ଜଳପ୍ରବାହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାଫଳରେ ହୀରାକୁଦ ସମେତ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ  ସ୍ଥିତି ଓ ଏଥି ପାଇଁ  ଜଳସଂପଦ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଅପରାହ୍ଣରେ ଲୋକସେବା ଭବନରେ ଏକ ବୈଠକରେ  ସ୍ଥିତି ସମୀକ୍ଷା କରିଥିଲେ । ଏହି   ବୈଠକରେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ...

ଏ ପାଣିରେ ଡାଲି ସିଝୁନାହିଁ

0

ଭୁବନେଶ୍ୱର : ବାଚସ୍ପତି ମହୋଦୟା ମୋ ଘରେ ଆବଶ୍ୟକ ପିଇବା ପାଣି ଦୁଇ କିଲୋମିଟର ଦୂରରୁ ବୁହାହୋଇ ଆସୁଛି । ଯେଉଁ ପାଣି ମିଳୁଛି ସେଥିରେ ଡାଲି ସିଝୁ ନାହିଁ । ରୋଷେଇ ଗଣ୍ଡାଏ ହୋଇପାରୁ ନାହିଁ । ଆପଣ ନିଜେ ଆସିବା ସହିତ ସାଥିରେ ମନ୍ତ୍ରୀ, ବିଧାୟକମାନଙ୍କୁ ନେଇ ଆସନ୍ତୁ । ମୋ ଘରେ ଖାଇଲା ପରେ ଜାଣିବେ ରାଜଧାନୀ ଠାରୁ ୫୦ କିଲୋମିଟର ଦୂରରେ ଥିବା ସାହିତ୍ୟ ସଂସ୍କୃତିର ଅଞ୍ଚଳ ମାହାଙ୍ଗାର ବାସ୍ତବ ପାନୀୟଜଳ ସ୍ଥିତି କ’ଣ । ଆଜି ବିଧାନସଭାରେ...

Rajesh Pandit Suspended

Bhubaneswar: In his first major action against a senior officer, Chief Minister Mohan Charan Majhi today suspended senior IPS Officer Pandit Rajesh Uttamrao for gross misconduct. Shri Majhi, who is in-charge of Home Department, has suspended Shri Pandit after came to know about an incident that occurred on July 27 night in Bhubaneswar. A serious allegation has been made against...

MGM Sponsors Deaf Cricketeers

0

Bhubaneswar: Leading Industrialist, Pankaj Lochan Mohanty, Chairman & Managing Director of MGM Group has all along supported the cause of Sports in a big way. When Odisha Deaf Cricket Association (ODFA) approached Shri Mohanty, the ace philanthropist extended all out support for the Team and sponsored the program. Shri Mohanty, a passionate lover of sports in general and cricket in particular...

Centre Reduces Coal Import

0

New Delhi: The Ministry of Coal spearheading a transformative initiative to reduce coal imports and promote coal exports, is marking a significant shift in the country's energy landscape. This strategic move aims to enhance domestic coal production, strengthen energy security, and support the growth of the coal sector. India's coal production witnessed a remarkable increase of 11.65% in the year...

ବିଏସକେୱାଇ ଖର୍ଚ୍ଚ ୭୬ଗୁଣା ବୃଦ୍ଧି

0

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗତ ୫ବର୍ଷ ମଧ୍ୟରେ ଖର୍ଚ୍ଚ ୭୬ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସେହି ଆର୍ଥିକ ବର୍ଷରେ ୪୧ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୩୨୦୪ କୋଟି ଟଙ୍କାକୁ ଟପିଯାଇଛି । ବିଜେଡି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆଜି ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ...

ରାଜ୍ୟପାଳ ଆଶା ମଉଳି ଗଲା

ଭୁବନେଶ୍ୱର : ଓଡିଶାରୁ ବିଜେପି ଗତ ନିର୍ବାଚନରେ ୨୧ରୁ ୨୦ଟି ଲୋକସଭା ଆସନ ଜିଣିବା ସହ ରାଜ୍ୟ ବିଧାନସଭାରେ ବହୁମତ ହାସଲକରି ସରକାର ଗଢିଥିବାବେଳେ ଦଳର ବହୁ ନେତା ରାଜ୍ୟପାଳ ହେବେ ବୋଲି ଆଶାବାନ୍ଧି ବସିଥିଲେ । ଏବେ ନଅ ଜଣଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ନିଯୁକ୍ତି କରିଥିବାବେଳେ ସେମାନଙ୍କ ମଧ୍ୟରେ ଓଡିଶାର ଜଣେ ହେଲେ କେହି ନାହାନ୍ତି । ବିଜେପି ଶାସନକାଳରେ ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡର ଏବଂ ପରବର୍ତ୍ତୀ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପ୍ରଥମେ ଆନ୍ଧ୍ରପ୍ରଦେଶ...

ଏ ସରକାର ନେମ୍‍ ଚେଞ୍ଜର

ଭୁବନେଶ୍ୱର : ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ । ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ  । ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥ‍ିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି । ପରିବର୍ତ୍ତନ ଆଣିବାର ପ୍ରତିଶୃତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି । ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା  ଚେଞ୍ଜ୍‍ ...

ଧରାପଡ଼ିଲେ୧୫୩ ନାବାଳକ

ଭୁବନେଶ୍ୱର : ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ର ଚଢାଉରେ ପ୍ରଥମ ଦିନରେ ନାବାଳକ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା । ଏହି କ୍ରମରେ ସମୁଦାୟ ୧୫୩ ଟି ଚାଲାଣ କଟିଥିବା ୬୦ଟି ଗାଡ଼ିକୁ ଜବତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର- ୨ ଆରଟିଓ ଅଧୀନରୁ ୧୧ ଚାଲାଣ କଟିଛି । ଭୁବନେଶ୍ୱର-୧ ଆରଟିଓରୁ ୭ ଓ ଖୋର୍ଦ୍ଧା ଏଆରଟିଓରୁ ୩ ଚାଲାଣ କଟିଛି । କଳାହାଣ୍ଡିରେ ୧୨, କଟକରେ ୧୦, କୋରାପୁଟରେ ୮ ଏବଂ ଗଞ୍ଜାମ ଓ...

Sethi Honors Crickteers

0

Bhubaneswar: East Zone Deaf cricket team has won Runners Cup in 'IDCA, Fifth One Day National Zonal Cricket Championship. Principal Secretary, Department of Social Security and Empowerment of the Disabled Bishnupada Sethi congratulated the runners for winning the Runners Cup by showing outstanding sportsmanship in spite of various adversities and challenges. Today, the cricketers of East Zone Deaf Cricket team paid...