AIIMS Saves Youth Life
Bhubaneswar: In a miracle like incident, a 24-year-old man got a new life even after his heart stopped beating for nearly 1.5 hours. Thanks to the dedicated team at AIIMS Bhubaneswar which has achieved a miraculous feat by saving him through the advanced Extracorporeal Cardio-Pulmonary Resuscitation (eCPR) procedure. This pioneering initiative in Odisha exemplifies the power of innovation in medicine...
Samir Dey No More
Bhubaneswar: Former minister and veteran BJP leader Samir Dey passed away on Monday while undergoing treatment at a private hospital in Cuttack. He was 67. Shri Dey was suffering from a kidney-related illness and was receiving treatment in the ICU of a hospital for the past few days. His condition further deteriorated and he breathed his last during the day,...
କୃତ୍ରିମ ବୁଦ୍ଧିମତା ମାନବ ବୁଦ୍ଧିର ବିକଳ୍ପ ନୁହେଁ
ଭୁବନେଶ୍ୱର : ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ନିର୍ଦେଶକ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ଅଡିଟ ସପ୍ତାହର ଚତୁର୍ଥ ସସ୍କରଣ ଆଜି ଏଜି କାର୍ଯ୍ୟାଳୟ ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନ ସମାରୋହରେ ପ୍ରଧାନ ମହାଲେଖାକାର (ଅଡିଟ) ରାଜ କୁମାର, ପ୍ରଧାନ ମହାଲେଖାକାର (ଏ ଏଣ୍ଡ ଇ ) ଡି. ସାହୁ ଓ ପୂର୍ବତଟ ରେଳବାଇର ନିର୍ଦେଶକ ଏ.ଏଫ ଡୁଙ୍ଗଡୁଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ସିଏଜି ବିଭାଗର ଭୂମିକା ଓ କାର୍ଯ୍ୟାଧାରା ଉପରେ...
ନିମୟିତ ଯାଞ୍ଚ ହେଉନି ସ୍କୁଲ ଗାଡି
ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଯାନଗୁଡିକର ନିୟମିତ ଯାଞ୍ଚ ହେଉନଥିବାରୁ ଅନେକ ପୁରୁଣା ଯାନ ବିପଦଜନକ ଭାବେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବାବେଳେ ସେଗୁଡିକର ନିୟମିତ ଭାବେ ବୀମା ଓ ଅନ୍ୟାନ୍ୟ ପୂରଣ କରାଯାଉ ନାହିିଁ । ମଝିରେ ମଝିରେ ପରିବହନ ଓ ପୁଲିସ୍ ବିଭାଗ ପକ୍ଷରୁ ଚଢାଉ କରି କାମ ସାରିଦିଆଯାଉଥିବାବେଳେ ବର୍ଷ ତମାମ ଏଭଳି ଯାନଗୁଡିକୁ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । ସ୍କୁଲ ପିଲାଙ୍କ ବିପଦଜନକ ପରିବହନ ନେଇ ଗଣମାଧ୍ୟମରେ ଖବର ପ୍ରକାଶ...
TASU For Culture
Bhubaneswar: For the promotion of Odia language, literature and culture, the State Government has decided to set up a Technical Assistance and Support Unit (TASU) under Odia Language, Literature & Culture Department. Bijaya Ketan Upadhyaya, Director Culture said that "Odisha is the bastion of rich cultural heritage with its historical monuments, archaeological sites, traditional arts, sculpture, dance, and music. From...
ଓଡିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏକ ବୈଷୟିକ ସହାୟତା ଓ ସମର୍ଥନ ୟୁନିଟ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଐତିହାସିକ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ, ପାରମ୍ପରିକ କଳା, ମୂର୍ତ୍ତି, ନୃତ୍ୟ ଓ ସଙ୍ଗୀତ ସହିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଗଡ଼ ହେଉଛି ଓଡ଼ିଶା । ପ୍ରାଚୀନ କାଳରୁ ଓଡ଼ିଶା ବହୁ ସଂଖ୍ୟାରେ ପଣ୍ଡିତ, କଳାକାର ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି । ସଂସ୍କୃତି...
Odisha Invites Singapore Investors
Bhubaneswar: The first day of the Singapore visit by Odisha’s high-level delegation, led by Chief Minister Mohan Charan Majhi commenced with a briefing by Shilpak Ambule, Indian High Commissioner to Singapore on India-Singapore Business Relations. The High Commissioner informed the delegation about the recent trade and commerce related developments between the two countries. He also highlighted on the role of...
State Flim Award Ceremony Organized
Bhubaneswar: Odisha Government organized 32nd, 33rd and 34th State Film Awards ceremony here on 17 November. The Ceremony was organized by the Department of Odia Language, Literature and Culture, Government of Odisha here. Governor, Raghubar Das, Deputy Chief Minister Pravati Parida, Minister Odia Language, Literature and Culture, Surjyabanshi Suraj, Ekamra Bhubaneswar Lawmaker Babu Singh graced the occasion. Bishnupada Sethi, Principal Secretary...
ପିଲାଙ୍କ କଣ୍ଠରେ ଅକ୍ଷୟ ସଙ୍ଗୀତ
ଭୁବନେଶ୍ଵର : ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା । ଏହି ଗୀତଗୁଡିକ ମଧ୍ୟରେ ଥିଲା ଭସା ମେଘ ମୁଜେ...,ଫୁଲେଈ ରାଣୀ ସଜ ଫୁଲ....,ମାୟାବିନୀ ବନ ଯୋତ୍ସ୍ନା..., ଏ ଏ ଏ ଆଲୋ ଆଲୋ ମଣି ..., ନିଦ ଏକ ଫୁଲ ବନ ...,...
ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର : ମନରେ ସାହାସ ରଖି ନୂତନତ୍ୱକୁ ଆଧାର କରି ସିନେମା ନିର୍ମାଣ ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟପାଳ ରଘୁବର ଦାସ ଓଡିଶାର ସିନେମା ଇଣ୍ଡଷ୍ଟ୍ରିକୁ ଏହି ଆହ୍ୱାନ ଜଣାଇଛନ୍ତି । ଉଦ୍ବୋଧନ ଛଳରେ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ ଓଡିଶାକୁ ପ୍ରକୃତି ଅପାର...










