Policy Boost For Sports
Bhubaneswar: To promote sports from grassroot level to turn Odisha a global sporting hub, the State Government has drafted first ever Sports Policy and sought views and suggestions from different stakeholders. The Sports and Youth Services Department has drafted the Sports Policy, 2024, which says that Odisha is poised to become a global sporting centre having hosted prominent national and...
ଜାତୀୟ ରାଜପଥ ପାଲଟିଲାଣି ମରଣ ଯନ୍ତା
ଭୁବନେଶ୍ୱର : ମୌସୁମୀ ବର୍ଷାରେ କେବଳ ରାଜଧାନୀର ରାସ୍ତାରେ ମାଳ ମାଳ ଖାଲଖମା ସୃଷ୍ଟି ହୋଇନାହିଁ, ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ବି ଖାଲଖମାରେ ଭର୍ତ୍ତି । ଏତେ ବଡ ବଡ ଖାଲ ହୋଇଥିଲେ ବି ରାଜପଥ କର୍ତ୍ତୃପକ୍ଷ କିଭଳି ଏହି ମରଣଯନ୍ତାକୁ ଦେଖିପାରୁ ନାହାନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟ ରାଜଧାନୀରେ ରହିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଭୁବନେଶ୍ୱରରୁ କଟକ ଏବଂ ସେହିବାଟ ଦେଇ ଅନ୍ୟାନ୍ୟ ସ୍ଥାନକୁ...
ମେଡିକାଲ କଲେଜରେ ୧୦୦୦ ପଦବୀ ଖାଲି
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ମେଡିକାଲ୍ କଲେଜ୍ଗୁଡ଼ିକରେ ପାଖାପାଖି ୧୦୦୦ ପର୍ଯ୍ୟନ୍ତ ଡାକ୍ତରୀ ଶିକ୍ଷକ ଓ ଅନ୍ୟ ଡାକ୍ତର ପଦବୀ ଖାଲି ପଡିଛି । ଏଥିଯୋଗୁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ବ୍ୟାହତ ହେଉଥିବା ବେଳେ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା କାର୍ଯ୍ୟରେ ବି ସମସ୍ୟା ଉପୁଜୁଛି । କଟକ, ବ୍ରହ୍ମପୁର, ସମ୍ବଲପୁର, କୋରାପୁଟ, ବାରିପଦା, ବାଲେଶ୍ୱର, ବଲାଙ୍ଗୀର, ପୁରୀ, କେନ୍ଦୁଝର, ସୁନ୍ଦରଗଡ଼, ଭୁବନେଶ୍ୱର, କଳାହାଣ୍ଡି, ଯାଜପୁର ଆଦି ସ୍ଥାନରେ ଓଡ଼ିଶା ସରକାର ଅନ୍ୟୁନ ୧୩ଟି ମେଡିକାଲ୍ କଲେଜ୍ ସ୍ଥାପନ କରିଛନ୍ତି । ଏହି...
ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨
ଭୁବନେଶ୍ୱର : ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ୨୦୨୪ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି । ୨୦୨୩ରେ ଷ୍ଟାନ୍ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୨୨ ଜଣ ଗବେଷକ ସ୍ଥାନ...
Plea For Single Use Plastic Stop
Bhubaneswar: Forest, Environment & Climate Change Minister Ganesh Ram Singh Khuntia today appealed to one and all to stop using single use plastic for their daily needs for the protection of the environment. Shri Sing Khuntia was speaking on the occasion of 41st Foundation Day celebration of Odisha State Pollution Control Board (OSPCB) here at Jaydev Bhawan this evening. Though single...
Safety Policy For Doctors
Bhubaneswar: Amid nation-wide outrage over rape and murder of a lady doctor student in Kolkata, the State Government has formulated a policy to ensure safety and security of doctors and other medical staff in hospitals and medical colleges in the State. According to a notification issued by the State Health and Family Welfare Department, any incident of violence against medical...
IREDA Gets Equity Boost
New Delhi: Indian Renewable Energy Development Agency Limited (IREDA) today received approval from the Department of Investment and Public Asset Management (DIPAM) for raising approximately ₹4500 crore through fresh equity issue. The approval was granted by DIPAM based on the recommendations of a High-Level Committee. The fund-raising will be carried out through the Qualified Institutions Placement (QIP) route, with a...
ରତ୍ନଭଣ୍ଡାର ଯାଞ୍ଚ କଲା ଏଏସଆଇ
ଭୁବନେଶ୍ୱର : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହୋଇଛି । ପୂର୍ବ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ, ଦିନ ପ୍ରାୟ ୨ ଟା ବେଳେ ମିଳିତ ଟିମ୍ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଏହି ନିରୀକ୍ଷଣ ଚାଲିଥିଲା । ନିରୀକ୍ଷଣ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ସୂଚନା...
CM Visits Flood Zones
Balasore: Cancelling his pre-scheduled programme, Chief Minister Mohan Charan Majhi today visited flood affected Baliapal and Bhograi blocks of Balasore district and held a meeting with the local administration there. Shri Majhi took an aerial visit to review the flood situation caused by heavy rain in the two blocks. Health and Family Welfare Minister Dr. Mukesh Mahaling, Balasore MP Pratap...
ASI Inspects Ratna Bhandar
Puri: Dr.Arabinda Kumar Padhee, Chief Administrator Shree Jagannatha Temple Administration (SJTA) said that the Archaeological Survey of India (ASI) today conducted a preliminary inspection and technical inspection of the Srimandir Ratna Bhandar. The inspection has been conducted as per the Guidelines (SOP) approved by the State Government. As per the earlier schedule, the joint team entered the Ratna Bhandar...









