ମାନଭଞ୍ଜନରେ ବ୍ୟସ୍ତ ଦଳୀୟ ପ୍ରାର୍ଥୀ

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ଆସନ ପାଇଁ ଟିକଟ ହାତେଇଥିବା ନେତାମାନେ ଏବେ ମାନଭଞ୍ଜନରେ ବ୍ୟସ୍ତ । ବିରୋଧି ବିଶେଷକରି ନିଜ ନିଜ ଦଳରେ ଥିବା ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ପାଇଁ ଦିନ ରାତି ଏକକରି ଦେଇଛନ୍ତି । ଏମାନଙ୍କୁ ଶୀଘ୍ର ନମନାଇଲେ ଏହି ଅସନ୍ତୁଷ୍ଟମାନେ ଅନ୍ୟ ଦଳକୁ ଯିବା ସହିତ ବ୍ୟାପକ କ୍ଷତି କରିବାର ଆଶଙ୍କା ଉପୁଜିଛି । ବିଜେଡି ଓ କଂଗ୍ରେସର ଟିକଟ ବଣ୍ଟନ ଏକ ପ୍ରକାର ଚୂଡାନ୍ତ ସ୍ଥିତିରେ ଥିବାବେଳେ ବିଜେପି ଏବେ ବି ଆଉ ୧୬ଟି ବିଧାନସଭା ଆସନ...

Panel To Nab Fake Docs

0

Bhubaneswar: Following the order of Orissa High Court, the State Government has formed District Level Anti-Quackery Cell in every district to crack down fake doctors or allopathic practitioners serving in different parts of the district. This decision was taken at a high -level meeting held recently under the chairmanship of Chief Secretary Pradeep Kumar Jena here. As per the instructions...

ପ୍ରତିଷ୍ଠା ହୋଇପାରୁନି ଶୀତଳଭଣ୍ଡାର

ଭୁବନେଶ୍ୱର : ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେତେ ପ୍ରକାର ରିହାତି ପ୍ରଦାନ କଲେ ମଧ୍ୟ ବଡ ବଡ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବେସରକାରୀ ସ୍ତରରେ ଉଦ୍ୟୋଗୀମାନେ ଆଗେଇ ଆସୁ ନାହାନ୍ତି । ଫଳରେ ଆଳୁ ଭଳି କୃଷିଜାତ ସାମଗ୍ରୀ ପାଇଁ ଆମକୁ ବର୍ଷ ସାରା ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଓଡିଶାର ଖାଉଟିଙ୍କୁ ମନଇଚ୍ଛା ଶୋଷଣ କରିବାରେ ଲାଗିଛନ୍ତି । ସମବାୟ ସ୍ତରରେ ମାତ୍ର ୪ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ବେସରକାରୀ ସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା...

ସମ୍‌ରେ ସଫଳ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟେସନ୍

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲୋଜି ବିଭାଗ ପକ୍ଷରୁ ଆକ୍ୟୁଟ୍ ମାଇଲଏଡ ଲ୍ୟୁକୋମିଆ (ଏଏମ୍‌ଏଲ୍‌) ସମସ୍ୟାରେ ପୀଡ଼ିତା ଜଣେ ୫୧ ବର୍ଷୀୟା ମହିଳାଙ୍କ ଶରୀରରେ ହାପ୍‌ଲୋଆଇଡେନ୍‌ଟିକାଲ୍ ହେମାଟୋପୋଇଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ (ଏଚ୍‌ଏସ୍‌ସିଟି) ସଫଳତାର ସହ କରାଯାଇଛି । ଏହି ହାପ୍‌ଲୋଆଇଡେନ୍‌ଟିକାଲ୍ ପ୍ରତ୍ୟାରୋପଣ ଏକ ପ୍ରକାର ଆଲୋଜେନିକ୍ ପ୍ରତ୍ୟାରୋପଣ ଯେଉଁଥିରେ କି ଅଧା ମେଳ ଖାଉଥିବା ଡୋନର୍‌ର ସୁସ୍ଥ ଓ ରକ୍ତ ପ୍ରସ୍ତୁତକାରୀ କୋଷ ଗୁଡ଼ିକୁ କଢ଼ାଯାଇ ରୋଗୀର...

କାନ୍ସରେ ଏଫଟିଆଇଆଇ ଛାତ୍ରଙ୍କ ଫିଲ୍ମ

0

ନୂଆଦିଲ୍ଲୀ : ଫ୍ରାନ୍ସର ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ‘ଲା ସିନେଫ୍’ ପ୍ରତିଯୋଗିତାମୂଳକ ବିଭାଗରେ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ର ଛାତ୍ର ଚିଦାନନ୍ଦ ନାଏକଙ୍କ ଗୋଟିଏ ଚଳଚ୍ଚିତ୍ର ‘‘ସନ୍‌ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’ ମନୋନୀତ ହୋଇଛି । ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ନୂତନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବିଭାଗଟି ମହୋତ୍ସବର ଏକ ମାନ୍ୟତାପ୍ରାପ୍ତ ବିଭାଗ ହୋଇଥିବା ବେଳେ ଏହା ବିଶ୍ୱବ୍ୟାପୀ...

Time For Change; Yadav

0

Bhubaneswar: Targeting the Governing BJD ahead of twin elections to State Assembly and Lok Sabha, the BJP today released 'chargesheet' against the BJD Government, which has ruled the State for nearly 25 years. The 50-page chargesheet title, ‘Kete Dina Au Sahiba, Parivartan Aniba’ (How long do we tolerate, it’s time to bring a change) was released here in presence of...

Naveen Slams Opposition

0

Berhampur: BJD Supremo and Chief Minister Naveen Patnaik today formally launched campaigning for the ensuing election from his home turf Hinjili in Ganjam district. The Chief Minister put forth his progress card before the people and sought their blessings in this poll. Shri Patnaik slammed the opposition terming them anti-development and pledged to make Odisha the number one State in the...

ବିଏମ୍‍ସି ଜଳଛତ୍ରକୁ ଭରସା ପାଉନି

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଖୋଲିଥିବା ଜଳଛତ୍ର ଉପରେ ଲୋକେ ଭରସା କରିପାରୁ ନାହାନ୍ତି । ଗରମ ଓ ଖରାରେ ଆଉଟୁ ପାଉଟୁ ଲୋକେ ଏହି ଜଳଛତ୍ରରେ ଥିବା ପାତ୍ରରୁ ପାଣି ପିଇବା ବଦଳରେ ବିଭିନ୍ନ ସଂସ୍ଥା ଓ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ବଣ୍ଟାଯାଉଥିବା ଜଳଛତ୍ରରେ ପାଣି ମୁନ୍ଦାଏ ପିଇବାକୁ ଆଗ୍ରହ କରୁଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍‍ସି ପକ୍ଷରୁ ସହର ସାରା ଜଳଛତ୍ର ଖୋଲାଯାଇଛି । ଚାରି ପାଞ୍ଚ ଖଣ୍ଡ ବାଉଁଶ ବାନ୍ଧି ସେଠାରେ ଜଳଛତ୍ର...

ନିର୍ବାଚନୀ ଶୋଭାଯାତ୍ରା ପାଇଁ ଲୋକେ ହନ୍ତସନ୍ତ

0

ଭୁବନେଶ୍ୱର : ବେଆଇନ ରାଜନୈତିକ ଶୋଭାଯାତ୍ରା ଯୋଗୁ ଏବେ ରାଜଧାନୀ ସମେତ ରାଜ୍ୟର ବହୁ ସ୍ଥାନରେ ରାସ୍ତାଘାଟ ଅବରୋଧ ହୋଇଯାଉଥିବାରୁ ସାଧାରଣ ଲୋକଙ୍କ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି ହେଉଛି । ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଏବଂ ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ଏହି ସମସ୍ୟା ଦେଖୁଥିଲେ ମଧ୍ୟ ତାହାର ପ୍ରତିକାର କରୁନଥିବାରୁ ଜନଅସନ୍ତୋଷ ଦେଖା ଦେଉଛି । ସଭା, ସମିତି ଓ ଶୋଭାଯାତ୍ରା ଆଦି ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ । କିନ୍ତୁ ବିନା ଅନୁମତିରେ ରାଜଧାନୀ...

BPNSI Signs Pact With IISSSC

0

In a significant move towards advancing skills and expertise in the Ferrous and Non-Ferrous metals sector, the Biju Patnaik National Steel Institute, and Indian Iron and Steel Sector Skill Council (IISSSC) have formalized and signed a Memorandum of Understanding on 23rd April 2024. While BPNSI is under Ministry of Steel, Government of India, IISSSC is under the Ministry of Skill...