712 Courts In e-Court Project

0

New Delhi: As 712 courts in the State have been covered under e- Courts project, where proceedings are being conducted via video conferencing (VC), and case records are being digitized to facilitate efficient judicial process, Union Law Minister Arjun Ram Meghwal said today. While replying to a query by BJD Rajya Sabha MP Subhasish Khuntia, the Union Minister said that...

Bharat Muni Remembered

0

Konark: Acharya Bharat Muni, the great Indian theatrologist and musicologist, was remembered by Sanskar Bharati Odisha on Magha Purnima day, which is known as his commemoration day.  Acharya Bharat (Bharat Muni) has written the ancient text of Natya Shastra; and is also considered as the Father of Indian Theatrical Art Forms. The celebration aimed to honour Bharat Muni's contributions to the...

ଟ୍ରାଫିକ୍ ଅତ୍ୟାଚାର ବିରୁଦ୍ଧରେ ତାତିଲା କଂଗ୍ରେସ

0

ଭୁବନେଶ୍ୱର  : ଆଜି ଭୁବନେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଟ୍ରାଫିକ୍ ଥାନା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଟ୍ରାଫିକ୍ ପୁଲିସର ମାତ୍ରାଧ‌ିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିବାଦ  କରାଯାଇଥିଲା। ଗତ ୧୧ ତାରିଖ  ଦିନ ଅଭିଯୋଗ ଅନୁଯାୟୀ ଛୋଟ ଝିଅଟିଏ ଏକ କାର ଯୋଗେ ସ୍କୁଲରୁ ଘରକୁ ଫେରୁଥିଲା । କାର ଡ୍ରାଇଭର ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଟ୍ରାଫିକ୍ ଥାନା କର୍ମଚାରୀ କାର ଡ୍ରାଇଭରକୁ ଅଟକ ରଖୁଥିଲେ । ଝିଅର ମାଆଙ୍କ କହିବା ଅନୁଯାୟୀ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା...

ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ

0

ଭୁବନେଶ୍ୱର : ଓଡ଼ିଶାରେ ସହରାଞ୍ଚଳ ଶାସନକୁ ଅଧିକ କ୍ରିୟାଶିଳ  କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ  ଆଜି ଏହାର ମାସିକ  ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ଅଧ୍ୟକ୍ଷତା କରି, ଗୃହ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ସଚିବ ଉଷା ପାଢୀ ସମସ୍ତ ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସହରୀକରଣ ଏବଂ ସଂସ୍କାର ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀମତୀ ପାଢୀ ସ୍ଥାୟୀ ସହରାଞ୍ଚଳ ବିକାଶକୁ ଆଗେଇ ନେବାରେ...

ହ୍ରାସ ପାଇଲା ସଡକ ଦୁର୍ଘଟଣା

0

ଭୁବନେଶ୍ୱର : ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା ମିଳିଛି । ଦୁର୍ଘଟଣାପ୍ରବଣ ମାସ ଭାବରେ ପରିଚିତ ଜାନୁଆରୀରେ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା । ଏଥି ସହିତ ବି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିଛି । ୨୦୨୫ ଜାନୁଆରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବରେ ପାଳନ କରାଯାଇଥିଲା । ଏହି ଅବସରରେ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ଆଖିଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ...

ବିଶ୍ୱ ରେଡ଼ିଓ ଦିବସ ପାଳିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ଗୁରୁବାର ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ରେଡ଼ିଓ ଦିବସର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ରେଡ଼ିଓ ଓ ଜଳବାୟୁ ପରିବର୍ତନ’ । କମ୍ୟୁନିଟି ରେଡ଼ିଓର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସୋଆର ଫ୍ୟାକଲ୍ଟିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରୋତାମାନଙ୍କୁ ସୂଚନା ପ୍ରଦାନ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷିତ ଓ ସଚେତନ କରାଇବାରେ ସୋଆ କମ୍ୟୁନିଟି ରେଡ଼ିଓର ଏକ ବଡ଼...

200 CR For Hirakud, Satkosia

0

Bhubaneswar: The State Government with funding from Centre would develop Hirakud reservoir area, Satkosia tiger reserve as world class tourist destinations, revealed Governor Hari Babu Kambhampati here today. While addressing the budget session of the Odisha Legislative Assembly, the Governor said, “I am pleased to inform you that my Government has successfully secured approval from the Government of India for...

Tulsi Gabbard Meets PM

0

New Delhi: The U.S. Director of National Intelligence, Ms. Tulsi Gabbard, called on Prime Minister Shri Narendra Modi today. Prime Minister fondly recalled his earlier interactions with Ms Gabbard. They discussed various aspects of the India-USA friendship.The discussions touched on enhancing bilateral intelligence cooperation, particularly in counter-terrorism, cybersecurity, emerging threats, and strategic intelligence sharing. They also exchanged views on regional...

Naveen Q For Sanatan

0

Bhubaneswar: Political circle in Odisha is agog over the fact that Biju Janata Dal (BJD) Supremo Naveen Patnaik is a worried person today. Shri Patnaik, who was calling shots for last 24 years in the political scenario in the State, feeling the pinch of cold approach of BJD Leaders in general and Lawmakers in particular, opine sources close to him. So...

ସେଲ୍ଫ ଫାଇନାନ୍ସିଂ ପାଠ ପାଇଁ ଭିତ୍ତିଭୂମି ସଙ୍କଟ

0

ଭୁବନେଶ୍ୱର : ସରକାରୀ ମହାବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପ୍ରଚଳନ ଏବେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ କାଳ ହୋଇଛି । ଭିତ୍ତିଭୂମି ସଙ୍କଟ ଯୋଗୁଁ କଲେଜର ନିଜସ୍ୱ ଛାତ୍ରଛାତ୍ରୀମାନେ ବସିବାକୁ ବି ଟିକେ ସ୍ଥାନ ପାଉ ନାହାନ୍ତି । ରାଜଧାନୀର ଦୁଇ ପ୍ରମୁଖ ସରକାରୀ କଲେଜ ବିଜେବି ଓ ରାଜଧାନୀରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି । ଏହିସବୁ ସରକାରୀ କଲେଜରେ ଏମବିଏ, ବିବିଏ, ବିସିଏ ଭଳି ପାଠ୍ୟକ୍ରମ ପ୍ରଚଳନ କରୁଛନ୍ତି । ବିଭିନ୍ନ ସଂସ୍ଥା ଦାୟିତ୍ୱରେ ଏହିସବୁ ପାଠ୍ୟକ୍ରମ ଥିବାବେଳେ ସେମାନେ ଏଥିପାଇଁ...