ଏମସରେ ତମାଖୁ ନିବାରଣ କେନ୍ଦ୍ର

0

ଭୁବନେଶ୍ୱର:  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଗତକାଲି ଭୁବନେଶ୍ୱର ଏମ୍ସରେ ତମାଖୁ ନିବାରଣ କେନ୍ଦ୍ର (ଟିସିସି)କୁ ଭର୍ଚୁଆଲ ଭାବେ ଉଦ୍ ଘାଟନ କରିଛନ୍ତି। ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ର ଶୁଭାରମ୍ଭ ସହିତ ମିଶି ତମାଖୁ ମୁକ୍ତ ସମାଜ ହାସଲ ଦିଗରେ ଭାରତର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୬୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି...

ଜାପାନକୁ ଟପିଲା ଭାରତ

0

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଭାରତ ଏସିଆ ପାୱାର ଇଣ୍ଡେକ୍ସରେ ଜାପାନକୁ ପଛରେ ପକାଇ ତୃତୀୟ ବୃହତ୍ତମ ଶକ୍ତିରେ ପରିଣତ ହୋଇଛି। ଭାରତର ଗତିଶୀଳ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ବିସ୍ତାରିତ ଅର୍ଥବ୍ୟବସ୍ଥା ଦ୍ୱାରା ଏହି ସଫଳତା ମିଳିଛି ଏବଂ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ଶକ୍ତି ଭାବରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିଛି । ୨୦୨୪ ଏସିଆ ପାୱାର ଇଣ୍ଡେକ୍ସରେ ମିଳିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଆଞ୍ଚଳିକ ଶକ୍ତି ମାନ୍ୟତାରେ ଭାରତର କ୍ରମାଗତ ଉନ୍ନତି ।  ଭାରତ ଏହାର...

ଆଇନରେ ସଂଶୋଧନ ଜରୁରୀ

0

ଭୁବନେଶ୍ୱର : ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ନଆଣିଲେ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ କୁଳପତି, ଶିକ୍ଷକ ଓ ଅନ୍ୟାନ୍ୟ ପଦ ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇ ପାରିବନାହିଁ । ୨୦୨୦ ମସିହାରେ ରାଜ୍ୟ ସରକାର ବିଧାନସଭାରେ ବିଲ୍‍ ଆଣି ପ୍ରଣୟନ କରିଥିବା ଏହି ଆଇନର ବୈଧତା ଉପରେ ପ୍ରଶ୍ନ ଉଠାଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍‍କୋର୍ଟରେ ଯେଉଁ ମାମଲା ରୁଜୁ କରିଛନ୍ତି ସେଥିଯୋଗୁଁ ଏଭଳି ଅନଶ୍ଚିତତା ଲାଗି ରହିଛି । ଉଚ୍ଚଶିକ୍ଷା ବିଭାଗର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏବେ ୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି...

ସରକାରଙ୍କ ଦ୍ୱାରସ୍ଥ ହେଲା କୁକୁଡାଚାଷୀ ମହାସଂଘ

0

ଭୁବନେଶ୍ୱର : ରାଜ୍ୟରେ ଆଉ ବାର୍ଡ ଫ୍ଲୁ ଭୟ ନଥିବାରୁ ଖୁବ ଶୀଘ୍ର ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟରେ ଅଣ୍ଡା ଓ କୁକୁଡାମାଂସ ବ୍ୟବହାର ପାଇଁ ଅନୁମତି ଦେବାକୁ ଓଡିଶା କୁକୁଡାଚାଷୀ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଏଥି ସହିତ ଯେଉଁସବୁ ଅଞ୍ଚଳରେ ବାର୍ଡଫ୍ଲୁ ଆଦୌ ନଥିଲା ସେଠାରେ କୁକୁଡାଚାଷୀମାନଙ୍କୁ ସେମାନଙ୍କ ଫାର୍ମରେ କୁକୁଡା ଚିଆଁ ପକାଇବା ଉପରେ ଥିବା କଟକଣା ହଟାଇବାକୁ କୁହାଯାଇଛି । କୁକୁଡାଚାଷୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆଉ କୌଣସି ସ୍ଥାନରେ ବାର୍ଡ ଫ୍ଲୁ...

Window Clears 31 Projects

0

Bhubaneswar: The State Government today approved 31 innovative projects, collectively valued at Rs 4,954.26 crore. The State Level Single Window Clearance Authority (SLSWCA) chaired by Chief Secretary Manoj Ahuja has approved these investments spanning various sectors and are set to transform State's economic landscape, reinforcing its status as a leading investment destination. Furthermore, the approved projects are expected to create approximately...

CM Favors More Mineral Production

0

Bhubaneswar: Chief Minister Mohan Charan Majhi emphasized the importance of managing mines and increasing production for mining-based industries. Chief Minister Shri Majhi said this while reviewing the workings of the Steel and Mining Department. Minister of Steel and Mines, Commerce and Transport, Bibhuti Bhushan Jena, Chief Secretary Manoj Ahuja, Surendra Kumar, Additional Chief Secretary, Steel and Mines, Additional Chief Secretary to...

ଓଡିଶା ଛାଡୁନି ଜେଏସଡବ୍ଲ୍ୟୁ

0

ଭୁବନେଶ୍ୱର: ଜେଏସଡବ୍ଲ୍ୟୁ ଷ୍ଟିଲ୍ ର କର୍ପୋରେଟ୍ ଷ୍ଟ୍ରାଟେଜି ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରଞ୍ଜନ ନାୟକ କହିଛନ୍ତି ଯେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ପ୍ରସ୍ତାବିତ ୪୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ନିର୍ମାଣ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ। ସେପ୍ଟେମ୍ବର ୨୪ତାରିଖରେ ଏକ ପ୍ରେସ୍ ବିବୃତିରେ ଶ୍ରୀ ନାୟକ ଏହା ସ୍ପଷ୍ଟ କରିଛନ୍ତି। ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସଡବ୍ଲ୍ୟୁ କଟକ ଓ ପାରାଦୀପରେ ୪୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରିକ୍ ଯାନ (ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତି...

Skill Winners Honored

Bhubaneswar: Chief Minister Mohan Charan Majhi today felicitated the participants of the World Skills Competition at Lok Seva Bhawan here. Chief Minister gave a cash prize of Rs 25 lakh to Amresh Sahu, who won a bronze medal in the world-class competition, and Rs 5 lakh to Gedela Akhil, who won the Medallion for Excellence. Speaking on the occasion,...

CM Honors Teachers

0

Bhubaneswar: Chief Minister Mohan Charan Majhi felicitated Dwiti Chandra Sahu and Santosh Kumar Kar, two president's award winning teachers of Odisha, at Lok Sewa Bhawan. Chief Secretary Manoj Ahuja, Principal Secretary ST SC Development, SSEPD and Culture, Bishnupada Sethi graced the occasion. Congratulating them on the occasion, the Chief Minister said, "It is a matter of pride for us that these...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଓଡିଶାର ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଏବଂ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୪ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡିଶାରୁ ଏହି ଦୁଇ ଜଣ କୃତୀ ଶିକ୍ଷକ ସ୍ଥାନ ପାଇବା ଆମ ପାଇଁ ଗର୍ବର ବିଷୟ। ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର...