UCCI Chief Urges For MSME Care
Bhubaneswar: Presenting the issues faced by MSME units to address environment concerns while balancing for a profitable business, UCCI President and Managing Director of SNM Group Dr.Prabodh Mohanty has appealed to the State Government to address the issues by giving proper incentives. Dr.Mohanty made this appeal before the government while addressing at the 4th Climate Change Conference organized by the...
Kalikesh Asks PMGSY Progress
Bhubaneswar: Senior BJD Lawmaker Kalikesh Narayan Singh Deo asked Minister for Rural Development about the physical and financial progress of projects sanctioned under PMGSY in Odisha for 2023-24. Kalikesh has asked this question through an unstarred question in the State Legislative Assembly today. In his written reply, Rural Development Minister Rabi Narayan Naik said there was a provision of Rs 2000...
୨୭ବର୍ଷ ତଳେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ
ଭୁବନେଶ୍ୱର : ରାଜ୍ୟ ସରକାର ଶେଷ ଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ କରିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ ଶେଷଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ ହୋଇଥିଲା । ଏହି ସର୍ଭେରେ ୨,୧୫,୨୨୨ ଜଣ ଶିଶୁ ଶ୍ରମିକ...
Supplementary Budget Presented
Bhubaneswar: Chief Minister Mohan Charan Majhi on 26 November presented a Supplementary Budget of Rs 12,156 crore for the 2024-25 Financial Year in the Odisha Legislative Assembly. Shri Majhi, who also holds the Finance portfolio, said this Budget is aimed at fulfilling the requirement of funds for public welfare and developmental activities, mainly through reallocation of available resources and receipt...
ନିଯୁକ୍ତି ନବୀକରଣ ପାଇଁ ପଦକ୍ଷେପ
ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ବିଭିନ୍ନ ପ୍ରକଳ୍ପ ଓ ଦପ୍ତରରେ କାର୍ଯ୍ୟରତ ସଂଖ୍ୟାଧିକ ଆଉଟସୋର୍ସିଂ କର୍ମଚାରୀମାନଙ୍କର ନିଯୁକ୍ତି ଅବଧି ଗତ ସେପ୍ଟେମ୍ବର ମାସରୁ ସରିଯାଇଛି । ସେମାନଙ୍କ ନିଯୁକ୍ତି ଅବଧି ନବୀକରଣ ଲାଗି ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ମୁକ୍ତା, ଜାତୀୟ ସହରାଞ୍ଚଳର...
ରାଜ୍ୟରେ ଅଛନ୍ତି ୩୦ଟି ମହାବଳ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବନଖଣ୍ଡରେ ମାତ୍ର ୩୦ଟି ମହାବଳ ରହିଛନ୍ତି । ୨୦୨୪ ରେ ହୋଇଥିବା ବାଘ ଗଣନାରୁ ଏହା ଜଣାପଡିଥିବା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବାଘ ଗଣନାର ସୂଚନା ଅନୁଯାୟୀ ଶିମିଳିପାଳ ବ୍ୟାଘ୍ର ପ୍ରକଳପରେ ୨୭ଟି ମହାବଳ ଥିବାବେଳେ କେନ୍ଦୁଝର ଓ କେନ୍ଦୁଝର ବନପ୍ରାଣୀ ବନଖଣ୍ଡରେ ୧ଟି, ପାରଳାଖେମୁଣ୍ଡିରେ ୧ଟି ଏବଂ ହୀରାକୁଦ...
Central Team Lauds ‘Dana’ Handling
Bhubaneswar: Chief Minister Mohan Charan Majhi has urged the Union Government to build disaster-resistant sustainable infrastructure in the state for its overall development.Chief Minister Shri Majhi held a meeting with members of an Inter-Ministerial Central Team, which winded up its three-day visit to the state to assess the damage caused by Cyclone 'Dana'.The seven-member Central Team headed by Joint...
୧୯୧ ଟି ମେଗା ପ୍ରକଳ୍ପ ନିର୍ମାଣାଧିନ
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ମାତ୍ର ୧୬ଟି ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଛି । ଅବଶିଷ୍ଟ ୧୯୧ଟି ମେଗା ପାନୀୟଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ୍ ୨୦୭ଟି ମେଗା ପାନୀୟଜଳଯୋଗାଣ ପ୍ରକଳ୍ପର ର୍ନିମାଣ କାର୍ଯ୍ୟ...
ପେପର ବ୍ୟାଲଟ ଆବେଦନ ଖାରଜ
ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନରେ ପେପର ବାଲଟ୍ ବ୍ୟବସ୍ଥାପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଡ. କୌଲ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏଥିରେ ତ୍ରୁଟି ରହୁଥିବା ଅଭିଯୋଗ କରିଥିଲେ। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ପି.ବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତିରେ କୌଣସି ସତ୍ୟତା ପାଇନାହାନ୍ତି। ଇଭିଏମର ବିଶ୍ୱସନୀୟତାକୁ ନେଇ ରାଜନୈତିକ ନେତାଙ୍କ ପରସ୍ପର ବିରୋଧୀ ଆଭିମୁଖ୍ୟ ଉପରେ ଗୁରୁତ୍ୱ...
Pandemonium In Odisha House
Bhubaneswar: Odisha Legislative Assembly on Tuesday witnessed pandemonium as Opposition BJD and Congress raised issues the issues of alleged insult to the Constitution and death of three tribal women after eating mango kernel gruel respectively, forcing the Speaker to adjourn the House twice. After obituary references were made, Speaker Surama Padhy allowed the Question Hour to begin. However, the BJD...










