Paradip Port Sets Record
Paradip: The Paradip Port Authority (PPA) has marked a momentous achievement in its operational history, clocking an unprecedented 41.12 Million Metric Tons (MMT) cargo handling within the first 100 days of the fiscal year 2024-25. This outstanding performance sets a new record for the port, reflecting a 4.78 per cent growth compared to the 39.25 MMT achieved during the same...
ଗୁହାରି ୨୦୨୪ ଉଦ୍ଘାଟିତ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦାନ କରୁଅଛନ୍ତି । ପବିତ୍ର ରଥଯାତ୍ରା ସମୟରେ ଏହି ଉତ୍ସବ ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତକୁ ଲୋକ ଲୋଚନକୁ ଆଣି ତାର ପ୍ରଚାର ଓ ପ୍ରସାର...
ଓଡ଼ିଶାର ଗାଡି ଚାଳକଙ୍କୁ ଜାପାନରେ ନିଯୁକ୍ତି
ଭୁବନେଶ୍ୱର : ଓଡ଼ିଶାର ଦକ୍ଷ ଚାଳକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କ୍ଷେତ୍ରରେ ସଫଳତା । ଜାପାନରେ ଉଚ୍ଚ ବେତନ ଓ ସୁବିଧା ସୁଯୋଗ ସହ ଚାକିରି କରିବାକୁ ଯିବେ ଓଡ଼ିଶାର ୩୦ ଗାଡି ଚାଳକ । ଏହି ଅବସରରେ ଆଜି ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଓଡ଼ିଶାର ଚାଳକମାନଙ୍କ ନିଯୁକ୍ତି ଦିଗରେ ସକ୍ରିୟ...
200 Cr Corpus For Asmita
Bhubaneswar: The State Cabinet today approved creation of a Corpus Fund of Rs.200 crore for Odia Asmita which would be further increased in future. The fund will be utilised for the establishment of Odisha Asmita Bhawan, Odia translation academy, a world-class palm leaf manuscript museum, development of the Paika rebellion memorial and e-library at the district level, Chief Minister Mohan...
ପାଞ୍ଚ ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି। ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ,...
State Approves 26 Projects
Bhubaneswar: The State Government today approved 26 investment projects valued at Rs 5,992.92 crore, which will create employment for 19,364 persons. The State Level Single Window Clearance Authority (SLSWCA) led by Chief Secretary Manoj Ahuja has approved a series of projects across diverse sectors including steel, chemicals, renewable energy, textiles, manufacturing, packaging, food processing, IT, infrastructure, and tourism. These diverse investments...
ନିଯୁକ୍ତି ଅପେକ୍ଷାରେ ସାଢେ ୩ଲକ୍ଷ
ଭୁବନେଶ୍ୱର : ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ନୂଆ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାପାଇଁ ପଦକ୍ଷେପ ଗ୍ରହଣ କରୁଥିବାବେଳେ ରାଜ୍ୟରେ ବିଭିନ୍ନ ବର୍ଗର ସାଢେ ୩ଲକ୍ଷରୁ ଅଧିକ ଶିକ୍ଷିତ ନିଯୁକ୍ତି ପ୍ରତୀକ୍ଷାରେ ରହିଛନ୍ତି । ଏମାନଙ୍କୁ ନିଯୁକ୍ତି ଦେବା ଏବେ ସରକାରଙ୍କ ଆଗରେ ବଡ ଆହ୍ୱାନ ହୋଇଛି । ରାଜ୍ୟରେ ଏବେ ୩.୫୫ ଲକ୍ଷରୁ ଅଧିକ ଯୁବକ ଯୁବତୀ ସରକାରଙ୍କ ନିକଟରେ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଏକ ଲକ୍ଷରୁ ଅଧିକଙ୍କ ଯୋଗ୍ୟତା ଯୁକ୍ତ ଦୁଇ...
ମନ୍ତ୍ରୀଙ୍କୁ ଭେଟିଲା ଟିମ୍ ବିଡିଏ
ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ବରିଷ୍ଠ ଅଧିକାରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟିଥିଲେ। ବୈଠକରେ ବିଡିଏ ର ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଙ୍କ ନୂଆ ଦାୟିତ୍ୱ ପାଇଁ ବିଡିଏ ପ୍ରତିନିଧି ଦଳ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ବିଡିଏ ଉପାଧ୍ୟକ୍ଷ ସୁଲଭ ଆବାସ, ସଡ଼କ ନିର୍ମାଣ, ପାର୍କ...
ଖସି ପଡିଲେ ବଡ ଠାକୁର
ପୁରୀ: ରଥଯାତ୍ରା ସମୟରେ ଆଜି ସନ୍ଧ୍ୟାରେ ଭଗବାନ ବଳଭଦ୍ରଙ୍କୁ ତାଳଧ୍ୱଜ ରଥରୁ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରର ଅଡପ ମଣ୍ଡପକୁ ନିଆଯାଉଥିବା ବେଳେ ଚାରମାଳ ଉପରେ ଖସି ପଡ଼ିଥିଲେ। ରଥରେ ରୀତିନୀତି ସରିବା ପରେ ରାତି ପ୍ରାୟ ୯ଟାରେ ଭଗବାନ ବଳଭଦ୍ରଙ୍କ ପହଣ୍ଡି ବିଧି ଆରମ୍ଭ ହୋଇଥିଲା। ଭଗବାନ ସୁଦର୍ଶନଙ୍କ ପରେ ଭଗବାନ ବଳଭଦ୍ରଙ୍କୁ ପହଣ୍ଡିସ୍ଥିତ ଆଡ଼ପ ମଣ୍ଡପକୁ ନିଆଯାଇଥିଲା। ଚାରମାଳରେ ଓହ୍ଲାଇବା ସମୟରେ ଭଗବାନ ବଳଭଦ୍ର ଖସି ପଡ଼ିଥିଲେ। ତେବେ ସେବାୟତମାନେ ତୁରନ୍ତ ତାଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ। ଏହି...
Team BDA Unveils Plan
Bhubaneswar: Vice Chairman of the Bhubaneswar Development Authority (BDA), Balwant Singh, along with senior BDA officials called upon Krushna Chandra Mahapatra, Minister of Housing & Urban Development and Public Enterprises, and Chairman of Bhubaneswar Development Authority, at Unnati Bhawan today..During the meeting, the BDA delegation congratulated the Minister on his new role as the Chairman of BDA.The BDA Vice...








