Lord Balabhadra Missed Steps
Puri: In a major mishappening during this Rath Jatra, Lord Balabhadra slipped on the ‘Charamala’ while being taken off his Taladhwaja chariot to the ‘Adapa Mandap’ of Shree Gundicha temple in ‘Goti Pahandi’ on this evening. After completion of rituals on the chariots, the ‘Pahandi’ ritual of Lord Balabhadra began around 9 PM. After Lord Sudarshan, Lord Balabhadra was taken...
ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ପାଉନାହାନ୍ତି ନିଯୁକ୍ତି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଜଣେ ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀ ସାଧାରଣବର୍ଗର ଅନେକଙ୍କ ଅପେକ୍ଷା ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ୫ବର୍ଷ ଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଖୋଦ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାରମ୍ବାର ମତବ୍ୟକ୍ତ କରିଥିଲେ ବି ତାଙ୍କ ସମସ୍ୟାର ସମାଧାନ ନହେବାରୁ ବାଧ୍ୟହୋଇ ସେ ଆଇନ୍ ଅଦାଲତର ଦ୍ୱାରସ୍ଥ...
JSP Chief Meets CM
Bhubaneswar: Jindal Steel & Power (JSP) is working on the expansion of its Angul Steel making facility in Odisha, and next year it will achieve 12 MTPA steelmaking capacity, said JSP Chairman Naveen Jindal here today. Presently, JSP is operating a 6 MTPA steel-making facility at Angul, Odisha. The third-time MP of Lok Sabha and Chairman of Jindal Steel &...
ସହଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ଆହ୍ୱାନ
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମଗ୍ର ଭାରତବର୍ଷରେ ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷର ରୋଡମ୍ୟାପ୍ ଉପରେ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନାର ଏକ ପ୍ରମୁଖ...
Timeline For Ratna Bhandar
Puri: A high-level committee led by Orissa High Court judge Justice Biswanath Rath for inventorisation of jewelleries and other valuables stored in Ratna Bhandar, treasury of Shree Jagannath Temple, Puri, has decided to recommend the State Government to reopen the Bhandar on July 14. “A consensus was reached during the meeting to recommend that the State Government reopen the inner...
ସଫଳ ଗୁଣ୍ଡିଚା ଯାତ୍ରା ପାଇଁ କୃତଜ୍ଞତା
ଭୁବନେଶ୍ୱର : ପୁରୀଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ଏଥି ସମ୍ପର୍କିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଏଥି ପାଇଁ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ ସେବାୟତ, ସେବାୟତ ନିଯୋଗର ପ୍ରତିନିଧିଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ, ରାଜ୍ୟ ଆରକ୍ଷୀ ବାହିନୀ, ସେ୍ୱଚ୍ଛାସେବୀ ସଂଗଠନ, ସଫେଇ କର୍ମଚାରୀ, ଡାକ୍ତର ଓ...
Plea For Tech Use
Bhubaneswar: President Droupadi Murmu today said along with the boon of science, there is always the danger of its curse. Today, very rapid changes are taking place in the field of science and technology. New technological developments are providing capabilities to human society, but at the same time, they are also creating new challenges for humanity, the President said while gracing the...
ଶିକ୍ଷା ଜଗତରେ ନାଇଜରର ସ୍ଥାନ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ ଆଗକୁ ବଢ଼ୁଥିବାରୁ ସେ ଖୁସି...
ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ସେ ବ୍ରହ୍ମକୁମାରୀମାନଙ୍କର ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଏକ ଜାତୀୟ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରକୃତି ମାତା ଆମକୁ ଦେଇଥିବା ପରିପୂର୍ଣ୍ଣ ସମ୍ପଦ ଯଥା- ଜଙ୍ଗଲ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ବର୍ଷା, ବାୟୁ- ଏସବୁ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଜରୁରୀ। କିନ୍ତୁ ମନୁଷ୍ୟ ମନେ ରଖିବା ଉଚିତ ଯେ ପ୍ରକୃତିର ପ୍ରଚୁରତାକୁ...
କର୍ମଚାରୀ ଦମନ ନୀତି ଉଚ୍ଛେଦ ଦାବି
ଭୁବନେଶ୍ୱର : ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ବିଶେଷକରି କର୍ତ୍ତବ୍ୟନିଷ୍ଠ କର୍ମଚାରୀମାନଙ୍କୁ ଦବାଇ ରଖିବାପାଇଁ ଗତ ସରକାର ସମୟରେ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯିବାରୁ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ତାହାର ପ୍ରତିଫଳନ ନିର୍ବାଚନରେ ପଡିଲା । ଓଡିଶାରେ ସରକାର ପରିବର୍ତ୍ତନର ବହୁ କାରଣ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ପରିପ୍ରେକ୍ଷୀରେ ଏହି ଦମନମୂଳକ ନୀତିର ଶିକାର ହୋଇଥିବା ବ୍ୟବସ୍ଥାକୁ ନୂଆ ସରକାର ପୁନଃ ପ୍ରତିଷ୍ଠା କରିବାଲାଗି ବିଭିନ୍ନ କର୍ମଚାରୀ ସଂଘ ପକ୍ଷରୁ ଦାବି ଉଠୁଛି । ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ଏବଂ...








