BJD Stalls Odisha House

Bhubaneswar: The principal Opposition party, BJD today stalled the Odisha Legislative Assembly proceedings demanding a debate on the controversial Polavaram project constructed by the Andhra Pradesh Government. As soon as the House assembled for the day at 10.30 am, the BJD Members trooped into the well of the House, shouting slogans demanding a debate on the Polavaram Project. BJD Deputy Leader...

ଅଧିକ ଉତ୍ପାଦନ ସତ୍ୱେ ବାହାରୁ ଆମଦାନୀ

0

ଭୁବନେଶ୍ୱର : ରାଜ୍ୟରେ ଚାହିଦା ଠାରୁ ଅଧିକ ମାଛ ଉତ୍ପାଦନ ହେଉଥିବାବେଳେ ଓଡିଶା କିନ୍ତୁ ବର୍ଷକୁ ୩୩ ହଜାର ମେଟ୍ରିକ ଟନ୍‍ରୁ ଅଧିକ ମାଛ ଆମଦାନୀ କରୁଛି । ରାଜ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ମାଛ ଓ ଅଣ୍ଡା ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟିକା ଉପାସନା ମହାପାତ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ୨୦୨୩-୨୪ ବର୍ଷରେ ଓଡିଶାରେ ଦୈନିକ ମାଛର ଆବଶ୍ୟକତା ୨୩୫୩ ମେଟ୍ରିକ ଟନ୍‍ ଥିବାବେଳେ ଦୈନିକ...

ସରକାରୀ ନିଯୁକ୍ତିରେ ବିଭ୍ରାଟ କରୁଛନ୍ତି ଠିକା ସଂସ୍ଥା

ଭୁବନେଶ୍ୱର : ସରକାରୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ଲାଗି ଅନେକ କ୍ଷେତ୍ରରେ ବାହାର ସଂସ୍ଥାମାନଙ୍କର ସହାୟତା ନିଆଯାଉଥିବାରୁ ବ୍ୟାପକ ବିଭ୍ରାଟ ଉପୁଜୁଥିବା ଘେନି ଗୁରୁତର ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ରାଜ୍ୟ ବାହାରର ସଂସ୍ଥାମାନଙ୍କ ଦ୍ୱାରା ଏଭଳି ଚୟନ ପ୍ରକ୍ରିୟାରେ ମଧ୍ୟ ଦୁର୍ନୀତି ଓ ପକ୍ଷପାତିତା ହେଉଥିବା ଘେନି ଅନେକ ଆଶାୟୀ ପ୍ରାର୍ଥୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ବିଭିନ୍ନ ପାହ୍ୟାର ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଂସ୍ଥାମାନ ରହିଛନ୍ତି । ଜିଲ୍ଲା...

Mineral Targets With AI

0

Panaji: The Ministry of Mines launches the nation’s first-ever auction of Exploration Licences (ELs) — a major reform to unlock India’s untapped critical and deep-seated mineral resources. The Roadshow on the 5th Tranche of Critical Mineral Blocks and the launch of AI Hackathon 2025, a Mineral Exploration Hackathon focused on “Mineral Targeting using AI”. The event was graced by Union Minister...

Sunil Gupta New CII Odisha Chief

0

Bhubaneswar: Ace Corporate Honcho, Sunil Gupta, Chief Executive Officer, Vedanta Ltd Jharsuguda has been elected as the Chairman of CII Odisha State Council for the year 2025-26 and G Suresha, Executive Director of Odisha Asset, AM/NS India, has been elected as the Vice Chairman of CII Odisha State Council for the same term. Their names were announced at the...

2544 Rooftop Solar In State

0

Bhubaneswar: The State Government has installed rooftop solar plants over 2544 public buildings across the state of total capacity of 32.21 MW, an official data said. According to the data, the Odisha Renewable Energy Development Agency (OREDA) has installed rooftop solar plants on 2479 government buildings like police stations, universities, collector offices, schools, colleges, block offices and hospitals across the...

୧୭୮୦ କୋଟି ବକେୟା ଆଦାୟ

0

ଭୁବନେଶ୍ୱର : ଟାଟା ପାୱାର ଓଡିଶାରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱ ନେବା ପରଠାରୁ ବିଦ୍ୟୁତ୍‍ ବିତରଣ ଗ୍ରାହକଙ୍କ ଉପରେ ଥିବା ବକେୟା ବାବଦରେ ୧୭୮୦କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କଲାଣି । ବକେୟା ଆଦାୟ କ୍ଷେତ୍ରରେ ଟିପିଏନଓଡିଏଲ ସବୁଠାରୁ ଆଗରେ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଥିବା ୮୪୩୭ କୋଟିର ବକେୟା ମଧ୍ୟରୁ...

୨୦୯୭ ଷ୍ଟାର୍ଟଅପ୍‍କୁ ସ୍ୱୀକୃତି

0

ଭୁବନେଶ୍ୱର : ଷ୍ଟାର୍ଟଅପ୍‍ ଇଣ୍ଡିଆ ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ୨୦୯୭ଟି ଷ୍ଟାର୍ଟଅପ୍‍ମାନଙ୍କୁ ଓଡିଶା ଷ୍ଟାର୍ଟଅପ୍‍ ନୀତି ମାଧ୍ୟମରେ ସ୍ୱୀକୃତି ମିଳିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଷ୍ଟାର୍ଟଅପ୍‍ମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ୧୧୨ଟି ଷ୍ଟାର୍ଟଅପ୍‍କୁ ସବସିଡ୍‍ଯୁକ୍ତ ଅଙ୍କୁରଣର ସୁବିଧା ମିଳିଛି । ୮୮ଟି ଷ୍ଟାର୍ଟଅପ୍‍କୁ ଯାତାୟତ ଭତ୍ତା ପ୍ରଦାନ କରି ବିଭିନ୍ନ...

ତାରଟଣାରୁ ଆୟ କୋଟିଏରୁ ଅଧିକ

0

ଭୁବନେଶ୍ୱର : ବିଦ୍ୟୁତ୍‍ ଖୁଣ୍ଟରେ ତାରଟଣା ବାବଦରେ ବିତରଣ କମ୍ପାନୀମାନେ ବିଭିନ୍ନ କମ୍ପାନୀ ଠାରୁ ମାସକୁ କୋଟିଏରୁ ଅଧିକ ଟଙ୍କା ଆୟ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ଟିପିସିଓଡିଏଲ୍‍ର ଏ ବାବଦରେ ଆୟ ୧କୋଟି ୩୪ଲକ୍ଷ ଟଙ୍କାକୁ ଟପିଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ...

NIC Celebrates Int’l Women’s Day

0

Bhubaneswar: The National Informatics Centre (NIC), Bhubaneswar, organized the celebration of International Women's Day on 12 March. On this occasion, Dr. Mitali Chinara, Professor of Economics at Utkal University, Bhubaneswar, and renowned Odissi dancer Sujata Mohapatra participated as Honourable Guests. Both of them were  engaged in an in-depth discussion on women empowerment and gender equality. They deliberated on how women are...