୮୩୦୦ ଗାଁ କୁ ହୋଇନି ସଡକ ସଂଯୋଗୀକରଣ
ଭୁବନେଶ୍ୱର : ରାଜ୍ୟର ୮ହଜାରରୁ ଅଧିକ ଗାଁରେ ସଡକ ଯୋଜନା ପହଞ୍ଚି ପାରିନାହିଁ । ଏମାନେ ବିଭିନ୍ନ ସଡକ ଯୋଜନାରେ ସାମିଲ ଲାଗି ଯୋଗ୍ୟ ବିବେଚିତ ହୋଇନଥିବାରୁ ଏଠାକୁ ସଡକ ସଂଯୋଗ ହୋଇପାରିନଥିବା କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ । ରାଜ୍ୟରେ ଗାଁ ଗୁଡିକୁ ସଡକ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସର୍ବଶେଷ ଜନଗଣନାକୁ ଭିତ୍ତିକରି ୨୦୧୭-୧୮ ମସିହାରେ ଜିଲ୍ଲା ଗ୍ରାମ୍ୟ ସଡକ ଯୋଜନା ପ୍ରସ୍ତୁତ...
ଖର୍ଚ୍ଚକୁ ନେଇ କର୍ତ୍ତୃପକ୍ଷ ଚିନ୍ତିତ
ଭୁବନେଶ୍ୱର : ଗୋଟିଏ ପଟେ ଆର୍ଥିକ ବର୍ଷ ସରି ସରି ଆସୁଥିବାବେଳେ ଅନ୍ୟ ପଟେ ଠିକା କର୍ମଚାରୀମାନଙ୍କ ନିଯୁକ୍ତି ନବୀକରଣ ଉପରେ ନିଷ୍ପତ୍ତି ହୋଇପାରୁନଥିବାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟ୍ ଅର୍ଥ କିଭଳି ଖର୍ଚ୍ଚ ହେବ ତାହା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ନଭେମ୍ବର ଶେଷ ସୁଦ୍ଧା ଧାର୍ଯ୍ୟ ଅର୍ଥର ୪୦ ପ୍ରତିଶତ ବି ବ୍ୟୟ ହୋଇପାରି ନାହିଁ । ବିଭାଗର ବଜେଟ୍ ଅର୍ଥ ବ୍ୟୟ ସଂକ୍ରାନ୍ତରେ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ...
PMIS Eyes 1 CR Youth
New Delhi:: The Prime Minister’s Internship Scheme (PMIS Scheme) announced in the Budget 2024-25, aims to provide internship opportunities to one crore youth in top 500 companies in five years. As an initiation to this Scheme, a Pilot Project of the Scheme targeted at providing 1.25 lakh internship opportunities has been launched on 03.10.2024 for the Financial Year 2024-25. The...
SheSTEM Invites Students
New Delhi: Atal Innovation Mission (AIM), under the NITI Aayog and the Office of Science & Innovation, at the Embassy of Sweden, in partnership with Nordic collaborators - Innovation Norway, Innovation Centre Denmark, and Business Finland, are pleased to announce the successful conclusion of SheSTEM 2024. This annual initiative celebrates the contributions of women in STEM and serves as...
Satyabrat Sings On ‘Konark’
Bhubaneswar: A sweet Odia song on Sun Temple Konark voiced by Top Mandarin Satyabrata Sahu and Adyasha Das was released here at a special event today, under the backdrop of ongoing Konark Festival at Odishi Research Center here. Padma Bhushan Pratibha Ray has composed a very powerful lyrics for the special kind of song on the Konark Temple. A video of...
Odisha Engg Products Move Bhutan
Bhubaneswar: The Largest ever on-road engineering equipment exported to Bhutan today. The first ever Engineering Equipment of Such Huge Size and Weight is being exported to a Foreign Country by road has brought pride to the state. Gokulananda Mallick, Minister, MSME & Fisheries and Animal Resources Development Department, flagged off the program at Mancheswar, Bhubaneswar. Speaking on the occasion, he said,...
୪ଲକ୍ଷ ପରିବାର ନିକଟରେ ନାହିଁ ପାଇଖାନା
ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ଅଧା ଲୋକଙ୍କ ନିକଟରେ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ପହଞ୍ଚି ପାରିନାହିଁ । ସେହିଭଳି ୪ଲକ୍ଷ ଲୋକଙ୍କ ନିକଟରେ ଏବେ ବି ପାଇଖାନା ନାହିଁ । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାୟ ୮୮ଲକ୍ଷ ୬୮ହଜାର ପରିବାରର ୩୮୩.୯୬ ଲକ୍ଷ ଲୋକ...
ପ୍ରାଣ ହରାଇଲେଣି ୪୦୩ ପ୍ରବାସୀ ଶ୍ରମିକ
ଭୁବନେଶ୍ୱର : ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଗତ ୧୦ବର୍ଷ ମଧ୍ୟରେ ୪୦୩ ଜଣ ପ୍ରାଣ ହରାଇଲେଣି । ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ୫୯ଜଣ ଗଞ୍ଜାମ ଜିଲ୍ଳାର ରହିଛନ୍ତି । ପ୍ରବାସୀ ଶ୍ରମିକଙ୍କ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୨୭ତାରିଖ ସୁଦ୍ଧା ୪୦୩...
ଦୁଇ ମହାନଗରରେ ହୋଇନି ର୍ନିବାଚନ
ଭୁବନେଶ୍ୱର : ରାଜ୍ୟର ଦଇ ମହାନଗର ନିଗମ ସମ୍ବଲପୁର ଓ ରାଉରକେଲା ଗଠନ ପରଠାର ଏଠାରେ ମେୟର ଓ କର୍ପୋରେଟର ନିିର୍ବାଚନ ହୋଇନାହିଁ । ପ୍ରଶାସକ ନିଯୁକ୍ତି ଜରିଆରେ ଏଠାରେ କାର୍ଯ୍ୟ ଚାଲିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ସରକାରୀ ବିଜ୍ଞପ୍ତି ଅନୁଯାୟୀ ୨୦୧୪ ନଭେମ୍ବର ମାସରେ ରାଉରକେଲା ଓ...
ଆବାସ ଅପେକ୍ଷାରେ ୬୪୧୮ ପରିବାର
ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ଥିବା ୬୪୧୮ ପରିବାର ଏବେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ଅପେକ୍ଷା କରି ରହିଛନ୍ତି । ସରଜମିନ ତଦନ୍ତ କରାଯ।।ଇ ଏହି ଅପେକ୍ଷାରତ ପରିବାରଙ୍କ ମଧ୍ୟରୁ ଯୋଗ୍ୟ ପରିବାରଙ୍କୁ ଗୃହ ମଞ୍ଜୁର କରାଯିବ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୪-୧୫ ରୁ ବର୍ତ୍ତମାନ ସୁଦ୍ଧା...










