Ease In Srimandir Darshan
Puri: Shree Jagannatha Temple Administration (SJTA) Chief Administrator Dr. Arabinda Pahee said that to further smoothen the public darshan system in Puri Srimandir, it has been decided to implement some new majors with effect from New Year. As per a decision taken at the Temple Managing Committee and Chatisha Nijog, a wooden barricading system will be erected at Nata Mandap...
ECoR Hosts Steel Conclave
Bhubaneswar: In a significant step towards improving the efficiency and operations of the steel industry, East Coast Railway (ECoR) organized a comprehensive workshop here today to assess the evolving requirements of the steel sector. Chaired by the General Manager of East Coast Railway,Parameshwar Funkwal, the event brought together key stakeholders, including delegates from major steel manufacturers, logistics experts, and representatives...
Similipal Gets Armed Force
Bhubaneswar: To make Similipal Tiger Reserve (STR) a poaching free zone, the State government has set up a dedicated company of Armed Police Reserve (APR) force in Similipal Tiger Reserve. Additional Chief Secretary (ACS), Home, Forest, Environment & Climate Change, Satyabrata Sahu wrote a letter to the Accountant General regarding this recently. In the letter, ACS Shri Sahu said the company...
ଓଡିଶାରେ ୧୧୦ ଆରଓବିକୁ ଅନୁମୋଦନ
ଭୁବନେଶ୍ୱର : ଭିତ୍ତିଭୂମି ତଥା ଜନସାଧାରଣଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ (ଇକୋର) ଶ୍ରୀ ପରମେଶ୍ୱର ଫୁଙ୍କୱାଲ ରେଳବାଇ (ସଂଶୋଧନ) ଅଧିନିୟମ ୨୦୦୮ ଅନୁଯାୟୀ ୧୭୦ ଗୋଟି ରୋଡ୍ ଓଭର ବ୍ରିଜ୍ (ଆରଓବି) ନିର୍ମାଣ ପ୍ରକଳ୍ପକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବରେ ଘୋଷଣା କରିବାକୁ ଅନୁମୋଦନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥିର ହୋଇଛି, ଯାହା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାରେ ଏବଂ...
ବ୍ୟାପକ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ
ଭୁବନେଶ୍ୱର : ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି l ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି l ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ମହାନଦୀ ଟ୍ରିବୁନlଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ l ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି l ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର...
ତୁରନ୍ତ ୧ଲକ୍ଷ ଟଙ୍କା ଦିଅ
ଭୁବନେଶ୍ୱର : କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ ୫ବର୍ଷ ଧରି ଓଏଏସ୍ ଚାକିରିରୁ ବଞ୍ଚିତ ଥିବା ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି, ବରିଷ୍ଠତା ଆଦି ସହ ୧ଲକ୍ଷ ଟଙ୍କା ଦୁଇମାସ ମଧ୍ୟରେ ଦେବା ପାଇଁ ଓଡ଼ିଶା ହାଇକୋର୍ଟ ବର୍ଷେ ତଳେ ଦେଇଥିବା ନିର୍ଦ୍ଦେଶର ଏ ଯାବତ୍ ପୂର୍ଣ୍ଣ ଅନୁପାଳନ ହୋଇନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଆୟୋଗ ଏହି ପ୍ରାର୍ଥୀଙ୍କୁ ୧ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ ବ୍ୟାଚ୍ର...
ମାଗଣା ଚାଉଳରେ ୨୫ ପ୍ରତିଶତ ବାଟମାରଣା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାକୁ ମିଳୁଥିବା ଚାଉଳରୁ ପାଖାପାଖି ୨୫ ପ୍ରତିଶତ ବାଟମାରଣା ହେଉଥିବା ଜଣାପଡିବାପରେ ପ୍ରକୃତି ହିତାଧିକାରୀଙ୍କୁ ତନଖି କରି ଜାଲ୍ ହିତାଧିକାରୀଙ୍କୁ ବାଦ୍ ଦେବାପାଇଁ ଜୋରଦାର ଉଦ୍ୟମ ଚାଲିଛି । ଏହା ଫଳରେ ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଆଉ ନୂଆ ଯୋଗ୍ୟ ହିତାଧିକାରୀ ଯୋଡି ହେବେ । ଇଣ୍ଡିଆନ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟରନେସନାଲ ଅନ୍ ଇକୋନୋମିକ୍ ରିଲେସନ୍ସ ର ରିପୋର୍ଟ ମୁତାବକ କେବଳ ଓଡିଶା କାହିଁକି ସାରା ଦେଶରେ ଏଭଳି ଲୁଟ୍ ଚାଲିଛି...
କେନ୍ଦ୍ରୀୟ ଯୋଜନା ଘର ନିର୍ମାଣ ମନ୍ଥର
ଭୁବନେଶ୍ୱର : ସହରାଞ୍ଚଳରେ ଲୋକଙ୍କୁ ଘର ଯୋଗାଇଦେବାପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଘର ନିର୍ମାଣ କିନ୍ତୁ ମନ୍ଥର ଗତିରେ ଚାଲିଛି । ଘର ମିଳିବାରେ ବିଳମ୍ବ ହେଉଥିବାରୁ ଲୋକେ ବି ବସ୍ତି ଛାଡି ସହଜରେ ଯାଉନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଚନ୍ଦ୍ରଶେଖରପୁର ଠାରେ ବିଡିଏକୁ ୨୬୦୦ ଘର ପାଇଁ ମଞ୍ଜୁରୀ ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦୦ ଘର ନିର୍ମାଣ ହୋଇନାହିଁ । ୧୩୮୦ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ମାତ୍ର ୮୨୦ଟି ଘରର ନିର୍ମାଣ କାର୍ଯ୍ୟ...
108Ft National Flag Flies High
Bhubaneswar: A 108 ft monumental national flag, installed by the Flag Foundation of India, was inaugurated today at Rama Devi Women's University here. Deputy Chief Minister K.V. Singh Deo inaugurated the flag post in presence of Speaker Surama Padhy, CEO of the Flag Foundation of India, Ashim Kohli, and Vice Chancellor of Rama Devi Women’s University, Aprajita Chowdhury. MP and...
DCM Asks Energy Dues Recovery
Bhubaneswar: Deputy Chief Minister(DCM), Kanak Vardhan Singh Deo, chaired a review meeting focused on the recovery of pending electricity duties from industrial units. Vishal Dev, Principal Secretary Energy presented details in the meeting.The meeting thoroughly reviewed the outstanding arrears related to electricity duties, particularly those arising from industrial units' own generation and consumption of electricity. Officials provided detailed insights...










