati district and arrested...

Temp Cools Down In Odisha

Bhubaneswar: Thunderstorms along with rainfall has cooled down the boiling environment in the State today with mercury falling down in all districts except Malkangiri where the maximum temperature was 41.1 degrees Celsius. The maximum temperature was above 40 degrees at 21 places yesterday. Industrial township of Angul was the hottest place yesterday at 43.5 degrees Celsius. The maximum temperature would fall...

Lekhasree, Behera Join BJD

0

Bhubaneswar: Governing Biju Janata Dal (BJD), the largest political force in Odisha, today again welcomed two other party leaders just a few days ahead of elections for Lok Sabha and State Assembly. Former Minister and senior Congress leader Ganeswar Behera and BJP State Vice-President Lekhashree Samantsinghar joined the BJD, after resigning from their respective parties. Lekhashree joined the BJD just...

IMI-B Gets New Director

0

Bhubaneswar: The RP-Sanjeev Goenka Group announced the joining of Dr. Pratap Chandra Biswal as Director and Professor at International Management Institute (IMI), Bhubaneswar from April 2024. IMI is the first corporate sponsored business school in India and only internationally accredited institute in Odisha which ranks 67th in the National Institutional Ranking Framework (NIRF) 2023 conducted by the Ministry of HRD,...

ବିଜେପି ଛାଡିଲେ ରଘୁ ମହାନ୍ତି

ଭୁବନେଶ୍ୱର: ବାଲେଶ୍ୱର ସାଂସଦ ଆସନ ପାଇଁ ବିଜେଡି ଉପଯୁକ୍ତ ପ୍ରାର୍ଥୀ ଖୋଜୁଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ମହାନ୍ତି ତାଙ୍କ ପରିବାର ସଦସ୍ୟଙ୍କ ସହ ବିଜେପିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୁଁ ଓ ମୋ ପରିବାର ସଦସ୍ୟମାନେ ତୁରନ୍ତ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ବାଲେଶ୍ୱରରେ ବିଜେପିର ନେତାମାନେ ଏତେ ଦୁର୍ବଳ ହୋଇପଡ଼ିଥିବାରୁ...

ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା

ଭୁବନେଶ୍ୱର: ଏପ୍ରିଲ ୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରି ଉପରେ ରହିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ଥିତି ର ବିସ୍ତୃତ ସମୀକ୍ଷା କରିଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ କରାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆରସିଙ୍କ ପରାମର୍ଶ କ୍ରମେ ଆଜି କ୍ରୀଡ଼ା ବିଭାଗକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବାହ୍ନ...

ପାଖେଇ ଆସୁଛି ପ୍ରାର୍ଥୀପତ୍ର ଦାଖଲ ସମୟ

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ପାଇଁ ହେଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାର ଚାରୋଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଚଳିତମାସ ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ସେହିଦିନ ଠାରୁ ପ୍ରାର୍ôଥପତ୍ର ଦାଖଲ ଆରମ୍ଭ ହେବ । ଏହା ପରେ ପରେ ଆଉ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଚଳିତମାସ ୨୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । କାର୍ଯ୍ୟସୂଚି ମୁତାବକ ରାଜ୍ୟର ପ୍ରଥମ...

ଗାନ୍ଧୀବାଦୀ ସମାଜବାଦ ଥିଲା ବିଜେପିର ମୂଳଲକ୍ଷ୍ୟ

ଭୁବନେଶ୍ୱର : ୪୪ବର୍ଷ ତଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସର୍ବଭାରତୀୟ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି ଗଠନ କରାଯିବାବେଳେ ଏହାର ଅନ୍ୟତମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଥିଲା ଦେଶ ଓ ବିଶ୍ୱରେ ‘ଗାନ୍ଧୀବାଦୀ ସମାଜବାଦ’ର ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରିବା । ଏ ଦିଗରେ ଦଳ କେତେ ସଫଳତା ହାସଲ କରିଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ଆବଶ୍ୟକ ରହିଛି ବୋଲି ବିଜେପି ପ୍ରତିଷ୍ଠା ସମାରୋହରେ ସେତେବେଳେ ଯୋଗ ଦେଇଥିବା ଜଣେ ପୁରାତନ କାର୍ଯ୍ୟକର୍ତ୍ତା କହିଛନ୍ତି । ଭାରତୀୟ ଜନସଂଘ ୧୯୭୭ ମସିହାରେ...

ତଦନ୍ତ ରିପୋର୍ଟ ସାର୍ବଜନୀନ କର

ଭୁବନେଶ୍ୱର : ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ । ଭାଇରାଲ ଅଡ଼ିଓରେ ଯେଉଁ ସ୍ୱରଟି ଶୁଭୁଛି ତାହା ଭୁବନେଶ୍ୱରର ଜଣେ ବିଧାୟକ ବୋଲି ପୁନଃଦାବି କରିବା ସହ ଏହାର ତଦନ୍ତ ସଠିକ୍ ଭାବେ ହେଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଦୋହରାଇଛନ୍ତି । ରୁଚୀକା ମହାନ୍ତିଙ୍କ ବିଦେଶ ପଠାଯାଇଥିବା ମୋବାଇଲଟି କେବେ ଆସିବ...