ଗଜପତି ପରମ୍ପରା ଉଚ୍ଛେଦ ପାଇଁ ସୁପାରିଶ୍
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଯେଉଁ ରିପୋର୍ଟ ଦେଇଥିଲେ ତାହା କାର୍ଯ୍ୟକାରୀ ହୋଇଥିଲେ ଶ୍ରୀମନ୍ଦିର ସେବାରୁ ଗଜପତି ପରମ୍ପରା ଓ ସେବାୟତମାନଙ୍କ ପାରିବାରିକ ସେବା ପ୍ରାୟ ୪୦ବର୍ଷ ଧରି ବନ୍ଦହୋଇ ସାରନ୍ତାଣି । ଶ୍ରୀମନ୍ଦିରରେ ଉପୁଜୁଥିବା ବିଭିନ୍ନ ବିଭ୍ରାଟ ତାଙ୍କ ନଜରକୁ ଆସିବାପରେ ୧୯୭୮ ମସିହାରେ ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମା ତାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଯେଉଁଥିରେ ଗଜପତିଙ୍କ ସମେତ ଡକ୍ଟର ହରେକୃଷ୍ଣ ମହାତାବ, ଡକ୍ଟର ରାଧାନାଥ ରଥ,...
SJTA Action Against Officials
Puri: The Shree Jagannath Temple Administration (SJTA) today insisted legal action against the unauthorised persons found on the chariots during the Puri car festival on July 7 and 8 last. Special officer of SJTA, Ajay Kumar Jena today filed a formal complaint with the Singhadwar police station to take legal actions against the unauthorised persons. The Temple Administration in support of...
Cong Demands Judicial Probe
Bhubaneswar: Targeting the State Government over the slipping of Lord Balabhadra during Pahandi to Adapa Mandapa in Puri, the Congress party today demanded a judicial probe into the entire incident. Holding a press conference here at Congress Bhawan, Odisha Pradesh Congress Committee (OPCC) President Sarat Pattanayak today said a very unfortunate incident occurred during the Adapa Mandapa Pahandi of Lord...
ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଥିବା ମୂଲ୍ୟବାନ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ମରାମତି ଓ ଭଣ୍ଡାର ମରାମତି ପାଇଁ ଆସନ୍ତା ୧୮ ତାରିଖ ଗୁରୁବାର ସକାଳେ ପୁଣି ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଭିତର କକ୍ଷ। ଆଜି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ଜଷ୍ଟିସ ରଥ ଗଣମାଧ୍ୟମକୁ କହିଛନ୍ତି ଯେ ଗୁରୁବାର ସକାଳ ୯ଟା ୫୧ରୁ...
ମୂଲ୍ୟବୋଧ ଭିତ୍ତିକ ରାଜନୀତିର ପ୍ରତୀକ
ଭୁବନେଶ୍ୱର : ମୂଲ୍ୟବୋଧଭିତ୍ତିକ ରାଜନୀତିର ପ୍ରତୀକ ଥିଲେ ସୁରେନ୍ଦ୍ରନାଥ ନାୟକ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଚଳିତ ଜୁଲାଇ ୧୬ ତାରିଖ ମଙ୍ଗଳବାର ଦିନ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ପୀର ଜାହାନିଆଁସ୍ଥ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବର୍ଷୀଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଦିବଙ୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦ୍ଗତି ପ୍ରାର୍ଥନା କରିଥିଲେ ଏବଂ ପରିବାର, ଆତ୍ମୀୟସ୍ୱଜନ ତଥା...
ଜନଜାତି ପିଲାଙ୍କ ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ...
Inner Ratna Bhandar Opens On 18 July
Puri: The Inner Chamber of the Ratna Bhandar of Lord Jagannath will again reopen on July 18 morning for repair of the structure and inventory of the precious ornaments and valuables inside the Bhandar. This decision was taken at the high-level Committee formed under the chairmanship of retired High Court Judge Justice Biswanath Rath here today. Shree Jagannath Temple Administration (SJTA)...
ଭୂ ରାଜସ୍ୱ ଆଦାୟ ୪୦୩ କୋଟିରୁ ଅଧିକ
ଭୁବନେଶ୍ୱର : ନୂତନ ଜ୍ଞାନକୌଶଳ ଭିତ୍ତିକ ବ୍ୟବସ୍ଥା ଗ୍ରହଣ କରି ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ର ଜୁନ୍ ଶେଷ ସୁଦ୍ଧା ୪୦୩.୧୨ କୋଟି ଟଙ୍କାର ଭୂ ରାଜସ୍ୱ ଆଦାୟ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଷ୍ଟାମ୍ପ ଡ୍ୟୁଟିରୁ ୨୭୪.୩୨ କୋଟି ଟଙ୍କା ଏବଂ ପଞ୍ଜୀକରଣ ଟିକସ ବାବଦରେ ୧୨୮.୮୦ କୋଟି ଟଙ୍କା ଆଦାୟ କରିଛି । ଖୋର୍ଦ୍ଧା...
ରତ୍ନଭଣ୍ଡାର ସନ୍ଦେହ ଘନୀଭୂତ
ଭୁବନେଶ୍ୱର : ୪୬ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିରର ବହୁ ଚର୍ଚ୍ଚିତ ଭିତର ରତ୍ନଭଣ୍ଡାର ଘର ଖୋଲାଯାଇଥିଲେ ମଧ୍ୟ ଏଠାରେ ଗଚ୍ଛିତ ଥିବା ସାମଗ୍ରୀଗୁଡିକର ଗଣତି ମଣତି କେବେଠାରୁ ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇନାହିଁ । ତେବେ ରତ୍ନଭଣ୍ଡାର ଖୋଲାଯିବାବେଳେ ଆଉ ଯେଉଁ କେତୋଟି ଘଟଣା ନଜରକୁ ଆସିଛି ତାହା ବିଭିନ୍ନ ମହଲରେ କୁହୁଳୁଥିବା ସନ୍ଦେହକୁ ଅଧିକ ଘନୀଭୂତ କରିଛି । ଭିତର ରତ୍ନଭଣ୍ଡାରରେ ତିନିଟି ବଡ ତାଲା ପଡିଥାଏ । ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରତ୍ନଭଣ୍ଡାରର...
State On Differently Able Care
Bhubaneswar: A review meeting of the Department of SSEPD has been held today under the chairmanship of Minister for Social Security and Empowerment of Disabled Nityananda Gond. The representatives of 'Safaal' organization participated in the discussion and presented their views on various problems of disabled people living in rural areas and their solutions.Principal Secretary Bishnupada Sethi gave detailed information on...









