କୃଷି ବୈଜ୍ଞାନିକଙ୍କ ଆହ୍ୱାନ
ଭୁବନେଶ୍ୱର : ବର୍ତମାନ ଦେଶର ଉପଲବ୍ଧ ପ୍ରାକୃତିକ ସଂପଦର ମାତ୍ରାଧିକ ଉପଯୋଗକୁ ପରିହାର କରି ଏହାର ବିକଳ୍ପ ରୂପେ ଅନ୍ୟ କୃଷି ଉତ୍ପାଦନ ପଦ୍ଧତିର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ କୃଷି ବିଜ୍ଞାନୀ ମତ ପ୍ରକାଶ କରିଛନ୍ତି । ଭାରତର ୧୪୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ନିମନ୍ତେ ଖାଦ୍ୟର ଆବଶ୍ୟକତା ଦୃଷ୍ଟିରୁ ଦେଶର ପ୍ରାକୃତିକ ସମ୍ପଦର ଯେଉଁଭଳି ଭାବେ ଉପଯୋଗ କରାଯାଉଛି ତାହା ଭରଣା କରିବା ସମ୍ଭବ ହୋଇ ନପାରେ ବୋଲି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ (ଆଇସିଏଆର୍)ର ପୂର୍ବତନ...
ପାଞ୍ଚ ବର୍ଷରେ ୮୪୯୩ ଜଳବୁଡି ମୃତ୍ୟୁ
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୮୪୯୩ ଟି ଜଳବୁଡି ଜନିତ ମୃତ୍ୟୁ ଘଟିଛି ଏବଂ ଏଥିରେ ଝାରସୁଗୁଡା ଜିଲ୍ଲାରେ ୧୭୪ଟି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଜଳରେ ବୁଡି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ଲକ୍ଷ ଟଙ୍କା କରି ଅନୁକମ୍ପାମୂଳକ...
Cong Moves GUV For Quota
Bhubaneswar: After staging a noisy walk out, Congress Lawmakers today sought the intervention of Governor Raghubar Das to enhance reservation quotas for SC, ST and OBCs in technical and medical education in the State. Congress MLAs have been raising the issue in the Assembly for the past few days. Senior Congress MLA Taraprasad Bahinipati on Thursday again raised the issue...
BJD Creates Din In Assembly
Bhubaneswar: The Opposition BJD MLAs today created a ruckus in the State Legislative Assembly forcing the Speaker to adjourn the proceedings till 4 PM. The Question Hour of the Assembly passed smoothly with active participation from the members of both Opposition and Treasury benches. However, BJD members rushed to the well of the House and created a noisy scene during...
ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମକୁ ପ୍ରଶଂସା
ଭୁବନେଶ୍ଵର : ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଓ ନୀତି ବିକାଶ ର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାଲେରୀ ଏନ୍ ଗୁଆରନିରି ଆଜି ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ଆଇଏଏସ୍ ଅନୁ ଗର୍ଗଙ୍କୁ ଭେଟି ଚାଲିଥିବା ଏବଂ ଭବିଷ୍ୟତର ଭାଗିଦାରୀ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ବଳ ଲୋକମାନଙ୍କ ପାଇଁ ଉତ୍ତମ ପୋଷଣ ଏବଂ ଖାଦ୍ୟ ନିରାପତ୍ତାକୁ ଆଗେଇ ନେବା ପାଇଁ ମିଳିତ ଭାବେ ଅଭିନବ ସମାଧାନ ଖୋଜିବାରେ ମିଳିତ ଭାବେ ଅଭିନବ ସମାଧାନ ଖୋଜିବା ରେ ଉନ୍ନୟନ କମିଶନର ଏବଂ ରାଜ୍ୟ ସରକାରଙ୍କ ଦୀର୍ଘଦିନର...
ଦିନକୁ ୮ ବଳାତ୍କାର ଅଭିଯୋଗ
ଭୁବନେଶ୍ୱର : ଓଡିଶାରେ ପୁଲିସ୍ ନିକଟରେ ଦୈନିକ ହାରାହାରି ୮ଟି ବଳାତ୍କାର ମାମଲାର ଅଭିଯୋଗ ଆସୁଥିବାବେଳେ ବିଭିନ୍ନ ଥାନା ଫାଣ୍ଡିରେ ହାରାହାରି ୫୪୮ଟି ଧର୍ତ୍ତବ୍ୟ ଅପରାଧ ରୁଜୁ ହେଉଛି । ବର୍ଷକୁ ବର୍ଷ ରାଜ୍ୟରେ ଅପରାଧ ବଢି ଚାଲିଥିବାବେଳେ ଆଇନ୍ ଅଦାଲତରେ ବି ଅପରାଧିକ ମାମଲାର ଚାପ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ତଥ୍ୟ ମୁତାବକ ଓଡିଶାରେ ବର୍ଷକୁ ୧,୯୯,୯୫୪ ଟି ଧର୍ତ୍ତବ୍ୟ ଅପରାଧ ୨୦୨୩ ବର୍ଷରେ ପୁଲିସ୍ ନିକଟରେ ଦରଜ ହୋଇଥିଲା । ଏଥି ମଧ୍ୟରୁ ୨୮୨୬ଟି ବଳାତ୍କାର ମାମଲା ଥିବାବେଳେ...
First Suspected Bird Flu
Bhubaneswar: First suspected bird flu case has been reported from Puri district and the sample of the suspect person has been sent to laboratory for testing, Public Health Director Nilakantha Mishra said today. The suspected case has been detected at Mangalpur community health centre (CHC) in Puri district and the sample was sent to National Institute of Virology, Pune for...
ମାତ୍ର ୬ଟି ସଂସ୍ଥାରେ ଖଦି ଉତ୍ପାଦନ
ଭୁବନେଶ୍ୱର : ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସହିତ ଅନୁବନ୍ଧିତ ଥିବା ୨୨ଟି ସଂସ୍ଥା ମଧ୍ୟରୁ ମାତ୍ର ୬ଟି ସଂସ୍ଥା ଖଦିବସ୍ତ୍ର ଉତ୍ପାଦନ କରୁଛନ୍ତି । ଏମାନଙ୍କର ବାର୍ଷିକ ଉତ୍ପାଦନ ଏକ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଛି । ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନରେ ୩୦ଟି ସଂସ୍ଥା ଅନୁବନ୍ଧିତ ଥିବାବେଳେ ଏଥି ମଧ୍ୟରୁ ୨୨ଟି ସଂସ୍ଥା କାର୍ଯ୍ୟକ୍ଷମ ରହିଛିା ଏହିସବୁ ସଂସ୍ଥାମାନେ ଖଦିବସ୍ତ୍ର, ଟସର ଓ ଉଲ୍ ଆଦି ଉତ୍ପାଦନ ଓ ବ୍ୟବସାୟ କରୁଛନ୍ତି । ଏହିସବୁ ସଂସ୍ଥାଗୁଡିକରେ...
No Mobile Plz;Speaker
Bhubaneswar: In her first ruling in the Assembly, Speaker Surama Padhy today imposed restriction on the use of mobile phones and carrying of water bottles inside the House. After noticing some MLAs clicking pictures and talking in mobile phones inside the House, the Speaker has given this ruling this morning during Zero Hour. She also asked the members not to...
ସଡକ ସୁରକ୍ଷା ପାଇଁ ଓଡିଶା ପୁରସ୍କୃତ
ନୂଆଦିଲ୍ଲୀ : ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଛି। ଏଠାରେ ଅନୁଷ୍ଠିତ ଫିକିର ସଡ଼କ ସୁରକ୍ଷା କନକ୍ଲେଭର ଷଷ୍ଠ ସଂସ୍କରଣରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ତରଫରୁ ଯୁଗ୍ମ ପରିବହନ କମିଶନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ଓଡ଼ିଶାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି, ଯାହା ଅନ୍ୟ ରାଜ୍ୟ ପାଇଁ ଏକ...










