Meena Harps On Behavioral Change

0

New Delhi: Union Secretary, Department of Drinking Water and Sanitation (DoDWS), Ashok K Meena has emphasized the importance of a bottom-up approach in ensuring sustained behavioral change. Shri Meena was speaking, while launching nationwide campaign organized by the DoDWS for “Hamara Shauchalay: Hamara Samman” (HSHS) on November 19, World Toilet Day. And the campaign will culminate on Human Rights Day, December...

Axe On Erring Forest Officials

0

Bhubaneswar: Expressing anguish over killing of three elephants by electrocution in Sambalpur, the State Government has suspended three field level officials and recommended the government to take action against two senior department officers. Three wild elephants including a calf were killed due to electrocution in the forest near Buramal in Sambalpur’s Naktideul forest range on Sunday. The Department of Forest, Environment...

ବସ୍ତିବାସିନ୍ଦାଙ୍କୁ ଘର ବଣ୍ଟନ

0

ଭୁବନେଶ୍ୱର : ବସ୍ତି ଗୁଡିକର ପୁନଃ ନିର୍ମାଣ କରିବା ସହିତ ସୁଲ୍ଲଭ ଗୃହ ନିର୍ମାଣ କରି ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ  ବାସୋପୋଯୋଗୀ ଗୃହ ଆବଣ୍ଟନ କରି ଆସୁଅଛନ୍ତି। ଚନ୍ଦ୍ରଶେଖରପୁର ମୌଜ଼ାରେ ୨୦ ଏକର ପରିମିତ ଜାଗାରେ ୨୬୦୦ଟି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଅଛି ଏବଂ ତନ୍ମଧ୍ୟରୁ ୮୨୦ ଟି ଘରର ନିର୍ମାଣ ସମ୍ପୂର୍ଣ ହୋଇପାରିଛି । ଏଠାରେ ଅଦ୍ୟାବଧି  ୬୯୦ ଟି  ଘରର ଆବଣ୍ଟନ ହୋଇସାରିଛି  ଏବଂ ଅଦ୍ୟ ୪୭ଟି ଯୋଗ୍ୟ ହିତାଧିକାରୀ ପରିବାରକୁ ଘର...

ତମାଖୁ ମୁକ୍ତ ଅଭିଯାନ ସଚେତନତା ରାଲି

0

ଭୁବନେଶ୍ୱର : ସାରା ବିଶ୍ୱରେ ତମାଖୁ ସେବନ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ, ଯାହା କର୍କଟ, ହୃଦ ରୋଗ, ଏବଂ ଶ୍ୱାସ ଜନିତ ରୋଗର କାରଣ ହୋଇଥାଏ। ଭାରତରେ ତମାଖୁ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏହା କେବଳ ତମାଖୁ  ସେବନକାରୀକୁ କ୍ଷତି ପହଞ୍ଚାଏ ନାହିଁ ବରଂ ପରୋକ୍ଷ ଧୂଆଁର ଶିକାର ହେଉଥିବା ଲୋକମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ ।  ତମାଖୁ ଛାଡିବା ଦ୍ଵାରା ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଘଟେ ଏବଂ ଏହାର...

ଇ-କେୱାଇସିକୁ ହିତାଧିକାରୀ ଅମଙ୍ଗ

0

ଭୁବନେଶ୍ୱର : ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାବେଳେ ଇ-କେୱାଇସି ଯାଞ୍ଚ ପରେ ଏମାନଙ୍କ ମଧ୍ୟରୁ କେତେ ବାଦ ପଡିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି ଯାଞ୍ଚରେ ସାମିଲ ହୋଇନଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଦ୍‍ପଡିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ବାଦ୍‍ ପଡିବାକୁ ଥିବା କାର୍ଡଧାରୀଙ୍କ ସ୍ଥାନରେ ଅପେକ୍ଷାରତ ଆବେଦନକାରୀମାନେ ସାମିଲ ହେବାର ସମ୍ଭାବନା ରହିଛି...

ଛାନିଆ ହେଲେଣି ଆଶ୍ରମ ଜବରଦଖଲକାରୀ

0

ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମକୁ ନେଇ ଏବେ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ବେଆଇନ୍‍ ଭାବେ ସରକାରୀ ଜମି ଜବରଦଖଲ କରି ଯେଉଁମାନେ ଆଶ୍ରମ ଚଳାଉଛନ୍ତି ଏବଂ ଆଉ ଯେଉଁମାନେ ଭଗବାନଙ୍କ ନାଁ ନେଇ ଅଲୌକିକ ଚିକିତ୍ସା କରୁଛନ୍ତି ସେମାନଙ୍କ ଭିତରେ ଛନକା ପଶିଛି । ବୈକୁଣ୍ଠଧାମ ଆଶ୍ରମର ପ୍ରତିଷ୍ଠାତା ଓ ତାଙ୍କ ପୁଅଙ୍କୁ ନେଇ ଏବେ ଥାନା ଠାରୁ ଆରମ୍ଭକରି ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । ଏହି ଆଶ୍ରମର ପ୍ରତିଷ୍ଠାତା ରାଜ୍ୟ ଭିତରେ ଓ ବାହାରେ ଆଧ୍ୟାତ୍ମିକ...

Nanda Warns Severe Action

0

Bhubaneswar: Expressing anguish over the death of three elephants in Sambalpur, Principal Chief Conservator of Forests (PCCF) and Chief Wildlife Warden Susanta Nanda today warned that severe action would be taken against erring officials for failure on their part to protect the wild animals. PCCF Shri Nanda not only warned officials, but also directed Additional PCCF Wildlife to rush to...

Odisha Mandap Steels Show

0

New Delhi: While the 43rd India International Trade Fair reaches its fourth day, the spectacular ‘Odisha Mandap’ has been widely reckoned as a show stopper considering its intricate artistic style and elegance. Thousands of visitors across the country and abroad are appreciating the cultural artefacts and products displayed in various stalls. The 43rd IITF focuses on the core theme Viksit...

Kernel Deaths@Three

0

Bhubaneswar: With the death of another woman while undergoing treatment at SCB Medical College and Hospital, Cuttack, the death toll in the alleged mango kernel incident in Kandhamal district rose to three. The deceased woman was identified as Jita Majhi (40), who was suffering from multi organ failure, including kidney ailments.  She was first admitted to MKCG Medical College and Hospital. Later shifted to...

ସ୍ଥାନାନ୍ତରଣ ସମ୍ପର୍କରେ ରାଜ୍ୟସ୍ତରୀୟ କର୍ମଶାଳା

0

ଭୁବନେଶ୍ୱର  : ମଜୁରିରେ ତାରତମ୍ୟ ଯୋଗୁଁ ଦେଶାନ୍ତରୀ ସମସ୍ୟା ବଢ଼ିଚାଲିଛି। ରାଜ୍ୟ ଓ କେନ୍ଦ୍ର ସରକାର ଦେଶାନ୍ତରୀ ରୋକିବା ସହିତ ମହିଳା ଓ ଶିଶୁ ଶ୍ରମିକ ଚାଲାଣ ନିରୋଧ ପାଇଁ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳାରେ ବହୁ ନାଗରିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ମତପ୍ରକାଶ କରିଛନ୍ତି। ଓଡ଼ିଶାର କିଶୋରୀ ଓ ଯୁବତୀମାନଙ୍କର ତାମିଲନାଡ଼ୁର ବୟନଶିଳ୍ପକୁ ସ୍ଥାନାନ୍ତରଣ ଶୀର୍ଷକ କର୍ମଶାଳାରେ ବକ୍ତବ୍ୟ ରଖି ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ଡ.ଲକ୍ଷ୍ମୀଧର ମିଶ୍ର କହିଲେ ଯେ ଦେଶାନ୍ତର, ଶ୍ରମିକ ଚାଲାଣ...