ପଦ୍ମ ଧରିଲେ ମମତା ମହନ୍ତ
ନୂଆଦିଲ୍ଲୀ : ରାଜ୍ୟସଭା ଓ ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମମତା ମହନ୍ତ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ, ଦଳର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ଶ୍ରୀମତୀ...
Mamata Mohanta Joins BJP
New Delhi: A day after resigning from Rajya Sabha and also Biju Janata Dal (BJD), tribal leader Mamata Mohanta today formally joined the BJP in the party's national headquarters here. Shrimati Mohanta joined the saffron party in presence of BJP general secretary Arun Singh, party’s Odisha in-charge Vijay Pal Singh Tomar, Law Minister Prtithviraj Harichandan, Berhampur MP Pradeep Panigrahi Aska...
ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ. ସୌମ୍ୟା ସ୍ୱାମୀନାଥନ
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ତଥା ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏମ୍ଏସ୍ଏସ୍ଆର୍ଏଫ୍)ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଚେନ୍ନାଇଠାରେ ଅଗଷ୍ଟ ୭ ଓ ୮ ତାରିଖରେ ହେବାକୁ ଥିବା କ୍ଷୁଧାମୁକ୍ତ ବିଶ୍ୱ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଡ. ସ୍ୱାମୀନାଥନ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ଆଲୋଚନାରେ କୃଷି ଓ କୃଷକ ସଶକ୍ତିକରଣ...
Padhee On Water Logging Care
Bhubaneswar: Principal Secretary Housing & Urban Development Usha Padhee, has initiated a comprehensive review of water logging issues across all Urban Local Bodies (ULBs). In a decisive meeting, Shrimati Padhee emphasized the importance of immediate response and proactive measures to address water logging concerns, especially during the monsoon season . Principal Secretary highlighted the critical need for effective water management...
PMFBY Date Extended
Bhubaneswar: On the request of Odisha government, Centre has extended the cut- off date for enrollment of crop notified under Pradhan Mantri Fasal Bima Yojana (PMFBY) for Kharif 2024 for 10 days till August 10, 2024. The State government had approached the Centre for extension of the date citing challenges faced due to model code of conduct, enhancement for scale...
ଅବକାରୀ ରାଜସ୍ୱ ଲକ୍ଷ୍ୟ ୮୬୮୦ କୋଟି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଶା ନିବାରଣ ପାଇଁ ଦେଶବାସୀଙ୍କ ସହଯୋଗ ଲୋଡୁଥିବା ଏବଂ ନିଶା ସଂଙ୍କୋଚନ ଲାଗି ଓଡିଶା ଶାଖା ବିଜେପି ଗତ ର୍ନିବାଚନରେ ତାହାର ସଙ୍କଳ୍ପପତ୍ରରେ ଘୋଷଣା କରିଥିବାବେଳେ ଚଳିତବର୍ଷ କିନ୍ତୁ ଅବକାରୀ ରାଜସ୍ୱ ବିଗତବର୍ଷ ଅପେକ୍ଷା ଢେର ଅଧିକ ହେବ ବୋଲି ସୂଚନା ମିଳୁଛି । ୨୦୨୪-୨୫ ବର୍ଷ ପାଇଁ ଓଡିଶା ସରକାର ଯେଉଁ ବଜେଟ୍ ଆଣିଛନ୍ତି ସେଥିରେ ରାଜ୍ୟ ସରକାର ଅବକାରୀରୁ ୮୬୮୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାକୁ...
ଡାଲି, ତୈଳବୀଜ ଉତ୍ପାଦନ ନୈରାଶ୍ୟଜନକ
ଭୁବନେଶ୍ୱର : ରାଜ୍ୟରେ ଚାଉଳ ଉତ୍ପାଦନକୁ ବାଦ୍ ଦେଲେ ଅନ୍ୟ କୌଣସି କୃଷି ସାମଗ୍ରୀ ଉତ୍ପାଦନରେ ଗତ ୧୦ବର୍ଷ ମଧ୍ୟରେ ସେଭଳି ଆଖିଦୃଶିଆ ଅଭିବୃଦ୍ଧି ହୋଇନାହିଁ । ବିଶେଷକରି ଦୈନିକ ଆବଶ୍ୟକ ପଡୁଥିବା ଡାଲି ଓ ତୈଳବୀଜ ଉତ୍ପାଦନ ରାଜ୍ୟରେ ଅତ୍ୟନ୍ତ ଧିମା ରହିଛି । କୃଷି ପରିସଂଖ୍ୟାନ ଅନୁଯାୟୀ ୨୦୧୩-୧୪ ବର୍ଷରେ ରାଜ୍ୟରେ ହେକ୍ଟର ପିଛା ୧୪୨୬ କିଲୋଗ୍ରାମ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବାବେଳେ ୨୦୨୨-୨୩ ବର୍ଷରେ ଏହି ପରିମାଣ ୨୧୬୨ କିଲୋଗ୍ରାମକୁ ବୃଦ୍ଧି ପାଇଛି । ଏହି ଖାଦ୍ୟଶସ୍ୟ ମଧ୍ୟରେ ମୁଖ୍ୟତଃ...
ଇସ୍ତଫା ଦେଲେ ମମତା ମହନ୍ତ
ନୂଆଦିଲ୍ଲୀ: ଶ୍ରୀମତୀ ମମତା ମହନ୍ତ ଆଜି ରାଜ୍ୟସଭା ଓ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀମତୀ ମହନ୍ତଙ୍କ ଏହି ହଠାତ୍ ପଦକ୍ଷେପ ଓଡ଼ିଶା ତଥା ଜାତୀୟ ସ୍ତରରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ଶ୍ରୀମତୀ ମହନ୍ତଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି। ଶ୍ରୀମତୀ ମହନ୍ତ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ମୁଁ ରାଜ୍ୟସଭା ସଦସ୍ୟପଦରୁ ଇସ୍ତଫା ଦେଉଛି, ଆଜି ଅର୍ଥାତ୍ ୨୦୨୪ ଜୁଲାଇ ୩୧, ମୁଁ ଜାଣିଶୁଣି ଏହି ନିଷ୍ପତ୍ତି ନେଇଛି। ଗୃହରେ ଜନଗୁରୁତ୍ୱପୂର୍ଣ୍ଣ...
Mamata Mohanta Resigns
New Delhi: In an unexpected move, senior tribal leader Mamata Mohanta today resigned from Rajya Sabha and Biju Janata Dal (BJD). This sudden move of Shrimati Mohanta has created a buzz in the political circle in Odisha and also at national level. Rajya Sabha Chairman Jagdeep Dhankhar informed the Upper House that Shrimati Mohanta’s resignation has been accepted as he...
SSEPD ON Senior Citizen Care
Bhubaneswar: The State Government has decided to name the Senior Citizens Award (BayoJyestha Samman) after a renowned, eminent personality of the State. This decision was taken at a high-level meeting held recently under the chairmanship of Principal Secretary of Social Security & Empowerment of Persons with Disabilities (SSEPD) Department Bishnupada Sethi. During the meeting, it was decided to name individual awards...









