CM Slams BJD Over Corruption
Bhubaneswar: Chief Minister Mohan Charan Majhi today strongly criticized the previous BJD government accusing corruption was rampant during its last 24 years rule. While attending the state level observation of Vigilance Awareness Week, 2024 here, Shri Majhi said there was huge corruption in the 5T school transformation programme and construction of a world class hospital. The officers indulge in corrupt...
CRUT Tops Urban Mobility
Bhubaneswar: Technology-driven, citizen friendly Mo Bus and Mo-E Ride service of The Capital Region Urban Transport (CRUT), an Odisha government initiative has been adjudged as the ‘City with the Best Public Transport system’ in the country at 17thUrban Mobility India (UMI) Conference and Expo. The conference is organised by the Ministry of Housing and Urban Affairs, Government of India...
ଲୁଚାଛପାରେ ବାଣ ବିକ୍ରି
ଭୁବନେଶ୍ୱର : ଜୋରରେ ଶବ୍ଦ କରୁଥିବା ବାଣ ଫୁଟାଇବା ବାରଣ ହୋଇଥିବାବେଳେ ଆଉ କେତେକ ବାଣ ଉପରେ କଟକଣା ଲଗାଯାଇଛି । ତେବେ କଟକଣା ଲାଗିଥିବା ଏହି ବେଆଇନ୍ ବାଣ ଏବେ ରାଜଧାନୀରେ ଲୁଚାଛପାରେ ବିକ୍ରି ଚାଲିଛି । ମୁଣ୍ଡ ଉପରେ ଦୀପାବଳୀ ଥିବାବେଳେ ସହରରେ ଦୁଇ ଦିନ ପାଇଁ ବାଣଦୋକାନ ଖୋଲିବାକୁ ଅନୁମତି ମିଳିବ । କେଉଁଠି ବାଣ ଦୋକାନ ଖୋଲାହେବ ତାହା ପୁଲିସ୍ ସ୍ଥିର କରିବା ସହିତ ଅନୁମତିପତ୍ର ପ୍ରଦାନ କରିବ । ବାଣ ବିକ୍ରି ସ୍ଥାନରେ ସମସ୍ତ ପ୍ରକାର ସୁରକ୍ଷା...
ଦୀର୍ଘଦିନ ହେଲା ରାଜ୍ୟସଭା ଆସନ ଖାଲି
ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେବାର ୫୦ ଦିନରୁ ଅଧିକ ସମୟ ବିତି ଯାଇଥିବାବେଳେ ଏଯାବତ୍ ଏହି ଆସନ ଲାଗି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଫଳରେ ଓଡିଶାର ୧୦ଟି ରାଜ୍ୟସଭା ଆସନରୁ ଗୋଟିଏ ଦୀର୍ଘଦିନ ଧରି ଖାଲି ପଡିଛି । ଏଠାରେ ଉଲ୍ଲେଖନୀୟ ଯେ ସୁଜିତ କୁମାର ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି...
ଭୁବନେଶ୍ୱରକୁ ଶ୍ରେଷ୍ଠ ସାର୍ବଜନୀନ ପରିବହନ ପୁରସ୍କାର
ନୂଆଦିଲ୍ଲୀ : ଗୁଜୁରାଟରେ ଅନୁଷ୍ଠିତ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ସମାଧାନର ଅଗ୍ରଗତି ପାଇଁ...
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ...
Dana Affects 36 Lakh People
Bhubaneswar: Nearly 36 lakh people in 1,671 gram panchayats in 108 blocks and 426 wards of 31 Urban Local Bodies (ULBs) in 14 districts of the State were affected by the cyclone Dana that hit the state on October 23 mid-night. Speaking to media persons here, Revenue and Disaster Management Minister Suresh Pujari today said that 8,10,896 people were evacuated...
ଜଳ ସାଥୀଙ୍କ ମିଆଦ ଶେଷ
ଭୁବନେଶ୍ୱର : ରାଜଧାନୀରେ ଜଳ ପରୀକ୍ଷା ପାଇଁ ମୁତୟନ ଥିବା ଜଳସାଥୀ ମାନଙ୍କର ନିଯୁକ୍ତି କାର୍ଯ୍ୟକାଳ ସରିଯାଇଛି । ନିଯୁକ୍ତି ଅବଧି ନବୀକରଣ ହୋଇନଥିବାରୁ ସହରରେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା ଏକ ପ୍ରକାର ଶେଷ ହୋଇଯାଇଛି । ରାଜଧାନୀରେ ଯୋଗାଣ ହେଉଥିବା ଜଳର ମାନ ପରୀକ୍ଷା ସହିତ ନିୟମିତ ଭାବେ ଜଳ କର ଆଦାୟ ପାଇଁ ଅମୃତ ଯୋଜନାରେ ଜଳସାଥୀମାନଙ୍କୁ ନିୟୋଜିତ କରାଯାଇଥିଲା । ଏମାନଙ୍କୁ କର୍ତ୍ତୃପକ୍ଷ ଜଳ ପରୀକ୍ଷାର ତାଲିମ ଦେବା ସହିତ ଡିଜିଟାଲ ପଦ୍ଧତିରେ ଅର୍ଥ ଆଦାୟ...
ନିୟମ ମାନୁନାହାନ୍ତି ମଦ ଦୋକାନୀ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ସ୍ଥାନରେ ମଦ ଦୋକାନ ବସାଇବା ପାଇଁ ସରକାରଙ୍କ ଠାରୁ ଲାଇସେନ୍ସ ହାତେଇ କେତେକ ମଦ ବେପାରୀ ଅନ୍ୟ ସ୍ଥାନରେ ମଦ ଦୋକାନ କରିଛନ୍ତି । ପୁଲିସ, ପ୍ରଶାସନ, ଅବକାରୀ ବିଭାଗ, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଜ୍ଞାତ ସାରରେ ଏଭଳି ବେଆଇନ୍ ନିଶା ବେପାର ଚାଲିଥିବା ବେଳେ ଏହା ଉପରେ ଓଡ଼ିଶା ମଦ ମୁକ୍ତି ଅଭିଯାନ ପ୍ରଶ୍ନ ଉଠାଇଛି । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏଭଳି ଅନେକ ମଦ ଦୋକାନ ଚାଲିଛି । ଏବେ କଳିଙ୍ଗନଗର ଆବାସିକ ଉନ୍ନୟନ ସଂଘ...
ସମ୍ ରେ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର : କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଠାରେ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ମଲିକ୍ୟୁଲାର ହେମାଟୋଲଜି- ଦି ଫ୍ୟୁଚର ୱି ଆର୍ ଲିଭିଂ ଇନ୍’ ଶୀର୍ଷକ ଏହି କଂଟିନ୍ୟୁଇଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ଗତ ବୁଧବାର ଦିନ ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ...









