୯୫ ଲକ୍ଷରୁ ଅଧିକ ସୁଭଦ୍ରା ଆବେଦନ
ଭୁବନେଶ୍ୱର : ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ 'ସୁଭଦ୍ରା" ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏସଂପର୍କିତ ଉପସ୍ଥାପନ କରିଥିଲେ । "ସୁଭଦ୍ରା"ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଦର୍ଶାଯାଇଥିଲା ଯେ ଅଦ୍ୟାବଧି ଛପା ଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର...
Subhadra Scripting Success;DCM
Bhubaneswar: Deputy Chief Minister Pravati Parida advised the District Collectors to give priority to greater public awareness to make the Subhadra program accessible to the tribal-dominated areas. She said that one crore women from Odisha would be registered under the Subhadra Scheme soon. Shrimati Parida mentioned that it would be a great achievement for us to add one crore...
CM Mantra For DMs
Bhubaneswar: Chief Minister Mohan Charan Majhi advised District Collectors to keep vigil on the development program implementation at Block Level, so that as Last Mile Connectivity of the Government, DMs are to play their role as ‘Grassroot Bridges”. Chief Minister Shri Majhi said this while addressing a two-day District Collector's conference began at Lok Sewa Bhawan Convention Centre in Bhubaneswar...
ଜିଲ୍ଲାପାଳମାନେ ତୃଣମୂଳ ସ୍ତରର ସେତୁ
ଭୁବନେଶ୍ୱର : ଆଜି ଠାରୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ସବୁ ଯୋଜନା ଠିକ୍ ସମୟରେ ଆରମ୍ଭ ହେବା ଓ ଠିକ୍ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ...
ଡେଙ୍ଗୁ ମଶାର ଏନ୍ତୁଡିଶାଳ
ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନାନା ଉପାୟରେ ଲୋକଙ୍କୁ ସଚେତନ କରୁଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ପଡି ରହିଥିବା ଖୋଲା ପ୍ଲଟଗୁଡିକ ଏବେ ଡେଙ୍ଗୁ ମଶାଙ୍କ ଏନ୍ତୁଡିଶାଳ ପାଲଟିଛି । ଏହିସବୁ ଜମିରେ ବଣ ଲତା ସହିତ ମଶାବଂଶ ବୃଦ୍ଧି ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଘର ତିଆରି ନହୋଇ ଏକାଧିକ ପ୍ଲଟ ବର୍ଷ ବର୍ଷ ଧରି ଖାଲି ପଡିଛି । ଏଠାରେ ବଣ...
ଦୁଗ୍ଧ ଚାହିଦା ମେଣ୍ଟାଇ ପାରୁନି ଉତ୍ପାଦନ
ଭୁବନେଶ୍ୱର : ଆମ ରାଜ୍ୟରେ ଦୈନିକ ଯେତିକି ପରିମାଣର ଦୁଗ୍ଧ ଆବଶ୍ୟକ ତାହାର ଅଧା ବି ଉତ୍ପାଦନ ହେଉନାହିଁ । ଫଳରେ ନକଲି ଦୁଗ୍ଧ ପ୍ରସ୍ତୁତକାରୀମାନେ ସେମାନଙ୍କର କାୟାବିସ୍ତାର କରିବାରେ ଲାଗିଛନ୍ତି ଓ ଲୋକେ ସହଜରେ ସେମାନଙ୍କ ଜାଲରେ ପଡୁଛନ୍ତି । ଆଇସିଏମ୍ଆରର ଆକଳନ ଅନୁଯାୟୀ ମୁଣ୍ଡପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ହିସାବରେ ରାଜ୍ୟରେ ଦୈନିକ ୧୪.୬୭ ହଜାର ମେଟ୍ରିକ ଟନ୍ ଦୁଗ୍ଧ ଆବଶ୍ୟକ । ହେଲେ ଉତ୍ପାଦନ ହେଉଛି ମାତ୍ର ୬.୭୯ ହଜାର ମେଟ୍ରିକ ଟନ୍ । ଅଧାରୁ କମ୍ ଦୁଗ୍ଧ...
Warning For Cops
Cuttack: The State Police Department has asked all of its field level officers not to be involved in activities like transportation and unauthorized operations in mining and industrial areas. Additional Director General (ADG) of Police (Law and Order) Sanjay Kumar has recently written a letter to all Superintendents of Police (SPs), IGs, DIGs, and Bhubaneswar-Cuttack Police Commissioner in this regard....
Odisha Athletes In Open U23
Bhubaneswar: Ten promising athletes from Odisha are set to showcase their talent at the 4th Indian Open U23 Athletics Competition 2024, which will be held from September 28 to 30 at Patna in Bihar. These athletes, all of whom trained at the Odisha RF Athletics High-Performance Centre, will compete across a range of events, representing the State on the national...
କର୍କଟ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା
ବ୍ରହ୍ମପୁର : କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜନ କରାଯିବ । କର୍କଟ ବିଶେଷଜ୍ଞ ଏବଂ ସର୍ଜନମାନଙ୍କ ଠାରୁ ଏହି ଚିକିତ୍ସାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଯଥାକ୍ରମେ ମେଡିକାଲ୍...
Nadda Slams Cong, Left
Bhubaneswar: BJP National President Jagat Prakash Nadda today slammed the Congress and left parties accusing those who have lost their direction. Under the leadership of Prime Minister Narendra Modi, the BJP and NDA have worked for the betterment of the country, whereas the constituent parties of the INDI Alliance have increased corruption and empowered anti-national elements, he said while addressing...








