Barabati To Host ODI On Feb 9
Cuttack: Barabati Stadium in Cuttack will host the One-Day International (ODI) cricket match between India and England on February 9, 2025. The Odisha Cricket Association (OCA) today announced ticket price for the international match, after holding its special general meeting here. Vice President Pankaj Lochan Mohanty, Secretary Sanjay Behera, and other key OCA officials and members attended the crucial meeting and finalized...
CM Begins Maha Talks
Bhubaneswar: Expressing serious concern over the ongoing Mahanadi water dispute with neighbouring Chhattisgarh, Chief Minister Mohan Charan Majhi today said he personally started discussing the issue with his Chhattisgarh counterpart. While briefing media persons in Bolangir, the Chief Minister said he has already held discussions with his Chhattisgarh Chief Minister Vishnu Deo Sai twice on the Mahanadi water dispute. Shri Majhi...
Probe On Pachyderm Deaths
Bhubaneswar: Expressing serious concern over the unnatural death of nearly 50 wild elephants during the current year, Forest, Environment and Climate Change Minister Ganesh Ram SingKhuntia has ordered a detailed departmental inquiry into the deaths. The Minister has written a letter to Forest, Environment & Climate Change, Additional Chief Secretary (ACS), Satyabrat Sahu in this matter. Shri Singkhuntia has ordered for...
ପାଳନ ହେବ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ
ଭୁବନେଶ୍ୱର : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ, ତାଙ୍କର ଏକ ବର୍ଷ ବ୍ୟାପୀ ଜୟନ୍ତୀ...
ପୁଣି ମୁଣ୍ଡ ଟେକିଲାଣି ଗନ୍ଧମାର୍ଦ୍ଦନ ଆନ୍ଦୋଳନ
ଭୁବନେଶ୍ୱର : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରୁ ପୁଣି ବକ୍ସାଇଟ୍ ଉତ୍ତୋଳନ ହେବାର ସମ୍ଭାବନା ଥିବାରୁ ଅବିଭକ୍ତ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଆନ୍ଦୋଳନ ଦାନା ବାନ୍ଧୁଛି । ଏଠାରେ ଯେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ୍ ଖନନ ପାଇଁ ବାଲ୍କୋକୁ ଅନୁମତି ଦିଆଯାଇଥିଲା । ବାଲ୍କୋ ମଧ୍ୟ ବକ୍ସାଇଟ୍ ଖନନ ଲାଗି ଜୋରଦାର ପ୍ରସ୍ତୁତିପର୍ବ ଚଳାଇଥିଲା । ସେତେବେଳେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଥିଲା । ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ନେତୃତ୍ୱରେ ଚାଲିଥିବା ବାଲ୍କୋ ହଟାଅ ଆନ୍ଦୋଳନରେ ସେ ସମୟରେ...
ସରକାରୀ କଲେଜରେ ବସିବାକୁ ସ୍ଥାନ ନାହିଁ
ଭୁବନେଶ୍ୱର : ସରକାରୀ କଲେଜରେ ଘରୋଇ ସଂସ୍ଥାର ପାଠପଢା ଏବେ ଛାତ୍ରଛାତ୍ରୀଙ୍କ ପାଇଁ କାଳ ହେଲାଣି । ଏଥିପାଇଁ ସରକାରୀ କଲେଜରେ ନାମ ଲେଖାଇଥିବା ପିଲାମାନେ ଏବେ ବସିବାକୁ ଟିକେ ସ୍ଥାନ ପାଉନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ମହାବିଦ୍ୟାଳୟରେ । ଏଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ କଳା, ବାଣିଜ୍ୟ, ବିଜ୍ଞାନ ସହିତ କେତେକ ବିଷୟରେ ପିଜି, ଧନ୍ଦାମୂଳକ ଶିକ୍ଷା ଏବଂ ଘରୋଇ ସଂସ୍ଥା ଦ୍ୱାରା କମ୍ପ୍ୟୁଟର ବିଜ୍ଞାନ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ରହିଛି । ତେବେ ଏତେ...
Nandankanan Welcomes Cute Cubs
Bhubaneswar: Everyone at Nandankanan Zoological Park is in joy as white tigress Rupa has given birth to four healthy cute cubs. The birth of these cubs, which took place in the early hours of November 2, adds to the park’s success in its tiger breeding program and brings hope for the conservation efforts. This was informed by Principal Chief Conservator of...
Balangir Gets 890 CR Projects
Balangir: Chief Minister Mohan Charan Majhi today launched various developmental projects worth Rs 890 crore in Balangir. Shri Majhi, who is on a two-day visit to Balangir district, launched a total of 83 projects such as irrigation, health infrastructure, piped water supply, bridge, road sectors. He addressed two public meetings organized for this purpose at Belpada and Patnagarh during the...
Food Poisoning;Death Cause
Bhubaneswar: State Health Department today said that food poisoning is the reason behind the deaths of two women and the illness of six others at Mandipanka village in the Daringbadi block of Kandhamal district. However, the source of food poisoning is yet to be identified. At least two women died and six others fell seriously after allegedly consuming gruel made...
ରାଜ୍ୟରେ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ ୬ ଗୁରୁତର ହୋଇଥିବା ଘଟଣା ଲୋକଲୋଚନକୁ ଆସିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ସଞ୍ଜୟ ଦାସବର୍ମା ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟର ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା...










