ପ୍ରସ୍ତୁତ ରହିବାକୁ ପୌରସଂସ୍ଥାକୁ ନିର୍ଦ୍ଦେଶ
ଭୁବନେଶ୍ଵର : ସାମୁଦ୍ରିକ ଝଡ଼ 'ଦାନା'କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ୫ଟି ମହାନଗର ନିଗମର କମିଶନର, ସମସ୍ତ ପୌରପାଳିକା ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ସମୟରେ ଶ୍ରୀମତୀ ପାଢ଼ୀ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଉପରେ...
ଓଏଏସ୍ ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ)ର ୨୦୨୦ ପାସ ଆଉଟ ଛାତ୍ର ଶ୍ରୀ ସୌମେଶ ଆଚାର୍ଯ୍ୟ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଶ୍ରୀ ଆଚାର୍ଯ୍ୟ ୮୩ତମ ରାଙ୍କ ହାସଲ କରିଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ନଟବରପୁର ଶାସନ ଗ୍ରାମର ବାସିନ୍ଦା ଶ୍ରୀ ଆଚାର୍ଯ୍ୟ ୨୦୨୦ରେ ସୋଆ ଆଇଏଏସ୍ରୁ ବିଏସ୍ସି (ଅନର୍ସ) ଏଗ୍ରିକଲ୍ଚରରେ...
ଢେଙ୍କାନାଳ ଐତିହ୍ୟ ପଦଯାତ୍ରା
ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଏକ ନିଆରା ଆକର୍ଷଣ ରହିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୈନିକ ଲକ୍ଷ ଲକ୍ଷ ଯାତ୍ରୀଙ୍କର ସମାଗମରେ ଢେଙ୍କାନାଳ ସହର ଜନାକୀର୍ଣ୍ଣ ହୋଇ ଉଠେ । ଚଳିତ ବର୍ଷ ୩୬ଟି ମଣ୍ଡପରେ ଧନଦାତ୍ରୀ ମା ଲକ୍ଷ୍ମୀଙ୍କର ଆରାଧନା କରା ଯାଉଥିବାବେଳେ ୬ଟି ମଣ୍ଡପରେ ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ଚାନ୍ଦିମେଢ଼ ଦର୍ଶକଙ୍କୁ ଆକର୍ଷିତ କରୁଛି । ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଅଷ୍ଟାଦଶ ସଂସ୍କରଣରେ ଜିଲ୍ଲାର ଐତିହ୍ୟକୁ ଧାରଣ କରିଥିବା ଏହି ଚାନ୍ଦିମେଢ଼ ଗୁଡିକୁ ଐତିହ୍ୟ ପ୍ରେମୀ ପଦଯାତ୍ରୀ ମାନେ...
ଓଏଏସ୍ କୃତକାର୍ଯ୍ୟଙ୍କୁ ନିଜର ଦାବି
ଭୁବନେଶ୍ୱର : ଓଡିଶା ସିଭିଲ ସର୍ଭିସ-୨୦୨୨ର ଫଳ ପ୍ରକାଶନ ପରେ ଏବେ ବିଭିନ୍ନ କୋଚିଂ ସେଣ୍ଟର ସଫଳ ପରୀକ୍ଷାର୍ଥୀମାନେ ସେମାନଙ୍କ ନିକଟରେ ତାଲିମ ନେଇଥିବା ଦାବି କରୁଛନ୍ତି । ଏଥିଘେନି କେଉଁ ସଂସ୍ଥା ଗଣମାଧ୍ୟମରେ ଫଟୋ ସହ ବିଜ୍ଞାପନ ଦେଉଛି ତ ଆଉ କିଏ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନିଜ କେନ୍ଦ୍ରର ସଫଳତା ବଖାଣୁଛି । ଏ ପରିପ୍ରେକ୍ଷୀରେ ଓଏଏସ୍ ଟପ୍ପର ହୋଇଥିବା ଶ୍ୱେତାଶ୍ରୀ ମହାପାତ୍ର ଅନ୍ୟୁନ ତିନିଟି କୋଚିଂ ସେଣ୍ଟର ଛାତ୍ରୀ ବୋଲି ସମ୍ପୃକ୍ତ ସଂସ୍ଥାମାନେ ଗଣମାଧ୍ୟମରେ ପ୍ରକାଶ କରାଇଛନ୍ତି ।...
ବାତ୍ୟା ବେଳେ ତାରକା ହୋଟେଲରେ କର୍ମଶାଳା
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଦିନ ରାତି ଏକ କରିଦେଇଥିବାବେଳେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିନ୍ତୁ ୨୨ ତାରିଖ ଦିନ ରାଜଧାନୀରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଏଥିରେ ଯୋଗ ଦେବାପାଇଁ ୨ଶହରୁ ଅଧିକ ଅଧିକାରୀଙ୍କୁ ଆମନ୍ତ୍ରଣ କରିଛି । ଏଥିରେ ଯୋଗ ଦେବାପାଇଁ ବିଏମସି, ସିଏମ୍ସି, ୱାଟକୋ, ହାଉସିଂବୋର୍ଡ, ବିଡିଏ, ସିଡିଏ, କ୍ରୁଟ୍, ଭୁବନେଶ୍ୱର ମେଟ୍ରୋ ରେଲ ନିଗମ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଗୋଟିଏ...
ତିିନି ହଜାର ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ...
ଜାତୀୟ ଜଳମାର୍ଗ-୫ କାର୍ଯ୍ୟ ଆଗକୁ ବଢିବ
ଭୁବନେଶ୍ୱର : ଜାତୀୟ ଜଳମାର୍ଗ-୫ ର ତାଲଚରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢିବାକୁ ଯାଉଛି ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି। ଉପକୁଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ଉପରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟ କରି ଜଳ ପରିବହନ କ୍ଷେତ୍ରର ସବୁଜକରଣ ଉପରେ ବିଶେଷ ଧ୍ୟାନ ଦେଇ ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଆଇଆଇଟି, ଚେନ୍ନାଇ ସହଯୋଗରେ “ପରିବହନ,...
Stress On Waterways Development
Bhubaneswar: Usha Padhee, Principal Secretary Commerce & Transport said that the Talcher to Paradip and Dhamra stretch of the National Waterways (NW) 5 is all set to move forward and it will soon see the light of the day. A Two Days long International Conference on Green Technologies In Costal & Inland Water Transportation with a special focus on...
Odisha AI Policy Soon
Bhubaneswar: The State Government has decided to prepare its own Artificial Intelligence (AI) Policy, informed Electronics and IT Principal Secretary Vishal Dev here on yesterday. A ‘Brainstorming Workshop on Artificial Intelligence Strategy for Odisha’ was organised by the Electronics and IT Department. Senior representatives from the government, academia, industry, and international organisations participated in the workshop. This workshop is part of...
IMD Warns Cyclone Possibility!
Bhubaneswar: The India Meteorological Department (IMD) today said that a cyclonic storm is likely to form over East Central Bay of Bengal by October 23 and move towards Odisha-West Bengal coast by October 24 morning. In a special message, the IMD said upper air cyclonic circulation formed over Central Andaman Sea on yesterday lay over North Andaman Sea in the...









