Beyond Heritage Walk
Bhubaneswar: More than 50 heritage enthusiasts from various parts of Odisha today participated in an interactive edition of "Aithihyara Ante" (Beyond Heritage) with a theme “Maa Bhasa, Maati Bhasa” (Language of the Mother and Motherland) focussing on the development of the Odia script and language. Young and veteran researchers and enthusiasts in the field spoke at length on this...
ସରିଲା ରତ୍ନଭଣ୍ଡାର ନିରୀକ୍ଷଣ
ଭୁବନେଶ୍ୱର : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି । ଆବଶ୍ୟକୀୟ ଅତ୍ଯାଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯାଇ ଏହି ପରୀକ୍ଷଣ ଓ ସର୍ବେକ୍ଷଣ କରାଯାଇଛି । ଗତକାଲି ପ୍ରାୟ 4 ଘଣ୍ଟା ଧରି ଏହି ସର୍ଭେ କରାଯାଇଥିବା ବେଳେ ଆଜି ମଧ୍ୟ ପ୍ରାୟ 4 ଘଣ୍ଟା ଧରି ସର୍ଭେ କରାଯାଇଥିଲା । ଦୁଇଦିନ ଧରି ଚାଲିଥିବା ଏହି ସର୍ଭେ ପରେ ଏ.ଏସ.ଆଇର ରିପୋର୍ଟକୁ ଅପେକ୍ଷା କରାଯିବ । ରିପୋର୍ଟ ଆସିବା...
ASI Completes Tech Survey
Puri: Dr.Arabinda Padhee, Chief Administrator, Shree Jagannatha Temple Administration (SJTA) said that the Archaeological Survey of India (ASI) today completed its technical survey of the Ratna Bhandar of Puri's Jagannath temple, a day before its schedule. The technical survey by experts National Geophysical Research Institute (NGRI), Hyderabad was conducted to ascertain whether there is any hidden chamber or tunnel inside...
୨୪ରେ ବିଜେଡିର ୬ଘଣ୍ଟିଆ ହରତାଳ
ଭୁୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନା ଘଟଣାକୁ ନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ଘଣ୍ଟା ପାଇଁ ହରତାଳ(ଚକ ବନ୍ଦ, ଅଖ ବନ୍ଦ) ଡାକରା ଦେଇଛି ବିଜୁ ଜନତା ଦଳ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରାସଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଭରତପୁରଠାରେ ଘଟିଥିବା ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଓଡିଶାର ସମ୍ମାନ ତଳକୁ ଯାଇଛି । ଏହି ଘଟଣାକୁ ନେଇ ଓଡିଶା ତଥା ସାରା ଦେଶରେ...
ସବୁ ମନ୍ଦିରରେ ଓମ୍ଫେଡ୍ ଘିଅ ବ୍ୟବହାର ହେଉ
ଭୁବନେଶ୍ୱର : ଆନ୍ଧ୍ରର ପ୍ରସିଦ୍ଧ ତିରୁପତିଙ୍କର ପ୍ରସାଦରେ ଘିଅ ବଦଳରେ ଗାଇ ଓ ଘୁଷୁରୀ ଚର୍ବି ଓ ମାଛ ତେଲର ଅପମିଶ୍ରଣ ଖବର ପ୍ରକାଶ ପାଇଲା ପରେ କେବଳ ଆନ୍ଧ୍ରର ନୁହେଁ, ସାରା ବିଶ୍ୱରେ ଥିବା ଭେଙ୍କଟେଶ୍ୱରଙ୍କର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସ ଦୋହଲି ଯାଇଛି । ଭେଙ୍କଟେଶ୍ୱରଙ୍କ ପ୍ରସାଦରେ ଘିଅର ଅପମିଶ୍ରଣ ଭକ୍ତମାନଙ୍କୁ ଶକ୍ତ ଆଘାତ ଦେଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ସରକାର ଏକ ଆଦେଶ ଜାରି କରି ତାଙ୍କ ରାଜ୍ୟର ସବୁ ମନ୍ଦିରରେ କେବଳ କର୍ଣ୍ଣାଟକ ଦୁଗ୍ଧ...
ହତାଶ ହେଲେଣି କୁକୁଡା ଚାଷୀ
ଭୁବନେଶ୍ୱର : ବାର୍ଡ ଫ୍ଲୁର ସ୍ଥିତି ନେଇ କୌଣସି ସ୍ପଷ୍ଟତା ଆସୁନଥିବାରୁ ଉପକୂଳ ଜିଲ୍ଲାର କୁକୁଡାଚାଷୀମାନେ ମୁଣ୍ଡରେ ହାତଦେଇ ବସିଗଲେଣି । କାଁ ଭାଁ ସ୍ଥାନକୁ ବାଦ୍ ଦେଲେ ଆଉ କୌଣସି ଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବାବେଳେ ଏ ସଂକ୍ରାନ୍ତରେ ବ୍ୟାପକ ପ୍ରଚାର ଯୋଗୁଁ ଲୋକେ କିନ୍ତୁ କୁକୁଡା ମାଂସ ଓ ଅଣ୍ଡାକୁ ଛୁଉଁ ନାହାନ୍ତି । ଫଳରେ ଚାଷୀମାନେ କୁକୁଡା ବିକ୍ରିହୋଇ ପାରୁନଥିବାବେଳେ ସେମାନେ ଏବେ ଦୈନିକ କ୍ଷତି ସହି ଚାଲିଛନ୍ତି । ରାଜ୍ୟରେ ୩୧,୫୩୭ଟି ଘରୋଇ କୁକୁଡା ଫାର୍ମ ଥିବାବେଳେ...
ହସ୍ତତନ୍ତ ଉତ୍ପାଦନ ନୈରାଶ୍ୟଜନକ
ଭୁବନେଶ୍ୱର : ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ଓ ରୋଜଗାର ବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଥିବା ବେଳେ ତାହାର ପୂର୍ଣ୍ଣ ବିନିଯୋଗ ହୋଇପାରୁ ନାହିଁ । କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେଲେ ରାଜ୍ୟ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିପାରିବ ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ବର୍ଷକୁ ବର୍ଷ ଓଡ଼ିଶାରେ ହସ୍ତତନ୍ତ ସଂଖ୍ୟା କମୁଛି । ୨୦୨୧-୨୨ ବର୍ଷରେ ରାଜ୍ୟରେ ୪୨,୩୨୩ଟି ହସ୍ତତନ୍ତ ୟୁନିଟ୍ ଥିବାବେଳେ ୨୦୨୨-୨୩ବର୍ଷରେ ତାହା ବଢ଼ିବା ପରିବର୍ତ୍ତେ ୪୦,୯୦୧କୁ ଖସି ଆସିଥିବା ଓଡ଼ିଶା ସରକାରଙ୍କ ଆର୍ôଥକ ସର୍ଭେ...
Singh Deo Assures Action
Bhubaneswar: BJP Veteran and Odisha Deputy Chief Minister Kanak Vardhan Singh Deo Saturday said no one, who are found to be involved in the alleged sexual assault of a woman in Bharatpur police station in Bhubaneswar on September 15 night, will be spared and stringent action will be taken against all culprits. Shri Singh Deo said, “Chief Minister immediately suspended five...
SSEPD Bags Skoch Award
New Delhi: The Department of Social Security and Empowerment of Persons with Disabilities of Odisha has been honoured with the 'Skoch Award'. Director Niyati Patnaik, Additional Secretary Santosh Kumar Pradhan and IT Consultant Binit Mohapatra received the award on behalf of the department at the 99th Skoch Summit held at India Habitat Centre, Lodhi Road, Delhi. In recognition of various...
Mishra Opens Nuakhai Parav
New Delhi: The two-day silver jubilee celebrations of the Zuhar Delhi's Nuakhai Parav began at the Jawaharlal Nehru Stadium auditorium in New Delhi today. Principal Secretary to Prime Minister, Dr.Pramod Kumar Mishra inaugurated the program by offering prayers to Maa Samaleswari. Shri Mishra conveyed his greetings to all and mentioned the Prime Minister's five verses and called for preserving the cultural...










