Alaka Mohanty Gets BJD Ticket

Bhubaneswar: Putting full stop on all speculation, the Governing Biju Janata Dal (BJD) on Monday announced that Alaka Mohanty, widow of late Kishore Mohanty, is the party candidate for the crucial Brajarajnagar by-poll. The name of Deepali Das, daughter of Health Minister Naba Kishore Das, was also making the rounds.  However,...

BJD Support Crucial For Prez Poll

Bhubaneswar: BJP is eyeing for BJD Supremo support as President of India post will fall vacant on 25 July, election to the Top Post will be held before that date. Though both BJP and BJD leadership are keeping mum over the issue. With the new President of India due to be elected in July...

ଆଇଟିଆଇ ପାଠରେ ନିଯୁକ୍ତି ଅଧିକ

ଭୁବନେଶ୍ୱର : ରାଜ୍ୟରେ ଡିପ୍ଲୋମା ପଢୁଆଙ୍କ ତୁଳନାରେ ଆଇଟିଆଇ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି । ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ନିଯୁକ୍ତି ସେଲ୍‍ ଜରିଆରେ ଗତ ୮ବର୍ଷରେ ୪୭୫୬ଜଣ ଡିପ୍ଲୋମା ଡିଗ୍ରୀଧାରୀ ନିଯୁକ୍ତି ପାଇଥିବାବେଳେ ଆଇଟିଆଇଙ୍କ ସଂଖ୍ୟା ୧୦ହଜାରରୁ ଅଧିକ ରହିଛି । ବୈଷୟିକ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଲାଗି ରାଜ୍ୟ ସରକାର ୨୦୧୪ ମସିହାରେ କେନ୍ଦ୍ରୀୟ ନିଯୁକ୍ତି ସେଲ୍‍ ପ୍ରତିଷ୍ଠା କରିଥିବାବେଳେ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୪୭୫୬ଜଣ...

ମାମଲା ସଂଖ୍ୟା କମାଇବ ଅଭିଯୋଗ ଫଏସଲା

ଭୁବନେଶ୍ୱର : ଅଭିଯୋଗ ଶୁଣାଣି ଓ ସେଗୁଡିକର ଫଏସଲା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଲେ ଆଇନ ଅଦାଲତଗୁଡିକରେ ମାମଲା ସଂଖ୍ୟା ହ୍ରାସ ପାଇବା ସହ ତହସିଲଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ପ୍ରଶାସନ କଳ ଉପରେ ବି ଚାପ କମିବ । କେବଳ ସେତିକି ନୁହେଁ, ଏହାର ପ୍ରତିଫଳନ ସ୍ୱରୂପ ରାଜକୋଷର ବ୍ୟୟଭାର ମଧ୍ୟ ଅନେକ ପରିମାଣରେ କମିବ ପାଇବ ବୋଲି ଆଶା କରାଯାଉଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଅଭିଯୋଗ ଶୁଣାଣି...

No Landfall By Asani; IMD

Bhubaneswar: IMD said that Cyclone Asani, formed over the southeast Bay of Bengal, further intensified into a severe cyclonic storm on Sunday evening as it moved northwestwards in the direction of north Andhra Pradesh-Odisha coasts. The cyclone, on reaching west-central and adjoining northwest Bay of Bengal off north Andhra Pradesh-Odisha coasts on Tuesday, is...

ରାଜଭବନରେ ପ୍ରଦର୍ଶିତ ହେଲା ପରିଚୟ

ଭୁବନେଶ୍ୱର : ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରଟି ଉପଭୋଗ କରିବା ସହିତ ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ଚଳଚ୍ଚିତ୍ରର ବିଷୟକୁ ଭାବ-ଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି ଉଲ୍ଲେଖକରିଛନ୍ତି । ‘ପରିଚୟ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଟିଏ ଜାରଜର ଅତ୍ମପରିଚୟ ଅନେ୍ୱଷଣ ଏବଂ ସମାଜର ଅବହେଳା...

ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବଶକ୍ତିମାନ

ଭୁବନେଶ୍ୱର : ଆମେ ସମେସ୍ତ ଆଦିଶକ୍ତିଙ୍କ ଗର୍ଭରୁ ଜାତ । ଏହି ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବ ଶକ୍ତିମାନ । ଯୁଗେ ଯୁଗେ ମାତୃ ଉପାସନା ରହିଛି । ଯେଉଁଠି ମା’ ଅଛି ସେଠାରେ ଯୁଦ୍ଧ ନାହିଁ । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ) ପକ୍ଷରୁ ଆଜି ଜୟଦେବଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମାତୃ ଦିବସ ଅବସରରେ ଭର୍ଚୁଆଲ ଜରିଆରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଓଡିଶାର ମହାମହିମ...

ବାଟ ଭାଙ୍ଗି ଚାଲିଯିବ ବାତ୍ୟା

ଭୁବନେଶ୍ୱର : ଓଡିଶା ଉପକୂଳ ଆଡେ ମୁହାଁଇଥିବା ବାତ୍ୟା ସ୍ଥଳଭାଗ ଛୁଇଁବନି । ଉପକୂଳ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହା ସମୁଦ୍ର ଭିତରେ ବାଟ ଭାଙ୍ଗି ଚାଲିଯିବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ଆଜି ସଂଧ୍ୟାସୁଦ୍ଧା ବାତ୍ୟା ଆସିନ ପୁରୀ ଠାରୁ ୮୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଗତ ୬ଘଣ୍ଟା ହେଲା...

Rajat Kar No More

Bhubaneswar: Padma Shri Rajat Kumar Kar is no more. Mr.Kar, an eminent litterateur passed away at a private hospital in Bhubaneswar on Sunday, his son said. He was 88 years old and had heart-related ailments, he said. Mr.Kar complained of chest pain around 5 PM and when rushed...

ପରଲୋକରେ ରଜତ କର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ପଦ୍ମଶୀ ରଜତ କର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୮ ବର୍ଷ ବୟସରେ ରାଜଧାନୀର ଏକ ଘେରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ଓଡିଶା ତଥା ଓଡିଶା ବାହାରେ ଶ୍ରୀ କର ବେଶ୍‍ ପରିଚିତ ଥିଲେ । ରଥଯାତ୍ରା ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ଓ ଆକାଶବାଣୀରେ ଶ୍ରୀଜନ୍ନାଥଙ୍କ ଘୋଷଯାତ୍ରାର ସେ ନିୟମିତ ଧାରା ବିବରଣୀ ପ୍ରଦାନ କରୁଥିଲେ ।