ବକ୍ସାଇଟ୍ ଖଣି ପାଇଁ ଗ୍ରାମସଭା ଡାକ
ଭୁବନେଶ୍ୱର : କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବାସୀ । ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦାଖଲ କରାଯାଇଥିବା ଏହି ନିବେଦନରେ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ବକ୍ସାଇଟ୍ ଖନନ କାର୍ଯ୍ୟ ଆରମ୍ଭ କରିବା ଏବଂ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି କୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ୨୦୦୩ମସିହାରେ ଲାଞ୍ଜିଗଡ଼ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ପରଠାରୁ କଳାହାଣ୍ଡି ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି...
Singh Deo Opposes Eviction Drive
Balangir: BJD Veteran A U Singh Deo stood like ‘Rock Of Gibraltar’ for the poor slum dwellers of Balangir Town, who were facing eviction by the District Administration in Balangir Town here on 8 January. Former Minister Shri Singh Deo was leading the protest rally here to oppose eviction drive of the District Administration in Ward No.19 in Phalsapatri area. More...
IREDA Bags ‘Excellent’ Rating
New Delhi: Central PSU Czar, Pradip Kumar Das is happy as the Indian Renewable Energy Development Agency Limited (IREDA) has achieved ‘Excellent’ rating for the performance MoU signed with the Ministry of New & Renewable Energy (MNRE) for the financial year 2023-24, with a score of 98.24 (rounded off 98). This marks the fourth consecutive year that IREDA has...
ଯୁବ ଚେହେରା ଖୋଜୁଛନ୍ତି ଦୁଇ ଦଳ
ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଖୁବ୍ଶୀଘ୍ର ନିଜର ନୂଆ ରାଜ୍ୟ ମୁଖିଆ ପାଇବାକୁ ଯାଉଥିବାବେଳେ ଏଥର ସଭାପତି ଚୟନ ସମୟରେ ଯୁବ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସୂଚନା ମିଳିଛି । ଏଥି ସହିତ ଯେଉଁ ନେତାମାନଙ୍କର ସଂସଦୀୟ କ୍ଷେତ୍ର ଉପରେ ଅଧିକ ପ୍ରଭାବ ରହିଛି ସେମାନଙ୍କ କଥା ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଦଳ ବିଚାର କରୁଛି । ରାଜ୍ୟ ବିଜେପିରେ ଏବେ ନୂଆ ସଭାପତି ନିଯୁକ୍ତ ପାଇଁ କସରତ ଚାଲିଛି । ଦୌଡରେ ଦୁଇ...
ମାମଲା ପରିଚାଳନା ପାଇଁ ଅଧିକାରୀଙ୍କୁ ତାଲିମ
ଭୁବନେଶ୍ୱର : ବଢ଼ି ଚାଲୁଥିବା ମାମଲା ବୋଝ ରାଜ୍ୟ ସରକାରଙ୍କ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ସମେତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ରାଜସ୍ୱ ଅଧିକାରୀ ତାଲିମ ସଂସ୍ଥା ଆଦି ବିଭିନ୍ନ ତାଲିମ କେନ୍ଦ୍ରରେ ମାମଲା ପରିଚାଳନା ପ୍ରସଂଗରେ ସ୍ୱତନ୍ତ୍ର ଅଧିକାରୀ ତାଲିମ ଶିବିରମାନ ଅନୁଷ୍ଠିତ ହେଉଛି । ଏବେ ଓଡ଼ିଶାରେ ୨୦ଲକ୍ଷରୁ ଅଧିକ ମାମଲା ବିଭିନ୍ନ ଆଇନ୍ ଅଦାଲତରେ...
BJP,Cong Eyeing Young Chief
Bhubaneswar: BJP and Congress, the two major political parties of the State, are going to get their new state presidents soon. There are reports that the leadership of the two parties giving more importance to young faces to lead the party in the State. Along with this, the parties are also considering the leaders who have more influence in the...
Chintan On Coal Sector
New Delhi: The Ministry of Coal successfully hosted Chintan Shivir 2.0 today at Sushma Swaraj Bhawan, providing a platform to foster innovation, sustainability, and collaboration in defining the future roadmap for the coal sector. The event was chaired by Union Minister of Coal and Mines, G Kishan Reddy, and co-chaired by Union Minister of State for Coal and Mines,...
Gurji Mantra For Corporates
Bhubaneswar: Noted Scholar, Spiritual Thinker and Acclaimed Author Chandra Bhanu Satpathy has delivered the 22ndEdition of NALCO Foundation Day Lecture on ‘Ethical Corporate Management’, here on 7 January. As part of the 45th Foundation Day, National Aluminium Company Ltd (NALCO) organised the 22nd Edition of the NALCO Foundation Day Lecture series. In his address, Dr. Satpathy shared his thoughts and wisdom...
ଡବଲ ଡେକର ବସର ଶୁଭାରମ୍ଭ
ଭୁବନେଶ୍ୱର : ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍ର ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ ଥିବାବେଳେ, ଓଡ଼ିଶା ଦର୍ଶନର ରାଜ୍ୟ ଜନ ପରିବହନରେ ସାମିଲ ହୋଇଛି ନୂତନ ଓ ଉନ୍ନତ ଧରଣର ଇ-ବସ ସେବା। ଏହା ବହୁମାତ୍ରାରେ କାର୍ବନ ନିର୍ଗମନ ହ୍ରାସ, ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ବସ୍ ସେବାଗୁଡ଼ିକ ଦ୍ୱାରା...
ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର : ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକାମ୍ର କାନନ, ଭୁବନେଶ୍ବର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥାନ୍ତି । ଏହି ବର୍ଷ ଜାନୁୟାରୀ ୭ ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହା ଚାଲିବ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ଵର ବିଭିନ୍ନ ଦେଶର ପ୍ରତିନିଧିମାନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତାନ ଏବଂ ତାର ଚିତ୍ତାକର୍ଷକ ରୂପରଙ୍ଗ ଦର୍ଶନ କରି ସମ୍ମୋହିତ ହେବେବୋଲି ମୁଖ୍ୟମନ୍ତ୍ରୀ...










