8 New ARCs In Odisha
Bhubaneswar: The State Government has decided to set up eight new Advanced Rehabilitation Centres (ARCs) in different districts to provide advanced robotic therapeutic services and high tech artificial limbs such as Prosthesis, Orthosis etc. to the needy PwDs beneficiaries free of cost. Bishnupada Sethi, Principal Secretary, Social Security & Empowerment of Persons with Disabilities (SSEPD) has chalked out the Road...
Subhashish Panda In PMO
New Delhi: 1997 Batch IAS Officer, Subhashish Panda has been appointed as Additional Secretary Prime Minister Office (PMO). Shri Panda was serving as Vice Chairman Delhi Development Authority (DDA). Ace Administrator is an Odia and belongs to Himachal Pradesh Cadre of IAS. Known for his helpful and benevolent attitude, Shri Panda has been always helping the people during his entire career...
୨୦ବର୍ଷରେ ୨ଗୁଣ ହେଲାନି ଡାଲି ଉତ୍ପାଦନ
ଭୁବନେଶ୍ୱର : ରାଜ୍ୟରେ ହରଡ ଡାଲି କିଲୋ ୧୭୫ ଟଙ୍କା ଟପିଥିବାବେଳେ ତାହା ସହିତ ତାଳ ଦେଇ ମୁଗ, ମସୁର, କୋଳଥ ଆଦି ଡାଲି ଦର ବଢିବାରେ ଲାଗିଛି । ଡାଲି ପାଇଁ ଓଡିଶା ସର୍ବଦା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଥିବାବେଳେ ଓଡିଶାରେ ଡାଲି ଉତ୍ପାଦନ ଗତ ୨୦ବର୍ଷ ମଧ୍ୟରେ ଦୁଇଗୁଣା ବି ବଢିପାରିନାହିଁ । ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ୨୦୦୩-୦୪ ରେ ୬୨୨ ହଜାର ମେଟ୍ରିକ ଟନ୍ରୁ ସାମାନ୍ୟ ଅଧିକ ରହିଥିବାବେଳେ ୨୦୨୨-୨୩ ବର୍ଷରେ...
ଅନିଶ୍ଚିତତାରେ ଝୁଲୁଛନ୍ତି ୬୦୦ କର୍ମଚାରୀ
ଭୁବନେଶ୍ୱର : ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ପୌରସଂସ୍ଥା ଓ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ୬୦୦ରୁ ଅଧିକ ଠିକା କର୍ମଚାରୀ (ପ୍ରଫେସନାଲ) ଏବେ ଅନିଶ୍ଚିତତାରେ ଝୁଲି ରହିଛନ୍ତି । ଦୁଇ ମାସ ଧରି ପାଉଣା ପାଉନଥିବାବେଳେ କାମ କିନ୍ତୁ ନିୟମିତ ଭାବେ ଜାରି ରଖିଛନ୍ତି । ଏହି କର୍ମଚାରୀମାନେ ବିନା ପାଉଣାରେ କେତେ ଦିନ କାମ କରିବେ ଓ ଅଗାମୀ ଦିନରେ ଏମାନେ କାର୍ଯ୍ୟ କରିବେ କି ନାହିଁ ତାହା ଏବେ ବଡ ପ୍ରଶ୍ନ ହେଲାଣି । ରାଜ୍ୟର...
SUM South Begins Chemo
Berhampur: In a significant advancement in cancer care in South Odisha, the Institute of Medical Sciences and SUM Hospital at Sitalapalli in Berhampur has started administration of chemotherapy to patients marking a new era of comprehensive cancertreatment in the region.With the launching of this initiative, patients will now be able to receive advanced cancer treatment locally without the need...
Patrolling Vehicles Flagged Off
Bhubaneswar: To strengthen patrolling in reserved forest areas, Additional Chief Secretary (ACS), Home, Forest, Environment and Climate Change, Satyabrata Sahu today flagged off 15 customized patrolling vehicles from Bharatpur forest division here. ACS Shri Sahu lauded efforts of State Wildlife Organization's effort and MCL's contribution in this regard. Principal Chief Conservator of Forests (PCCF) (Wildlife) Susanta Nanda and other senior forest...
ପିଆଜ ଦର କମିବ
ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ (ଏନସିସିଏଫ୍) ଦ୍ୱାରା କ୍ରୟ କରାଯାଇଥିବା ୧୬୦୦ ମେଟ୍ରିକ୍ ଟନ୍ (୪୨ ବିସିଏନ୍ ୱାଗନ୍ ଅର୍ଥାତ୍ ପାଖାପାଖି ୫୩ ଟ୍ରକ୍) ପିଆଜ ନାସିକରୁ ଦିଲ୍ଲୀ ଏନସିଆରକୁ କାଣ୍ଡା ଫାଷ୍ଟ ଟ୍ରେନ୍ ଯୋଗେ ରେଳରେ ପଠାଯାଉଛି ବୋଲି ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ମୂଲ୍ୟ ସ୍ଥିରତା ହସ୍ତକ୍ଷେପ ଅଧୀନରେ ରେଳ ରେକ୍ ମାଧ୍ୟମରେ ପିଆଜର ବ୍ୟାପକ ପରିବହନ କରାଯାଇଛି...
ବ୍ରହ୍ମପୁର ସମରେ କେମୋଥେରାପି ଚିକିତ୍ସା ଆରମ୍ଭ
ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ଅତ୍ୟାଧୁନିକ କର୍କଟ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ-କ୍ୟାମ୍ପସ ୩ରେ କର୍କଟ ରୋଗୀମାନଙ୍କ ନିମନ୍ତେ କେମୋଥେରାପି ଚିକିତ୍ସା ପ୍ରଦାନ ଆରମ୍ଭ କରାଯାଇଛି । ଏହି ପ୍ରୟାସ ଆରମ୍ଭ ହେବା ଦ୍ୱାରା ସଂପୃକ୍ତ ଅଂଚଳର ରୋଗୀମାନଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ସେମାନଙ୍କ ପରିବାରର ଆର୍ଥକ ବୋଝ ହ୍ରାସ ପାଇବା ସହ ସେମାନେ ନିଜ ଅଂଚଳରେ ହିଁ ଅତ୍ୟାଧୁନିକ କର୍କଟ ଚିକିତ୍ସା ପାଇପାରିବେ । ଏଠାରେ...
ଝାଡଖଣ୍ଡ ନିର୍ବାଚନରେ ଓଡିଶାକୁ ଗୁରୁତ୍ୱ
ଭୁବନେଶ୍ୱର : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଯେଉଁ ରଣନୀତି ପ୍ରସ୍ତୁତ କରିଛି ସେଥିରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି । ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ଓ ଅନୁସୂଚିତ ଜନଜାତିର ଭୋଟରମାନଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାର ନେତୃତ୍ୱ ଉପରେ କେନ୍ଦ୍ର ବିଜେପି ଭରସା ରଖିଛି । ଇତିମଧ୍ୟରେ ଓଡ଼ିଶାରେ ବିଜେପି ସରକାର ଗଢ଼ା ଯାଇଛି ଏବଂ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରାଇଛି । ନିକଟରେ ଶ୍ରୀ...
ସ୍ଥାପନ ହେବ ବରପୁତ୍ରଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏହି ପ୍ରତିମୂର୍ତ୍ତି ର୍ନିମାଣ ଓ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଜିଲ୍ଲା ପ୍ରଶାସନଠାରୁ ମିଳିଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର...









