Singh Deo Opens PDTC
Bhubaneswar: Deputy Chief Minister K V Singh Deo today inaugurated a state-of-the-art Power Distribution Technology Centre (PDTC), marking a transformative leap in distribution network management and operational excellence. This cutting-edge technology hub integrates advanced Operational Technology (OT) and Information Technology (IT) systems, along with a 24x7 Power System Control Centre (PSCC) that ensures real-time network monitoring, seamless system operations, and...
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପିତ
ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଆଜି ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର 'ଉଦଯାପନ ସମାରୋହ' ଅନୁଷ୍ଠିତ ହୋଇଯାଇଛି | ଗତ କିଛି ମାସ ଧରି ଏକାଡେମୀରେ ୧୧୨ ଜଣ ଓଏଏସ ଅଫିସର ପ୍ରଶିକ୍ଷଣର୍ଥୀମାନଙ୍କୁ ତାଲିମ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗ ଦେଇ ପ୍ରଶାସନିକ ଅଧିକାରୀମାନେ କିପରି ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିବେ, ସେ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଶାସନରେ ଉନ୍ନତି ଆଣିବା...
ସୋଆ ସିଇସିର ନିର୍ଦ୍ଦେଶକ ସମ୍ମାନିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କୁ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୱାର୍ଲ୍ଡ କଂଗ୍ରେସ ଅନ୍ ଡିଜାଷ୍ଟର ମ୍ୟାନେଜମେଂଟ-ଡିଜାଷ୍ଟର ରିସ୍କ ରିଡକ୍ସନ୍ (ଡବ୍ଲ୍ୟୁସିଡିଏମ୍-ଡିଆରଆର) ଅବସରରେ ସମ୍ମାନିତ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ଭାରତୀୟ ପାଣିପାଗ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଡକ୍ଟର ସାହୁ ଏହି ସମ୍ମାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଠାରୁ ଗ୍ରହଣ କରିଥିଲେ । ବିପର୍ଯ୍ୟୟ ପ୍ରସ୍ତୁତି...
ବୀମା ନଥିଲେ ଟୋଲଗେଟରେ ଧରାପଡିବେ
ଭୁବନେଶ୍ୱର : ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ। ଆସନ୍ତା ଫେବ୍ରୁୟାରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ । ମୋଟର ଯାନ ଆଇନ ଅନୁଯାୟୀ ବୈଧ ବୀମା ନଥାଇ ଗାଡ଼ିଚଳାଚଳ କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ...
ଦେଶର ମୋଟ୍ ଅପରାଧରେ ଓଡିଶାର ୪ ପ୍ରତିଶତ
ଭୁବନେଶ୍ୱର : ସାରା ଦେଶରେ ଯେତେ ଅପରାଧ ଘଟୁଛି ତାହାର ପାଖାପାଖି ୪ ପ୍ରତିଶତ ଓଡିଶାରେ ସଂଗଠିତ ହେଉଛି । ତେବେ ଉତ୍ତରପ୍ରଦେଶ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ ଅପରାଧର ହାର ଢେର ଅଧିକ ରହୁଛି । ଓଡିଶାରେ ଚୋରି ଡକାୟତି ଭଳି ଅପରାଧର ମାତ୍ରା ଅଧିକ ରହୁଥିବାବେଳେ ଏବେ ନିଶା ସାମଗ୍ରୀର ବହୁଳ ବ୍ୟବହାର ରାଜ୍ୟପାଇଁ ବଡ ଆହ୍ୱାନ ପାଲଟିଛି । ଦେଶର ସର୍ବଶେଷ ଅପରାଧ ହାର ରିପୋର୍ଟରେ ଏକଥା ଉଲ୍ଲେଖ କରାଯାଇଛି ଯେ ମଦ ଓ ଅନ୍ୟାନ୍ୟ...
ନିୟନ୍ତ୍ରଣ ବାହାରେ ମଶା କାମୁଡା
ଭୁବନେଶ୍ୱର : ରାଜଧାନୀରେ ମଶାଙ୍କ କାମୁଡା ଏବେ ନିୟନ୍ତ୍ରଣ ବାହାରେ । ସହର ସାରା ମଶା ଭଣ ଭଣ ହେଉଥିବାବେଳେ ଦିନ ରାତି ଲୋକଙ୍କୁ କାମୁଡି ଗୋଡାଉଛନ୍ତି । ମଶାଙ୍କ ପାଇଁ ସହରରେ ମଶା ଘଉଡାବା ମଶାଧୂପ ଓ ମଶା ମାରିବାପାଇଁ ଇଲେକ୍ଟ୍ରି ରାକେଟର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି । ପ୍ରବାସୀ ଓଡିଶା ଦିବସ ଓ ଅଳ୍ପ କିଛିଦିନ ପରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡିଶା ପାଇଁ ରାଜଧାନୀ ସଜେଇ ହୋଇଥିବାବେଳେ ଏହା ସହିତ ତାଳ ଦେଇ ମଶାବଂଶ ବୃଦ୍ଧି...
ଓଡ଼ିଶା ହେବ ଯୌତୁକ ମୁକ୍ତ ରାଜ୍ୟ
ଭୁବନେଶ୍ୱର : ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର...
SJTA Directive For Employees
Puri: To maintain an office decorum, Shree Jagannath Temple Administration (SJTA) Chief Administrator Dr Arabinda Padhee has issued a five-point directive aimed at ensuring accountability and transparency among temple employees. Dr Padhee asked the employees not to consume betel, chew gutka, or drink alcohol while on duty. Senior officers will assess employees' work and file a report on the third...
Pacts Signed With Singapore
Bhubaneswar: Ahead of Utkarsh Odisha Conclave, the State Government today signed eight MoU with Singapore-based agencies for collaborations in different fields including industrial infrastructure, green hydrogen, petrochemicals, FinTech, and advanced skilling. The MoUs were signed in presence of Singaporen President Tharman Shanmugaratnam, Chief Minister Mohan Charan Majhi, Deputy Chief Ministers, Union Minister Dharmendra Pradhan along with several State ministers and...
Plan For Dowry Free Regime
Bhubaneswar: Dowry is not a tradition, not a culture or a personal affair – it is a social disorder, said Deputy Chief Minister, Prabhati Parida said addressing the Sub-Collector's Conference. She said that even after 60 years of the enactment of the Dowry Prohibition Act, 1961, dowry is still being given in the society. Day Long Sub Collectors' Meet on...









