Care For Temples

0

Bhubaneswar: The BJP government will soon launch Debalay Yojana for the conservation, reconstruction and management of temples and mutts of cultural significance. Law Minister Pritivhiraj Harichandan here announced that the scheme's blueprint is under preparation, aiming to address issues of conservation and management. "The temples, mutts and institutions of cultural importance having issues of conservation and management will be addressed under...

ଓଡିଶାରେ ତିନି ସ୍ୱାସ୍ଥ୍ୟ ପ୍ରକଳ୍ପ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ  ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ବରଗଡରେ ଏକ କ୍ରିଟିକାଲ୍‌ କେୟାର ସେଣ୍ଟରର ଉଦ୍‌ଘାଟନ ମଧ୍ୟ କରିଛନ୍ତି। ଏହି ସବୁ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୋଠପାଟଣା ଠାରେ ଆୟୋଜିତ...

ମସ୍ତିଷ୍କାଘାତରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ

0

ଭୁବନେଶ୍ୱର : ସାରା ବିଶ୍ୱରେ ହୃଦ୍‌ଘାତ ମଣିଷର ମୃତ୍ୟୁର ପ୍ରଥମ ବୃହତ କାରଣ ହୋଇଥିବା ବେଳେ ମସ୍ତିଷ୍କରେ ଆଘାତ ଅଥବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ହେଉଥିବା ମୃତ୍ୟୁ ଦ୍ୱିତୀୟ ବୃହତ କାରଣ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଶ୍ୱ...

ଖତ କଲେ ପଛେ ପିଲାଙ୍କୁ ଦେଲେନାହିଁ

0

ଭୁବନେଶ୍ୱର : ସରକାର କିଣିଥିବା ସାଇକେଲଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ତାହାକୁ ଗରିବ ପିଲାଙ୍କୁ ଦେଲେ ନାହିଁ । ଏବେ ସେହିସବୁ ସାଇକେଲକୁ ଖତ ହେବାପାଇଁ ଛାଡି ଦେଇଛନ୍ତି । ୨୦୧୮ ମସିହାରେ ରାଜ୍ୟ ସରକାର ମୋ ସାଇକେଲ ଯୋଜନାରେ କିଣିଥିବା ସାଇକେଲ ସବୁ ରାଜଧାନୀର ରାସ୍ତାକଡରେ ଖତ ହେବାରେ ଲାଗିଛି । ଅଧିକାଂଶ ସାଇକେଲ ଆଉ ଚଳନକ୍ଷମ ଅବସ୍ଥାରେ ନାହିଁ । କାହାର ସିଟ୍‍ ନାହିଁ ତ ଆଉ କାହାର ହ୍ୟାଣ୍ଡେଲ ଭାଙ୍ଗି ଗଲାଣି । କେତେକ ସାଇକେଲର ଟାୟାର ବି ଫାଟିଲାଣି...

ଶୀତଳଭଣ୍ଡାରରେ ବନ୍ଦ ବିଦ୍ୟାଳୟ ପ୍ରସଙ୍ଗ

0

ଭୁବନେଶ୍ୱର : ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ଯୋଗୁଁ ବନ୍ଦହୋଇ ଯାଇଥିବା ବିଦ୍ୟାଳୟଗୁଡିକୁ ପୁଣିଥରେ ଖୋଲିବାପାଇଁ ଥିବା ପ୍ରସ୍ତାବ ଶୀତଳଭଣ୍ଡାରରେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସତ୍ୱେ ଏହିସବୁ ବିଦ୍ୟାଳୟ ସବୁ ଖୋଲୁନଥିବାବେଳେ ସ୍କୁଲଘରଗୁଡିକ ଏବେ ଭୂତକୋଠି ପାଲଟିଛି । ଯେଉଁସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ରୁ କମ୍‍ ରହିଲେ ତାହାକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ରାଜ୍ୟର ୪୬୨୦ଟି ବିଦ୍ୟାଳୟର ମିଶ୍ରଣ ହୋଇଥିଲା । ମିଶ୍ରଣ ପରେ ବନ୍ଦ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ...

ଦୁର୍ନୀତିଖୋରଙ୍କୁ ଆଉ ଛଡାଯିବ ନାହିଁ

0

ଭୁବନେଶ୍ଵର :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ  ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏଥି ସହିତ ବିଜେଡି ସରକାର ଅମଳରେ କିଭଳି ଦୁର୍ନିତୀ ହେଉଥିଲା ତାହାକୁ ଇଙ୍ଗିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ସେକାଳ ପଖାଳ ଆଉ ନାହିଁ । ଦୁର୍ନୀତି ଆଜି ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇ ସାରିଛି। ଦୁର୍ନୀତି ବିରୋଧରେ ଲଢେଇ କେବଳ ଲୋକସେବା ଭବନ...

ସୋଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା  ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍‌ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨, ଫୁଲନଖରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଶନିବାର...

ଦେଶର ୪୦% କପା ଓଡିଶାର

0

ଭୁବନେଶ୍ୱର: ଭାରତରେ ବ୍ୟବହୃତ କପାର ମୋଟ ୪୦ ପ୍ରତିଶତ କପା ଓଡ଼ିଶାରେ ଚାଷ ହେଉଛି ଏବଂ ଆଜି ଏହା ୧୧ ଟି ଜିଲ୍ଲାର ୨ ଲକ୍ଷ ୩୯ ହଜାର ହେକ୍ଟର ଜମିକୁ ସମ୍ପ୍ରସାରିତ ହୋଇପାରିଛି। କେବଳ ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ହିଁ ଓଡ଼ିଶାର ୮୫ ପ୍ରତିଶତ କପା ଉତ୍ପାଦନ ହେଉଛି। ଆଜି କୃଷିଭବନସ୍ଥିତ ଅଡିଟୋରିଅମ ହଲରେ କପା ଚାଷ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ...

Similipal Welcomes Maha Guest

0

Bhubaneswar: With Ace Wildlife Conservator, Susanta Nanda is at helm, Odisha has added another plume to its fledging cap of Wildlife Conservation. PCCF Wildlife, Shri Nanda has been actively trying hard for addition of a healthy tigress to the Similipal Tiger Reserve (STR) in Mayurbhanj district. Thanx to his sincere efforts, STR has welcomed a young tigress of age 2.5...

CM Slams BJD Over Corruption

Bhubaneswar: Chief Minister Mohan Charan Majhi today strongly criticized the previous BJD government accusing corruption was rampant during its last 24 years rule. While attending the state level observation of Vigilance Awareness Week, 2024 here, Shri Majhi said there was huge corruption in the 5T school transformation programme and construction of a world class hospital. The officers indulge in corrupt...