Grievance Hearing@RDC Level

Bhubaneswar: With an aim to reach more closer to the public, Chief Minister Mohan Charan Majhi has planned to conduct public grievance hearing programmes at Revenue Divisional Commissioner (RDC) level in coming days.   Speaking to media persons while hearing public grievances here today, the Chief Minister said over 1,700 people from different parts of the State got registered for...

ଅଭିଯୋଗ ଶୁଣାଣି ଧାରା ଜାରି

0

ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ...

Vishal Gagan; RC, Delhi

Bhubaneswar: The BJP Government today has given additional charge of Resident Commissioner, New Delhi to senior IAS Officer Vishal Gagan, who is at present serving as Special Secretary, Industries Department (OIEPO), New Delhi. The State Home Department has brought a notification in this regard today. “Vishal Gagan, IAS (RR-1998) at present Special Secretary to Government, Industries Department (OIEPO), New Delhi is...

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ଏବଂ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ନିୟମିତ ଟ୍ରେନରେ ଯାତ୍ରୀଭିଡ଼କୁ ଏଡ଼ାଇବା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ରାଜ୍ୟ ମାନଙ୍କରୁ ପୁରୀ କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇବ ବ୍ୟବସ୍ଥା କରିଛି ।ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍...

ସୋଆ କ୍ରିଏଟିଭୋ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ସୋମବାର ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ରଥ, ପଥ, ଜଗନ୍ନାଥ ବିଷୟ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମହାପ୍ରଭୁ ଶ୍ର୍ରୀଜଗନ୍ନାଥଙ୍କ ଆଧାରିତ ଚିତ୍ରାଙ୍କନ କରିଥିଲେ । ଏହି ପ୍ରତିଯୋଗିତାରେ ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, କ୍ରିଏଟିଭୋ ର ଉପଦେଷ୍ଟା ଡକ୍ଟର ପ୍ରଭାତ କୁମାର ଷଡଙ୍ଗୀ, ଡକ୍ଟର ବିବୁଧ ପରାଶର, ଡକ୍ଟର...

Bahuda Jatra In Full Swing

0

Puri: Amid chanting of ‘Haribol’ and ‘Jay Jagannath’, lakhs of devotees started pulling the Chariot of Lord Balabhadra just before 4 pm. The trinity along with 'Chakraraj Sudarshan' were escorted to their respective chariots from Sri Gundicha Temple in a ceremonial 'Dhadi Pahandi' (line procession) in presence of lakhs of devotees, marking the beginning of the Lord's return journey or...

ବହୁ ତଳ ପାର୍କିଂରେ ଗାଡି ରଖୁନାହାନ୍ତି

0

ଭୁବନେଶ୍ୱର : ସ୍ମାର୍ଟ ସିଟି ଅର୍ଥରେ ରାଜଧାନୀରେ ନିର୍ମାଣ ହୋଇଛି ଦୁଇ ଦୁଇଟି ବହୁତଳ ପାର୍କିଂ ସୌଧ । ଏଠାରେ ଏକାଧିକ ଦୁଇ ଓ ଚାରିଚକିଆ ଯାନ ସହଜରେ ପାର୍କିଂ ହୋଇପାରିବ । ସହରର ପାର୍କିଂ ଭିଡକୁ ହ୍ରାସ କରିବାପାଇଁ କର୍ତ୍ତୃପକ୍ଷ କରିଥିବା ଏହି ବହୁତଳ ପାର୍କିଂ ସ୍ଥାନକୁ କିନ୍ତୁ ଲୋକେ ନିଜ ନିଜ ଗାଡି ନେଇ ଯାଉନାହାନ୍ତି । ଫଳରେ ଏହାର ଆଖପାଖ ରାସ୍ତାଉପରେ ଗାଡିମୋଟର ପୂର୍ବରୁ ଯେମିତି ରାସ୍ତା ଅବରୋଧ କରୁଥିଲା ଏବେ ବି ସେହିଭଳି ଅବସ୍ଥା । ରାଜଧାନୀରେ ବୃଦ୍ଧି...

ସରକାରୀ ଶୀତଳଭଣ୍ଡାର ସଂଖ୍ୟା ନଗଣ୍ୟ

ଭୁବନେଶ୍ୱର : ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବାବେଳେ ୨୧ଟି ଜିଲ୍ଲାରେ ସରକାରଙ୍କ ନିୟନ୍ତ୍ରଣରେ ଗୋଟିଏ ହେଲେ ଶୀତଳଭଣ୍ଡାର ନାହିଁ । ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହୀ ହେଉନଥିବାରୁ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ସପକ୍ଷରେ ମତପ୍ରକାଶ ପାଉଛି । ସରକାରୀ ହିସାବରେ ରାଜ୍ୟରେ ବର୍ତ୍ତମାନ ସମବାୟ ସ୍ତରରେ ମାତ୍ର ୪ଟି ଶୀତଳଭଣ୍ଡାର ରହିଛି । ଏଗୁଡିକ ସର୍ବନିମ୍ନ ୨୫୦୦ ମେଟ୍ରିକ ଟନ୍‍ରୁ ସର୍ବାଧିକ ୫୦୦୦ ଟନ୍‍ ପର୍ଯ୍ୟନ୍ତ ରହିଛି । ପୁରୀ ଜିଲ୍ଲାର ନିମାପଡା ଠାରେ ଥିବା...

Land Revenue Collection Up

0

Bhubaneswar: With the adoption of new technology based systems, the State Government has collected Rs 403.12 crore land revenue till June end of the current Financial Year 2024-25. According to official sources, the State Revenue and Disaster Management, Additional Chief Secretary (ACS) Satyabrata Sahu reviewed the collection data with senior officials. State has collected Rs 274.32 crore from stamp duty and...

କୃଷ୍ଣା ମହାନ୍ତିଙ୍କୁ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

0

ଭୁବନେଶ୍ଵର : ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ ପକ୍ଷରୁ ୨୦୨୩ ଆର୍ଥିକ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତଥା ବିପ୍ଳବିଣୀ ମାଳତୀ ଚୌଧୁରୀଙ୍କ ସୁକନ୍ୟା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ଅନୁଗୁଳସ୍ଥ ବାଜି ରାଉତ ଛାତ୍ରାବାସ ପରିସରରେ ପ୍ରଦାନ କରାଯାଇଛି । ଏହି ପୁରସ୍କାରରେ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସହ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ...