ମାମଲା ହାରିବା ଯୋଗୁଁ ସରକାରଙ୍କ ମୁଣ୍ଡ ବିନ୍ଧା

ଭୁବନେଶ୍ୱର : ସଂଖ୍ୟାଧିକ ମାମଲାରେ ଆଇନ୍‍ ଅଦାଲତରେ ରାଜ୍ୟ ସରକାର ହାରିବା, ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ସଂଖ୍ୟା ବଢିବା, ମୋଟାମୋଟି ଭାବେ କମ୍‍ ସଂଖ୍ୟକ ମାମଲା ଫଏସଲା ହେଉଥିବାବେଳେ ଅଧିକ ସଂଖ୍ୟକ ମାମଲା ରୁଜୁ ହୋଇ ମାମଲା ସଂଖ୍ୟା ବୃଦ୍ଧିପାଇବା ଏବଂ ବିଶେଷକରି ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହିବା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ସରକାରୀ ତଥ୍ୟ ମୁତାବକ ଏବେ ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ୨୦ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ...

ଖୋଲାରେ ମଦ ପିଇ ମଦୁଆଙ୍କ ଉତ୍ପାତ

0

ଭୁବନେଶ୍ୱର : ମଦୁଆଙ୍କ ଉତ୍ପାତରେ ରାଜଧାନୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ଭିଭିଆଇପିମାନେ ଅତିଷ୍ଠ ହେଉଥିବାବେଳେ ଖୋଲାମେଲାରେ ମଦ୍ୟପାନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ମଦୁଅମାନେ ମଦ କିଣି ତାହାକୁ ସହଜରେ ମଦଦୋକାନ ନିକଟରେ ସେବନ କରି ମାତାଲାହୋଇ ରାସ୍ତାରେ ବୁଲୁଛନ୍ତି । ନିଶାଡିଙ୍କ ପାଇଁ ସରକାର ଦୁଇ ପ୍ରକାର ମଦ ଦୋକାନକୁ ଲାଇସେନ୍ସ ଦେଇଛନ୍ତି । ଗୋଟିଏ ହେଲା ଠିପି ବନ୍ଦ ଓ ଅନ୍ୟଟି ହେଲା ଠିପି ଖୋଲା । ଠିପିବନ୍ଦ ମଦ ଦୋକାନରୁ ଲୋକେ ମଦ କିଣି ନେଇପାରିବେ...

ଆମ ଓଡିଶା ନବୀନ ଓଡିଶାର ନାଁ ବଦଳିବ

0

ଭୁବନେଶ୍ୱର: ପଞ୍ଚାୟତର ବିକାଶ ପାଇଁ ପୂର୍ବ ବିଜେଡି ସରକାର ଆରମ୍ଭ କରିଥିବା 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ନାଁ ବଳଦାଇବାକୁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି। ବିଜେପି ସରକାର ଏଓଏନଓ କାର୍ଯ୍ୟକ୍ରମକୁ 'ବିକାଶତ ଗାଁ ବିକାଶ ଓଡ଼ିଶା' (ବିକଶିତ ଗ୍ରାମ ବିକଶିତ ଓଡ଼ିଶା) ନାମରେ ନାମିତ କରିବାକୁ ଯୋଜନା କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଏହି ସୂଚନା ଦେଇଛନ୍ତି। ପୂର୍ବ ବିଜେଡି ସରକାର ପୂର୍ବ 'ଆମ ଗାଁ ଆମ ବିକାଶ'କୁ ସଂଶୋଧନ କରି 'ଆମ ଓଡ଼ିଶା...

ଜାନୁଆରୀ ୮ ରୁ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ୱର :  ଆସନ୍ତା ବର୍ଷ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ...

Odisha To Turn Industrial Powerhouse Soon ;CM

0

Mumbai: On the second day of a two-day roadshow in Mumbai, Chief Minister Mohan Charan Majhi today said Odisha is fast becoming an industrial powerhouse and his government is focused on building robust industrial infrastructure, and ensuring a whole-of-government approach to enable ease and speed of doing business. Addressing a special session on investment opportunities in Odisha, the Chief Minister...

AONO To Get New Name

Bhubaneswar: The newly formed BJP Government has decided to rename the ‘Ama Odisha Nabin Odisha’ (AONO) programme launched by the previous BJD government for the development of panchayats. The BJP Government has planned to rename the AONO programme as ‘Bikashit Gaon Bikashit Odisha’ (developed village developed Odisha). This was informed by Panchayati Raj and Drinking Water Minister Rabi Narayan Naik...

OPSC Announces OCS Results

Cuttack: The Odisha Public Service Commission (OPSC) today announced the result of Odisha Civil Services (OCS) Examination-2022. Swetashree Mohapatra has topped in the examination and there are 05 women candidates among the top 10 candidates. A total of 683 candidates have cleared the OCS-2022. The result is available at the OPSC website www.opsc.gov.in. The Odisha Civil Services Examination is conducted in...

ଇକୋସେଭର୍ସ ପକ୍ଷରୁ ’ସ୍ୱଚ୍ଛ ମୋ ଗାଁ’ ଅଭିଯାନ

0

ଭୁବନେଶ୍ୱର : ଇକୋସେଭର୍ସ ୟୁଥ୍ ନେଟୱାର୍କ ପକ୍ଷରୁ ଡିସେମ୍ବରରେ ମାସ ବ୍ୟାପୀ “ସ୍ୱଚ୍ଛ ମୋ ଗାଁ” ଅଭିଯାନ କରାଯିବ ବୋଲି  ଇକୋସେଭେର୍ସର ରାଜ୍ୟସ୍ତରୀୟ କର୍ମଶାଳାରେ ପ୍ରତିନିଧି ମାନେ ନିଷ୍ପତି ନେଇଛନ୍ତି ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ  ଏ.ଇ.ଆଇ.ଏନ ର ସହଯୋଗରେ ପରିବେଶ ସୁରକ୍ଷା ଉପରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାକୁ ଉଦଘାଟନ କରି ପିକକ୍ ର ସମ୍ପାଦକ ରଂଜନ କୁମାର ମହାନ୍ତି ଇକୋସେଭର୍ସ ୟୁଥ୍ ନେଟୱାର୍କ ସଦସ୍ୟଙ୍କ ଦ୍ୱାରା ପରିବେଶର ସୁରକ୍ଷା ନିମନ୍ତେ କରାଯାଇଥିବା ବିଭିନ୍ନ...

ଚାରି କୋଟି ଟପୁନି ରପ୍ତାନି

0

ଭୁବନେଶ୍ୱର : ହସ୍ତତନ୍ତ ଉତ୍ପାଦନ କ୍ଷେତ୍ରରେ ଓଡିଶା ବୁଣାକାରମାନଙ୍କର ଦେଶ ବିଦେଶରେ ବେଶ୍‍ ସୁନାମ ଥିବାବେଳେ ଓଡିଶାରୁ ହସ୍ତତନ୍ତ ରପ୍ତାନି କିନ୍ତୁ ବାର୍ଷିକ ୪କୋଟି ଟଙ୍କା ଛୁଇଁପାରୁନାହିଁ । ରପ୍ତାନି ପରିମାଣ ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ଓଡିଶାରୁ ଉତ୍ପାଦନ ହେଉଥିବା ହସ୍ତତନ୍ତ ସାମଗ୍ରୀର ଚାହିଦା ରାଜ୍ୟ ଭିତରେ, ବାହାରେ ଏପରିକି ବିଦେଶରେ ରହିଛି । ବିଶେଷକରି ପାଟଶାଢୀ, ସମ୍ବଲପୁରୀ କପଡା ଆଦିକୁ ଦେଶ ବାହାରେ ବିଶେଷ ପ୍ରଶଂସା କରାଯାଏ । ହେଲେ ଓଡିଶାରୁ ରପ୍ତାନି ହେଉଥିବା ହସ୍ତତନ୍ତ ସାମଗ୍ରୀ ସେତେଟା ଉତ୍ସାହଜନକ...

ବାତ୍ୟା ଭୟ ବଢାଉଛି ଉଦବେଗ

0

ଭୁବନେଶ୍ୱର : ବାତ୍ୟା ଘେନି କିଛି ନିର୍ଦ୍ଧିଷ୍ଟ ସୂଚନା ନଥିଲେ ମଧ୍ୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯେଉଁ ସମ୍ଭାବନା ରହିଛି ତାହା ଏବେ ଲୋକଙ୍କ ଭିତରେ ଭୟ ସଞ୍ଚାର କରିଛି । କାରଣ ଅତୀତରେ ଅକ୍ଟୋବର ମାସରେ ଅନେକ ଭୟଙ୍କର ବାତ୍ୟା ହୋଇ ବିପୁଳ ଧନଜୀବନ କ୍ଷତି ଘଟିଥିବା ପୃଷ୍ଠଭୂମିରେ ଚଳିତମାସ ୨୪ତାରିଖରୁ ଲଘୁଚାପ ଗଭୀର ଅବପାତ କିମ୍ବା ଛୋଟ ବାତ୍ୟାର ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ଯେଉଁ ଆଶଙ୍କା ଓ ପୂର୍ବାନୁମାନ ବ୍ୟକ୍ତ କରୁଛନ୍ତି ସେଥିଘେନି ଉଦ୍‍ବେଗପ୍ରକାଶ ପାଇବା ସ୍ୱାଭାବିକ...